fbpx
Browsing Category

Featured

ବାତ୍ୟା କ୍ଷୟକ୍ଷତି ନେଇ ମମତାଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର, ୨୨ା୬(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ବାତ୍ୟା ଅମ୍ଫନ କ୍ଷତି ନେଇ ମମତାଙ୍କ ସହ ଆଲୋଚନା କରିଛନ୍ତି ।…

ରେପୋ ରେଟ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ, ୨୨ା୫: ଆଜି ଦେଶର ଅର୍ଥନୀତି ସ୍ଥିତି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏକ ସାମ୍ବାଦକି ସମ୍ମିଳନୀ କରିିଛନ୍ତି । ରେପୋ ରେଟ୍ ହ୍ରାସ କରିଛି ଆରବିଆଇ ବୋଲି ସେ କହିଛନ୍ତି । ରେପୋ ରେଟରେ ୪୦ବେସିସ…

ରାଜ୍ୟରେ ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୨/୫ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କ ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ୮୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ…

ଦେଶରେ ୩୫୮୩ ଜଣଙ୍କ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ,୨୨/୫:  ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୫୮୩ ରେ ପହଞ୍ଚିଛି। ସେହିପରି  ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮,୪୪୭କୁ ବୃଦ୍ଧି ପାଇଛି । …

କେବେ ସାପକୁ ବୋତଲରେ ପାଣି ପିଉଥିବାର ଦେଖିଛନ୍ତି କି?

ଆପଣ କେବେ ସାପକୁ ବୋତଲରେ ପାଣି ପିଉଥିବାର ଦେଖିଛନ୍ତି କି? ଯଦି ନା, ତେବେ ଆସନ୍ତୁୂ ଦେଖିବା ଏହି ଭିଡିଓ । ଭିଡିଓଟି ପୁରୁଣା ହେଲେ ବି ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକର । ବିଷାକ୍ତ ସାପ ବି ମଣିଷ ହାତରୁ ପାଣି ପିଉଛି…

ଆଜିଠୁ ରେଲଓ୍ବେ ଷ୍ଟେସନରେ ଖୋଲିବ କାଉଣ୍ଟର

ଭୁବନେଶ୍ୱର,୨୨/୫(ଓଡ଼ିଶା ଭାସ୍କର): ଜୁନ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା…

ଆଜି ସାବିତ୍ରୀ ବ୍ରତ, କିନ୍ତୁ ଏଥର ସବୁ ଫିକା ଫିକା

ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ଭାରତୀୟ ପରମ୍ପରା ଅନୁସାରେ ପ୍ରତ୍ୟେକ ସଧବା ମହିଳାମାନେ ଏହି ବ୍ରତକୁ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ମାସ…

ରାଶିଫଳ (୨୨।୦୫।୨୦୨୦, ଶୁକ୍ରବାର ), ଜାଣନ୍ତୁ ଆପଣଙ୍କ ଦିନ କିପରି କଟିବ

ମେଷ - କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲ ହେବ, କୌଣସି ପିଲାଦିନର କିମ୍ବା କର୍ମକ୍ଷେତ୍ରର ସାଙ୍ଗ ଆଜି ଆପଣଙ୍କ ସବୁ ଦୁଃଖ…