fbpx
BSKY SKY
BSKY SKY

Instagram Down: ଠପ୍ ହେଲା ଇନଷ୍ଟାଗ୍ରାମ ସର୍ଭିସ୍, ଫିଡ୍ ରିଫ୍ରେଶ୍ କରିବାରେ ୟୁଜର୍ସଙ୍କୁ ହେଉଛି ସମସ୍ୟା

BSKY

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ କିଛି ସମୟ ଧରି ଡାଉନ୍ ରହିଛି । ଡାଉନଡେକ୍ଟର ଏବଂ ଏକ୍ସ ହ୍ୟାଣ୍ଡେଲରେ ଉପଭୋକ୍ତାମାନେ ଏହା ଉପରେ ଅଭିଯୋଗ କରିଛନ୍ତି । ଫିଡ୍ ରିଫ୍ରେଶରେ ଉପଭୋକ୍ତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସନ୍ଧ୍ୟା ୬ ଟାରେ ଡାଉନ୍ ଡିଟେକ୍ଟରରେ ୬୯ ଟି ରିପୋର୍ଟ ଆସିଥିଲା । ଅଧିକାଂଶ ଉପଭୋକ୍ତା ଲଗ୍ ଇନ୍ କରିବାରେ ଅସୁବିଧା ଭୋଗୁଛନ୍ତି । ଏହି ସମସ୍ୟା କାହିଁକି ଘଟିଲା ସେ ବିଷୟରେ କୌଣସି ସୂଚନା ନାହିଁ ।

 

 

Get real time updates directly on you device, subscribe now.