fbpx
Browsing Category

Featured

ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି, ବଢ଼ିଲା ଗାଡ଼ି କାଗଜପତ୍ର ବୈଧତା ଅବଧି

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ଗାଡ଼ି କାଗଜପତ୍ର ବୈଧତା ଅବଧି ବୃଦ୍ଧି ପାଇଛି । ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଛି ବୈଧତା ଅବଧି । ବୈଧତା ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର…

ଟଳିଲା ଯୁଦ୍ଧ ଆଶଙ୍କା, ପଛକୁ ହଟିଲେ ଭାରତ-ଚୀନ ସେନା

ନୂଆଦିଲ୍ଲୀ, ୯ା୬:କିଛି ଦିନ ହେବ ଭାରତ ଚୀନା ସୀମାରେ ଅଶାନ୍ତ ଦେଖାଦେଇଥିଲା । କିନ୍ତୁ ଏହାରି ମଧ୍ୟରେ ଆଜି ପୂର୍ବ ଲଦାଖ ନିକଟ ସୀମାରେ ପଛକୁ ହଟିଛନ୍ତି ଚୀନ ଓ ଭାରତୀୟ ସେନା । ଗଲୱାନ ଅଞ୍ଚଳରେ ଅଢ଼େଇ କିଲୋମିଟର ପଛକୁ…

ଚାଷୀଙ୍କ ପାଇଁ ବିହନ ଯୋଗାଇ ଦିଆଯିବ: କୃଷି ସଚିବ

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ଚାଷୀଙ୍କ ସମସ୍ୟା ନେଇ କୃଷି ସଚିବ ସୌରଭ ଗର୍ଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚଳିତବର୍ଷ…

ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ନୂଆଦିଲ୍ଲୀ, ୯ା୬: ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଓଡ଼ିଶା କ୍ୟାଡ଼ର ଆଇଏଏସ୍ ତୁହିନକାନ୍ତ ପାଣ୍ଡେ । ତାଙ୍କର କରୋନା ପଜିଟିଭ୍ ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କେନ୍ଦ୍ର…

ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୧୩୩କୁ ବୃଦ୍ଧି ପାଇଛି । ୧୪୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୨୪,…

ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଙ୍କୁ କରୋନା

ନୂଆଦିଲ୍ଲୀ, ୯ା୬: ବିଜେପି ନେତା ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଭୟ ସାଉଥ ଦିଲ୍ଲୀ ସ୍ଥିତ ସାକେଯର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଆସନ୍ତାକାଲିଠୁ ୧୩ଯାଏଁ ଭିଜିବ ଓଡ଼ିଶା, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ୱାର୍ଣ୍ଣିଂ

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ହେଉଛି । ଏହାରିମଧ୍ୟରେ ଆସନ୍ତାକାଲିଠାରୁ ୧୩ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…