Browsing Category

ଜୀବନଚର୍ଯ୍ୟା

ସୋନୁଙ୍କ ହସରେ ଲୋକେ ପାଗଳ, ସୋସିଆଲ ମିଡିଆରେ ଛାଇଗଲେ ଡେଲିଭରୀ ବୟ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ସେହିପରି ନିକଟରେ ଫୁଡ୍ ଡେଲିଭର କମ୍ପାନୀ ଜୋମାଟୋର ଏକ ଡେଲିଭରୀ ବୟ ସୋନୁଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକି ଇଣ୍ଟରନେଟରେ…

ପ୍ରେମିକାର ବିବାହରେ ପହଞ୍ଚିଲା ପ୍ରେମିକ: ଜୟମାଳା ସମୟରେ ମାରିଲା ଶକ୍ତ ଚାପୁଡା, ଭିଡିଓ ଭାଇରାଲ

ହରିଦ୍ୱାରରେ ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ପ୍ରେମିକ ବିବାହ ହେଉଥିବା ଷ୍ଟେଜରେ ଚଢି ପ୍ରେମିକାକୁ ଶକ୍ତ ଚାପୁଡା ମାରିଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ…

ଜନ୍ମ ପରେ ଡାକ୍ତରଙ୍କୁ ଏପରି ଚାହିଁଲା ଶିଶୁ, ଭାଇରାଲ ହେଲା ଫଟୋ

ଜନ୍ମ ହେବାର ମାତ୍ର କିଛି ସମୟ ପରେ ଜଣେ ଶିଶୁ ସମଗ୍ର ଦୁନିଆରେ ଚର୍ଚ୍ଚିତ ହୋଇଛି । ଶିଶୁଟିର ଫଟୋ ଭାଇରାଲ ହେବା ସହ ଲୋକମାନେ ତାହାର ମେମେ ମଧ୍ୟ ବନାଇବାରେ ଲାଗିଛନ୍ତି । ଜନ୍ମ ହେବା ପରେ ଶିଶୁଟି ଡାକ୍ତରଙ୍କୁ ରାଗିକି…

ଏଣିକି କୁକୁଡା ମାଂସ ଓ ଅଣ୍ଡା ଖାଇବାରେ ଭୟ ନାହିଁ: ଓୟୁଏଟି

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ବାର୍ଡ ଫ୍ଲୁ ଆଶଙ୍କାରେ ଲୋକ କୁକୁଡା ମାଂସ ଓ ଅଣ୍ଡା ଖାଇବାରେ କୌଣସି ଭୟ ନାହିଁ ବୋଲି ଭୁବନେଶ୍ୱର ଓୟୁଏଟି ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ , ଓୟୁଏଟି କୁକୁଡା ଫାର୍ମ ଓ ୧୦…

ଏହି ହୋଟେଲରେ ଆଜି ରାତ୍ରୀଯାପନ କରିବେ ଟ୍ରମ୍ପ-ମେଲାନିଆ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ,୨୪ ।୨: ଦୁନିଆର ସବୁଠାରୁ ଶକ୍ତିଶାଳୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଆଜି ଦିଲ୍ଲୀରେ ରାତ୍ରୀଯାପନ କରିବେ । ଦିଲ୍ଲୀର…

୪୭ ବର୍ଷ ପରେ ଦେଖାହେଲେ ଦୁଇ ଭଉଣୀ, ଜଣକୁ ୯୮ ତ’ ଆଉ ଜଣକୁ ୧୦୦ବର୍ଷ

ନାମପେହ୍ନ,୨୩ ।୨: କମ୍ବୋଡିଆରେ ୪୭ ବର୍ଷ ପରେ ତିନି ଭାଇ-ଭଉଣୀ ଦେଖା ହୋଇଛନ୍ତି । ଦେଖାହେବା କ୍ଷଣି ସମସ୍ତେ ଖୁସି କାନ୍ଦି ପକାଉଥିଲେ । ସେମାନଙ୍କ ମଧ୍ୟରେ ଦୂରତା ଏତେ ଥିଲା କି, ଜୀବନରେ ଆଉ କେବେ ଶେଷ ଦେଖାହେବ ବୋଲି…

ମଧ୍ୟପ୍ରଦେଶରେ ସିଙ୍ଘମଙ୍କ ‘ଶିବଭକ୍ତ’ ଅବତାର, ସୋସିଆଲ ମିଡିଆରେ ଧମାକେଦାର ଡ୍ୟାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧ ।୨: ପୋଲିସକୁ ସବୁବେଳେ ଶକ୍ତ ଅବସ୍ଥାରେ ତ ସମସ୍ତେ ଦେଖିଥାନ୍ତି । କିନ୍ତୁ ତାଙ୍କୁ କେବେ ଧମାକେଦାର ଡ୍ୟାନ୍ସ କରିବାର ଦେଖିଛନ୍ତି କି ? ମଧ୍ୟପ୍ରଦେଶର ଭୋପାଳରେ ଆୟୋଜିତ ହୋଇଥିବା ଆଇପିଏସ ସାକ୍ଷାତ…

ୟୁପିର ଏହି ଜିଲ୍ଲା ତଳେ ରହିଛି ୩,୦୦୦ ଟନ୍ ସୁନା

ନୂଆଦିଲ୍ଲୀ,୨୦ ।୨: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩ ହଜାର ଟନ୍ ସୁନା ମିଳିଛି । ଏହି ସୁନା ମାଟି ତଳେ ଦବି ରହିଥିବା ଜଣାପଡିଛି । ରାଜ୍ୟର ଖଣିଜ ବିଭାଗ ଏହାର ସନ୍ଧାନ କରିଛି । ଖୁବଶୀଘ୍ର ମାଟି ତଳୁ ସୁନା ବାହାର…

ଯୌନଶକ୍ତି ବଢାଇବା ପାଇଁ ଜୀଅନ୍ତା ବେଙ୍ଗ ଖାଇଲେ ଚୀନ୍ ଯୁବକ, ଭିଡିଓ ଭାଇରାଲ୍

କରୋନା ଭାଇରସ୍ କାରଣରୁ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୧୯୬କୁ ବୃଦ୍ଧି ପାଇଛି । ଏଥିରୁ ୭୪,୧୮୫ ଜଣ ଆକ୍ରାନ୍ତ କେବଳ ଚୀନର ରହିଛନ୍ତି । କରୋନା ଭୂତାଣୁରେ ୨୦୦୯ ଲୋକଙ୍କ ମୃତ୍ୟୁ ମଧ୍ୟ…

ସାତ ତାଲା ପଛରେ ରହିଛି ରାମପୁର ନବାବଙ୍କ ଗୁପ୍ତସମ୍ପତ୍ତି, ଯାହାକୁ ଭାଙ୍ଗିବାରେ ଫେଲ୍ ମାରିଛି ବୋମା

ଭାରତରେ ରାଜାମାନଙ୍କ ରାଜୁତି ଶେଷ ହୋଇଛି, କିନ୍ତୁ ସେମାନଙ୍କ ଗୁପ୍ତ ସମ୍ପତ୍ତି ଆଜି ବି ବହୁ ସ୍ଥାନରେ ବନ୍ଦ ହୋଇ ରହିଛି । ଏପରି ଏକ ରାଜ୍ୟ ହେଉଛି ରାମପୁର, ଯେଉଁଠି ଶେଷ ନବାବ ରାଜା ଅଲ୍ଲୀ ଖାନଙ୍କ ସମ୍ପତ୍ତିର ବଣ୍ଟନ…