fbpx
Browsing Category

ଜୀବନଚର୍ଯ୍ୟା

ଶରୀର ପାଇଁ ଉପବାସ ବି ଭଲ: ସପ୍ତାହରେ ଥରେ କରିବା ଦ୍ଵାରା ମିଳିଥାଏ ଏପରି ଲାଭ

ବିଭିନ୍ନ ପର୍ବ ପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି । ସାଧାରଣତଃ ଉପବାସକୁ ଶ୍ରଦ୍ଧା ଓ ଭକ୍ତି ଭାବ ସହ ଯୋଡା ଯାଇଥାଏ । କିଛି ଲୋକ ଏହାଦ୍ୱାରା ଓଜନ ହ୍ରାସ ପାଇଥାଏ ବୋଲି ମନେ କରିଥାନ୍ତି । ତେବେ ଉପବାସ…

ଡାଇବେଟିସକୁ ନିୟନ୍ତ୍ରଣ କରିବ ବେସନ ରୁଟି, ଜାଣନ୍ତୁ ଏହାର ଅନ୍ୟ ଫାଇଦା

ଆଜିକାଲି ଡାଇବେଟିସ ବା ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ ଖାଦ୍ୟପେୟଜନିତ କଟକଣା…

୫ଟଙ୍କାରେ ମିଳୁଥିବା ଏହି ଫଳ ଏନର୍ଜିର ପାୱାର ହାଉସ, ହାର୍ଟ-କୀଡନୀ ପାଇଁ ବହୁ ଲାଭଦାୟକ

ନୂଆଦିଲ୍ଲୀ: ଫଳ ମଧ୍ୟରେ ଲୋକେ କଦଳୀକୁ ବହୁତ ପସନ୍ଦ କରିଥାନ୍ତି। ଗୁଣ ଦୃଷ୍ଟିରୁ ମଧ୍ୟ କଦଳୀ ଅନ୍ୟ ଫଳ ପରି ଲାଭଦାୟକ ଅଟେ। ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ ଥିବାରୁ କଦଳୀକୁ ଶକ୍ତି ଘର ମଧ୍ୟ କୁହାଯାଏ। କଦଳୀ ଖାଇବା…

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା କାହିଁକି ରହିଛି ଅଧିକ ? ଜାଣନ୍ତୁ ଉତ୍ତର

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ। ୧୫ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କ ଶରୀରରେ…

ରାତିରେ ଗାଢ ନିଦ ଚାହୁଁଥିଲେ ଏସିର ତାପମାତ୍ରା କେତେ ରଖିଲେ ଆପଣଙ୍କ ପାଇଁ ଭଲ ହେବ ଜାଣି ନିଅନ୍ତୁ

ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ଲାଗି ଏବେ ଘରେ ଘରେ ଏସିର ବ୍ୟବହାର କରାଯାଉଛି । ବିଶେଷକରି ରାତି ସମୟରେ ବିନା ଏସିରେ ତ ଲୋକଙ୍କୁ ନିଦ ହେଉନାହିଁ । ବାସ୍ତବରେ ରୁମ୍ ର ତାପମାତ୍ରା ଆପଣଙ୍କ ନିଦକୁ ସର୍ବାଧିକ ପ୍ରଭାବିତ…

ଗରମରେ କ୍ଷୀର ଛିଣ୍ଡି ଯାଉଥିଲେ ଫିିଙ୍ଗନ୍ତୁ ନାହିଁ, ତିଆରି କରନ୍ତୁ ଫ୍ରେସ୍ ପନିର

ବହୁ ସମୟରେ ଭୁଲ୍ ଉପାୟରେ ସାଇତି କରି ରଖିବା କାରଣରୁ କ୍ଷୀର ଖରାପ ହୋଇଯାଏ । ଖରାଦିନେ ଏହି ସମସ୍ୟା ଅଧିକ ଦେଖାଯାଏ । ଖରାଦିନେ ସାମାନ୍ୟ ଅସାବଧାନତା କାରଣରୁ କ୍ଷୀର ଛିଣ୍ଡି ଯାଏ । କିଛି ଲୋକ କ୍ଷୀର ଛିଣ୍ଡିଗଲା ପରେ…

ଆପଣଙ୍କୁ ଯଦି କେହି ମିଛ କେସରେ ଫସାଇବେ ତେବେ ଆପଣ ବର୍ତ୍ତିବେ କିପରି: False FIRକୁ ରଦ୍ଦ କରିବେ କିପରି?

ନୂଆଦିଲ୍ଲୀ: ବିଭିନ୍ନ ବିବାଦ, ଅପରାଧକୁ ନେଇ ଥାନା, କୋର୍ଟ, କଚେରୀରେ ବହୁ ମାମଲା ଆଗତ ହୋଇଥାଏ । ତେବେ ଅନେକ ସମୟରେ କିଛି ପୁରୁଷ, ମହିଳା ଆଇନର ଦୁରୂପଯୋଗ କରି ଜଣଙ୍କ ବିରୋଧରେ ମିଛ କେସ ଦାୟର କରିଥାନ୍ତି । ଏଭଳି…

କଣ ରହିଛି ବ୍ରହ୍ମ ମୁହୂର୍ତ୍ତରେ ଉଠିବାର ଲାଭ ? ଜ୍ଞାନ ବୃଦ୍ଧି ସହ ସ୍ୱାସ୍ଥ୍ୟରେ ହୋଇପାରେ ଉନ୍ନତି

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟକୁ ଶୁଭ ସମୟ ବୋଲି ମନେ କରାଯାଏ । ବେଦ-ପୂରାଣରେ ମୁନି ଋଷି ଗଣ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ ପରାମର୍ଶ ଦେଉଥିଲେ । ଏହି…

ରାଶିଫଳ(ଗୁରୁବାର,୨୨ ଜୁନ,୨୦୨୩)

ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି।…

ସହର, ଜିଲ୍ଲା, ରାଜ୍ୟ, ରେଳ ଷ୍ଟେସନର ନାମ କିପରି ବଦଳିଥାଏ: ଖର୍ଚ୍ଚ ହୋଇଥାଏ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ଦେଶର ବିଭିନ୍ନ ଗାଁ, ସହର, ସଡ଼କ, ରେଳ ଷ୍ଟେସନ, ଗଳିର ନାମ ପରିବର୍ତ୍ତନ ହେଉଥିବାର ଦେଖାଯାଉଛି । ତେବେ କୌଣସି ସ୍ଥାନର ନାମ ଏତେ ସହଜରେ ବଦଳିପାରେ ନାହିଁ । ଏଥିପାଇଁ କିଛି ନୀତି ନିୟମ…