CHARIDHAM
Browsing Category

Featured

କରୋନା ଭାଇରସ୍: ଦେଶରେ ୨୪ଘଣ୍ଟାରେ ୪୪୨ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୪ା୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୨,୭୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୨ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା…

କଟକ ମାଳିସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

କଟକ,୪/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢି ଚାଲିଛି। ଗତକାଲି ରାଜ୍ୟରେ ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ କଟକ ମାଳିସାହି କଣ୍ଟେନମେଣ୍ଟ ଜୋନ୍‌…

ଅଜବ ପରମ୍ପରା, ଏଠାରେ ବିଧବା ବେଶରେ ରହିଥାନ୍ତି ସଧବା

ସମାଜରେ ରହିବାକୁ ହେଲେ ରହିଥିବା ସମାଜର ନୀତି ନିୟମ ମାନିବାକୁ ପଡ଼ିଥାଏ । ଆମ ବିଭିନ୍ନ ସମାଜରେ ଭିନ୍ନ ଭିନ୍ନ ପ୍ରଥା ଥାଏ । ସମସ୍ତେ ନିଜ ବଂଶ ବଢ଼ାଇବାକୁ ବିବାହ କରିଥାନ୍ତି । ତାପରେ ଭିନ୍ନ ଭିନ୍ନ ସମାଜରେ ଭିନ୍ନ…

ଖାଲି ପେଟରେ ପ୍ରତିଦିନ ପିଅନ୍ତୁ ହଳଦୀ ଗୁଣ୍ଡ ଓ ଉଷୁମ ପାଣି, ପାଆନ୍ତୁ ଏହି ଲାଭ

ଖାଇବାର ସ୍ୱାଦ ବଢାଇବା ପାଇଁ ହଳଦୀର ବ୍ୟବହାର ହୁଏ ବୋଲି ତା ଆପଣମାନେ ଜାଣିଥିବେ।କିନ୍ତୁ ଆପଣ ଜାଣନ୍ତି କି, ଏହା ଏକ ଆଣ୍ଟି ଅକ୍ସିଡାଣ୍ଟ ପରି କାର୍ଯ୍ୟ କରିଥାଏ ଯେଉଁଥିରେ ବ୍ୟାକ୍ଟେରିଆ ବିନାଶକାରୀ ଗୁଣ ମଧ୍ୟ ରହିଛି।…

ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ଓ କାଲି ସଟଡାଉନ୍‌

‌ଭୁବନେଶ୍ୱର,୪/୭(ଓଡିଶା ଭାସ୍କର): ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ଓ କାଲି ସଟଡାଉନ୍‌ ଲାଗୁ ହୋଇଛି। ପ୍ରତି ଶନିବାର ଓ ରବିବାର ଦିନ ସଟଡାଉନ ବଳବତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ୧୦ ଜିଲ୍ଲା ଯଥା- ଗଞ୍ଜାମ,…

ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ

ପୁରୀ,୪/୭(ଓଡିଶା ଭାସ୍କର): ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଶେଷ ହେବ। ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରିବିଜେ କରିବେ ଚତୁର୍ଦ୍ଧାମୂରତି। ମହାପଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ରତ୍ନସିଂହାସନକୁ…

ରାଶିଫଳ (ଶନିବାର, ଜୁଲାଇ ୦୪/୨୦୨୦ )

ମେଷ -ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ôଥ ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚାକିରି ହୋଇଥାଇପାରେ ।…

ପୁରୀରେ ହେବନି ସାପ୍ତାହିକ ସଟଡାଉନ

ପୁରୀ,୩/୭(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ସପ୍ତାହରେ ୨ ଦିନ ସଟଡାଉନ କରୁଛନ୍ତି ସରକାର। କିନ୍ତୁ ଏଥିରୁ ବାଦ ପଡିଛି ପୁରୀ ସହର। ଏଥର ଶନିବାର ଓ ରବିବାରରେ ସଟଡାଉନ ହେବନି ପୁରୀ ଜିଲ୍ଲା। ଅନ୍‌ଲକ୍‌-୨ର…

ମରିଗଲା ମାନସିକତା, ନିଜ କଅଁଳ ଶିଶୁକୁ ନୃଶଂସ ଭାବେ ହତ୍ୟା କଲେ ପିତା

ଝରୀଗାଁ,୩/୭(ଓଡିଶା ଭାସ୍କର): ବାପା ହୋଇ ଭୁଲିଗଲା ସମ୍ପର୍କ। ନିଜ ଔରସରୁ ଜନ୍ମିତ ୨୦ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ମାରିବା ସହ ପଥର ବାନ୍ଧି ନାଳରେ ଫୋପାଡ଼ି ଦେଲା l ଅଭିଯୁକ୍ତକୁ ଗିରଫ କରିବା ପରେ ଶିଶୁର…