Browsing Category

Featured

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ, କରିବେ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିଦର୍ଶନ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ…

ଆଜିଠାରୁ ଖୋଲିବ ନବମ ଓ ଏକାଦଶ : ସକାଳ ୮.୩୦ରୁ ୧୦.୩୦ ଚାଲିବ ପାଠପଢ଼ା

ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । କୋଭିଡ୍ ନିୟମ ଅନୁଯାୟୀ ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ଏହି ଅବସରରେ ସମସ୍ତ…

ଉତ୍ତରାଖଣ୍ଡ ତାଣ୍ଡବ: ସହାୟତାର ହାତ ବଢ଼ାଇଲେ ପନ୍ତ

ନୂଆଦିଲ୍ଲୀ, ୮ା୨ (ଓଡିଶା ଭାସ୍କର): ଗତକାଲି ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବଲୀଳା ଦେଖିବାକୁ ମିଳିଥିଲା । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମ ସ୍ଖଳନ ଘଟି ୧୪ ମୃତଦେହ ଉଦ୍ଧାର କରାଯିବା ସହ ଏବେ ବି ଶତାଧିକ ଲୋକ…

ବଦଳିଯିବ ରାଜଧାନୀର ରାସ୍ତାଘାଟର ଦୃଶ୍ୟ: ପ୍ରସ୍ତୁତ ହୋଇସାରିଛି ମାଷ୍ଟର ପ୍ଲାନ୍

ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ବହୁ ଯୋଜନା କରାଯାଇଥିଲେ ମଧ୍ୟ କିଛି ସଫଳ ହୋଇନାହିଁ । ବର୍ଷକୁ କୋଟି କୋଟି ଟଙ୍କା କେବଳ ରାସ୍ତାଘାଟ ମରାମତି ଓ ନିର୍ମାଣ…

ଆଜି ରାଜ୍ୟସଭାରେ ଅଭିଭାଷଣ ଦେବେ ମୋଦି: କୃଷି ଆଇନ ନେଇ ରଖିବେ ଉତ୍ତର

ନୂଆଦିଲ୍ଲୀ, ୮ା୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଅଭିଭାଷଣ ଦେବେ । ଏହି ଅବସରରେ ମୋଦି କୃଷି ଆଇନ ଉପରେ ନିଜର ଉତ୍ତର ରଖିବେ । ତେବେ କୃଷି ଆଇନକୁ ପ୍ରତ୍ୟାହାର ନ କରିବା ନେଇ ପୂର୍ବରୁ ସରକାର…

ଆଜି ପ୍ରପୋଜ୍ ଡେ: ପ୍ରେମ ସପ୍ତାହର ଦ୍ୱିତୀୟ ଦିବସ

ପ୍ରେମ ହେଉଛି ଜୀବନର ସର୍ବୋତ୍ତମ ଅନୁଭବ, ଯାହା ଜୀବନକୁ ସୁନ୍ଦର କରିବା ସହ ପ୍ରତି ମୁହୂର୍ତ୍ତରେ ଖୁସିରେ ରହିବା ନିମନ୍ତେ ପ୍ରେରଣା ଦେଇଥାଏ । ଯେତେବେଳେ ଜଣଙ୍କ ହୃଦୟରେ ଅନ୍ୟ ଜଣଙ୍କ ପାଇଁ ବିଶେଷ ଭାବନା ରହିଥାଏ,…

ରାଶିଫଳ (ସୋମବାର, ୮ ଫେବୃୟାରୀ ୨୦୨୧ )

ମେଷ - ସୁଖବର ମିଳିବ, ଆର୍ଥିକ ସ୍ୱଚ୍ଛଳତାର ବାଟ ଖୋଲିିବ, ଧର୍ମକାର୍ଯ୍ୟ ଓ ସାମାଜ ସେବାରେ ମନବଳାଇବେ, ବୁଦ୍ଧି ବଳରେ ଶତୃମାନଙ୍କୁ ଦମନ କରିବେ, ରାଜନିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢି. ଛାତ୍ରଛାତ୍ରୀମାନେ ମନମୁତାବକ…

ଏବେ ବି ଅବହେଳିତ ବଣ୍ଡାଘାଟିର କିଛପଡା ଗ୍ରାମ

ଖଇରପୁଟ, ୭/୨ :- ଆଦିମ ଜନଜାତିଙ୍କ ଦୁଃଖ ଦୁର୍ଦ୍ଦଶାର ଅନେକ ବ୍ୟଥାର କଥା ଆମେ ଅନେକ ଥର ଦେଖିଛୁ। କିନ୍ତୁ ଆଜି ଆମେ ଏମିତି ଏକ ଗ୍ରାମର କଥା କହିବୁ ଯେଉଁଠି ବିକାଶର ନଗ୍ନ ଚିତ୍ର ବଖାଣୁଛି । ସେ ସବୁ କଥା ଛାଡ଼ନ୍ତୁ…