Browsing Category

Featured

ନୂଆ ସଂସଦ ଭବନ ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୫ା୧: କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ନୂଆ ସଂସଦ ଭବନ ନିର୍ମାଣ ନିମନ୍ତେ ଗ୍ରୀନ ସିଗନାଲ ମିଳିଛି । ଆଜି ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି । ନୂଆ ସଂସଦ ଭବନ ନିର୍ମାଣ…

ରାଜ୍ୟରେ ଆଜି ୧୯୮ ପଜିଟିଭ୍ ଚିହ୍ନଟ, ୨ ମୃତ

ଭୁବନେଶ୍ୱର,୫।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ମାହାଙ୍ଗା ଡବଲ ମର୍ଡର: ମୁଖ୍ୟ ଅଭିଯୁକ୍ତ ସହ ୪ ଅଟକ

ମାହାଙ୍ଗା, ୫ା୧ (ଓଡିଶା ଭାସ୍କର): ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । କଟକ ଗ୍ରାମାଞ୍ଚଳ ଥାନା ପୋଲିସ…

କରୋନା ଷ୍ଟ୍ରେନର ବ୍ୟାପକ ସଂକ୍ରମଣ: ଏହି ଦେଶରେ ଲାଗୁ ହେଲା ପୁଣି ଲକଡାଉନ

ନୂଆଦିଲ୍ଲୀ, ୫ା୧: କିଛି ଦେଶରେ କରୋନାର ସଂକ୍ରମଣ ହ୍ରାସ ପାଉଥିବା ବେଳେ ବ୍ରିଟେନରେ ନୂଆ ଷ୍ଟ୍ରେନର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ…

ଦେଶରେ ଦିନକରେ ୨୦୧ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୫ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୦୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୮୫୦କୁ ବୃଦ୍ଧି ପାଇଛି । ଦିନକରେ ୧୬ ହଜାର ୩୭୫ ଜଣ ଆକ୍ରାନ୍ତ ହୋଇଥିବା…

ରାଶିଫଳ(ମଙ୍ଗଳବାର,୦୫ ଜାନୁଆରୀ,୨୦୨୧)

ମେଷ- ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ । ବୃଷ-…