fbpx
Browsing Category

ଜୀବନଚର୍ଯ୍ୟା

ଚିନ୍ତା ଯୋଗୁଁ ସୃଷ୍ଟି ହେଉଛି ଅନେକ ରୋଗ ! ଜାଣନ୍ତୁ ଏହାକୁ କମ କରିବାର କିଛି ଉପାୟ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। ଚିନ୍ତା ଯୋଗୁ ଅନେକ ରୋଗ ହେବା ସମ୍ଭାବନା ମଧ୍ୟ ରହିଥାଏ। ବ୍ୟସ୍ତ ଜୀବନଶୈଳୀ ଯୋଗୁ ଚିନ୍ତାରୁ ଦୂରେଇ ରହିବା କଷ୍ଟକର। ମାତ୍ର ସହଜ ଉପାୟରେ…

ବାହାଘର ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ପାଇଁ ମହିଳାଙ୍କୁ ମୁକ୍ତ ଅଧିକାର: ବହୁ ପୁରୁଷ ସହ ରଖିପାରିବେ ସମ୍ବନ୍ଧ

ବଡ଼ ବିଚିତ୍ର ଏ ବିଶ୍ଵ। ମଣିଷ-ମଣିଷ ମଧ୍ୟରେ କେତେ ପାର୍ଥକ୍ୟ ସତେ! ସ୍ଥାନ-କାଳ ଅନୁସାରେ ସବୁକିଛି ବଦଳିଯାଏ। ସେଭଳି ବୈଚିତ୍ର୍ୟକୁ ନେଇ ମଣିଷ ସମାଜର ଗଢ଼ିଛି କେତେ ନିୟମ କେତେ ସାମାଜିକ ବିଧି ବ୍ୟବସ୍ଥା।…

କମି ଯାଉଛି କି ସ୍ମରଣଶକ୍ତି? ଆଖି ଉପରେ ପଡିବ ପ୍ରଭାବ: ଏହି ଭିଟାମିନ୍ ହେଉଛି ମୁଖ୍ୟ କାରଣ

ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନର ବହୁତ ଆବଶ୍ୟକତା ରହିଛି । ସେହିପରି ସ୍ମରଣଶକ୍ତିକୁ ବୃଦ୍ଧି କରିବା ଏବଂ ଏହାକୁ ଆହୁରି ମଜବୁତ କରିବା ପାଇଁ ମଧ୍ୟ ଭିଟାମିନର ଆବଶ୍ୟତା ଅଛି । ତେଣୁ ଆମକୁ ଶରୀରର ଯତ୍ନ ନେବା…

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଟ୍ରେନରେ ଯିବା ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ: ହୋଇଯିବ ଜେଲ

ଟ୍ରେନରେ ଯାତ୍ରା କରିବା ବେଳେ ଅନେକ କିଛି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ । ନଚେତ ଏହାର ପରିଣାମ ଯାତ୍ରୀମାନଙ୍କୁ ଅସୁବିଧାରେ ପକାଇ ଦେଇଥାଏ । ପ୍ରଥମେ ତ ଟ୍ରେନରେ ଯିବା ପୂର୍ବରୁ ଟିକେଟ ନେବା ନିହାତି ଆବଶ୍ୟକ…

ବିଭିନ୍ନ ଖାଦ୍ୟ ମିଶାଇ ଖାଉଛନ୍ତି କି, ଜାଣିନିଅନ୍ତୁ କେଉଁ ସବୁ ଖାଦ୍ୟ ମିଶାଇ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡିଥାଏ ଖରାପ ପ୍ରଭାବ

ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । ଭିନ୍ନ ଭିନ୍ନ ଖାଦ୍ୟର ସ୍ୱାଦ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ କିଛି ଖାଦ୍ୟଦ୍ରବ୍ୟକୁ ମିଶାଇ ଖାଇଲେ ତାହା ଅଧିକ ସ୍ୱାଦିଷ୍ଟ ଲାଗିଥାଏ । ମାତ୍ର ଏପରି କିଛି…

ଖାଦ୍ୟ ପସନ୍ଦ ଶୈଳୀରୁ ଜାଣିପାରିବେ ଝିଅଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କିତ ରୋମାଞ୍ଚକର ତଥ୍ୟ

ଖାଦ୍ୟପେୟରେ ସମସ୍ତଙ୍କ ରୁଚି ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଖଟା ଖାଇବାକୁ ଭଲ ଲାଗୁ ଥିବାବେଳେ କାହାକୁ ମିଠା ଅଧିକ ପସନ୍ଦ ହୋଇଥାଏ। ତେବେ ଆପଣ ଜଣକର ଖାଦ୍ୟ ପସନ୍ଦ ଶୈଳୀରୁ ତାଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କରେ…

ଏହି ବୟସ ପରେ ପିଲାଙ୍କୁ ନିଜ ସହିତ ଶୁଆନ୍ତୁ ନାହିଁ: ଜାଣନ୍ତୁ ଏହାର କାରଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲାକୁ ବହୁତ ଯତ୍ନ ନିଅନ୍ତୁ, ୧୦ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ତାଗିଦ୍ କରି ଭୁଲ ଠିକ ଜିନିଷକୁ ବୁଝାନ୍ତୁ ଓ ୧୬ ବର୍ଷ…

ଛୋଟ ପିଲାମାନଙ୍କୁ ଏସି କିମ୍ବା କୁଲରରେ ଶୋଇବା ସମୟରେ ଏହି ୫ ଟି ଭୁଲ୍ କରନ୍ତୁ ନାହିଁ, ଅନୁତାପ କରିବାକୁ ପଡ଼ିପାରେ

ବର୍ତ୍ତମାନ ଗ୍ରୀଷ୍ମ ଋତୁ ହୋଇଛି। ଏପରି ପରିସ୍ଥିତିରେ, ଯଦି ଏହା ତୁମର ନବଜାତ ଶିଶୁର ପ୍ରଥମ ଗ୍ରୀଷ୍ମ ଅଟେ, ତେବେ ଆପଣଙ୍କୁ କିଛି ଜିନିଷର ବିଶେଷ ଯତ୍ନ ନେବାକୁ ଉଚିତ। କାରଣ ଛୋଟ ପିଲାମାନେ ବୟସ୍କ ଲୋକଙ୍କ ଅପେକ୍ଷା…

ଖୋଲା ବିଚାରଧାରାକୁ ପସନ୍ଦ କରନ୍ତି ଏକୁଟିଆ ରହୁଥିବା ଲୋକ, ଜାଣନ୍ତୁ ସେମାନଙ୍କର ଅନ୍ୟ ଗୁଣ

ଆଜିକାଲିର ପରିସ୍ଥିତି ଓ ବଦଳୁଥିବା ଜୀବନଶୈଳୀ ଯୋଗୁଁ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ କଥା । ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ ମିଶିି…

ଅଧିକ ଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରିଥିବା ଶିଶୁର ବ୍ରେନ ହୋଇଥାଏ ତୀକ୍ଷ୍ଣ, ପାଠପଢ଼ାରେ ହୋଇଥାନ୍ତି ମେଧାବୀ: ରିପୋର୍ଟରୁ ଖୁଲାସା

ଅଧିକ ଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରିଥିବା ଶିଶୁର ବ୍ରେନ ତୀକ୍ଷ୍ଣ ହୋଇଥାଏ । ଏହା ସହ ଦୀର୍ଘଦିନ ସ୍ତନ୍ୟପାନ କରିଥିବା ଶିଶୁ ଭଲ ପାଠ ପଢିଥାଆନ୍ତି । ବ୍ରିଟେନର ଏକ ରିପୋର୍ଟରେ ପ୍ରକାଶ ପାଇଛି । ୧୬ ବର୍ଷ ବୟସର…