fbpx
Browsing Category

Featured

ସଟ୍‌ଡାଉନ୍‌ ବୃଦ୍ଧି ଖବରକୁ ନେଇ ଏସ୍‌ଆର୍‌ସିଙ୍କ ଟ୍ବିଟ୍

ଭୁବନେଶ୍ୱର, ୯/୬(ଓଡିଶା ଭାସ୍କର): ସଟ୍‌ଡାଉନ୍‌ ବୃଦ୍ଧି ଗୁଜବ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଆଜି ଏକ ଟ୍ବିଟ୍‌ କରିଛନ୍ତି। ଶନିବାର ଓ ରବିବାର ଛଡ଼ା ଅନ୍ୟ ଦିନରେ  ସଟ୍‌ଡାଉନ୍‌ ହେବ ନାହିଁ। ଅନ୍ୟ ଦିନରେ…

ଏମ୍ସରେ ୪ଡାକ୍ତର କରୋନା ପଜିଟିଭ୍

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ ୪ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସର ଚାରି ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ…

ରଥଯାତ୍ରା ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ଆଉ ଅଳ୍ପ କିଛି ଦିନ ଗଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କିନ୍ତୁ କରୋନା ପାଇଁ ପୁରୀ ରଥଯାତ୍ରା ବନ୍ଦ କରିବାକୁ ଦାବି କରି ହାଇକୋର୍ଟରେ ମାମଲା ହୋଇଥିଲା । ଏହି ଆବେଦନ ଉପରେ ଶୁଣାଣି…

କେଜ୍ରିୱାଲଙ୍କ ଆସିଲା କରୋନା ରିପୋର୍ଟ..

ନୂଆଦିଲ୍ଲୀ, ୯ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେବାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ । ଏଥିସହିତ ଏହାସବୁ କରୋନା…