Browsing Category

ସ୍ୱାସ୍ଥ୍ୟ

ସାବଧାନ! ପ୍ରତିଦିନ ଅଣ୍ଡା ଖାଇଲେ ବଢିପାରେ ହାର୍ଟ ଆଟାକର ଆଶଙ୍କା

କିଛି ଲୋକଙ୍କୁ ପ୍ରତିଦିନ ଅଣ୍ଡା ଖାଇବାକୁ ଭଲ ଲାଗିଥାଏ । ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ, ଆପଣ ଜାଣନ୍ତି କି ? ସବୁ ଖାଦ୍ୟରେ ପୋଷଣ ରହିଛି । କିନ୍ତୁ ଆମକୁ ଏହି ସବୁ ଖାଦ୍ୟ ଖାଇବାର ଉପାୟ ଜାଣିବା…

ଶୀତଋତୁରେ ଗରମ ପାଣିର ଉପକାର ଜାଣିଲେ ହେବେ ଆଶ୍ଚର୍ଯ୍ୟ: ତ୍ୱଚାକୁ କରିଥାଏ ଉଜ୍ଜ୍ୱଳ

ଶୀତ ଋତୁରେ ଅଧିକାଂଶ ଲୋକ ଗରମ ପାଣି ପିଇବା ପାଇଁ ଉଚିତ ମନେ କରନ୍ତି । ଏହା ଗାଧୋଇବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଶୀତଦିନେ ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା ଏବଂ…

ବାରମ୍ବାର ହେଉଛି କି ମୁଣ୍ଡବିନ୍ଧା? ହୋଇପାରେ ବଡ଼ ସମସ୍ୟା, ଜାଣନ୍ତୁ ମୁଣ୍ଡବିନ୍ଧାର କାରଣ କଣ

ମୁଣ୍ଡବିନ୍ଧା ଅତି ବର୍ତ୍ତମାନ ସମୟରେ ସାଧାରଣ । କାରଣ ପ୍ରାୟତଃ ଲୋକ ଏହି ସମସ୍ୟାରେ ପିଡ଼ିତ । କିନ୍ତୁ ଯଦି ଆପଣଙ୍କର ବାରମ୍ବାର ମୁଣ୍ଡବିନ୍ଧା ହେଉଛି ତେବେ ଏହାକୁ ଅବହେଳା କରାଯିବା ଉଚିତ୍ ନୁହେଁ । କାରଣ ଏହା ପଛରେ…

ଶୀତଦିନେ ରାତିସାରା ରୁମ୍ ହିଟର ଲଗାଇବା ବିପଜ୍ଜନକ: ହୋଇପାରେ ଏହି ରୋଗ

ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଥଣ୍ଡାରୁ ବଞ୍ଚିବା ପାଇଁ ଗରମ ପୋଷାକ ସହିତ ରୁମ୍ ହିଟର ବ୍ୟବହାର ଆରମ୍ଭ କରିଛନ୍ତି । ଖାସସ୍ କରି ଯେଉଁ ଘରେ ବୃଦ୍ଧ ଓ ଛୋଟ ପିଲାମାନେ ଅଛନ୍ତି, ସେମାନଙ୍କୁ…

ଖାଦ୍ୟ ଖାଇବା ପରେ କାହିଁକି ନିଦ ଆସିଥାଏ? ଜାଣନ୍ତୁ ଭୋଜନ ପରେ ଶୋଇବା ଭଲ କି ଖରାପ

ସାଧାରଣତଃ ଦିନ ବେଳେ ଆମେ ଖାଇ ସାରିବା ପରେ ନିଦ ଲାଗିଥାଏ ଏବଂ ଶାନ୍ତିରେ ଶୋଇବାକୁ ମନ କରିଥାଏ । ଘରେ ରହୁଥିବା ଲୋକଙ୍କ ପାଇଁ ଏହା ସହଜ ହୋଇଥାଏ । ହେଲେ ଯେଉଁମାନେ ଅଫିସରେ କାମ କରୁଛନ୍ତି ସେମାନଙ୍କ ପାଇଁ ଏହା…

ଆଜି ବିଶ୍ୱ ଏଡ଼ସ୍ ଦିବସ, ସତର୍କ ରହିବା ପାଇଁ ଜାଣନ୍ତୁ ଲକ୍ଷଣ

ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ପ୍ରଥମ ଲକ୍ଷ୍ୟ ହେଉଛି ଏଡ଼ସକୁ ନେଇ ଲୋକ ମାନଙ୍କୁ ଜାଗରଣ କରିବା । ଏଡ଼ସର କାରଣ ହେଉଛି ଏଚଆଇଭି ( ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି…

ଏଥିପାଇଁ ଥାଳିରେ ପରଷା ଯାଏନି ୩ଟି ରୁଟି: ଜାଣନ୍ତୁ ଏହା ପଛର ଧାର୍ମିକ ଓ ବୈଜ୍ଞାନିକ କାରଣ

ଆମ ସମାଜରେ ଆମେ ଅନେକ ରୀତିନୀତି ଉପରେ ବିଶ୍ୱାସ କରୁ ଓ ବର୍ଷ ବର୍ଷ ଧରି ତାହାର ପାଳନ କରୁ । ଯେପରି କି, ଚପଲଗୁଡ଼ିକ ଓଲଟା ନରଖିବା, ବିଲେଇ ଅତିକ୍ରମ କଲେ ସେହି ରାସ୍ତାକୁ ଅତିକ୍ରମ ନକରିବା ଇତ୍ୟାଦି । ଏପରି ଏକ ନିୟମ…

ପ୍ରତିଦିନ ଆଳୁ ଖାଇ ମଧ୍ୟ ଆପଣ କମାଇପାରିବେ ଓଜନ! ବୈଜ୍ଞାନିକ କହିଲେ ଏହାକୁ ଖାଇବାର ସଠିକ୍ ଉପାୟ

ଖରାପ ଲାଇଫ୍ ଷ୍ଟାଇଲ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ମୋଟା ହେବାରେ ଲାଗିଛନ୍ତି । ଓଜନ କମ୍ କରିବାକୁ ଲୋକମାନେ ସାଧାରଣତଃ ନିଜ ମନ ପସନ୍ଦର ଖାଇବା ଛାଡ଼ି ଦିଅନ୍ତୁ । କିନ୍ତୁ ଆପଣ ଜାଣନ୍ତି କି, ପ୍ରତିଦିନ ଆଳୁ ଖାଇ ମଧ୍ୟ…

ଏପରି ଖାଆନ୍ତୁ ମହୁ: କୋଲେଷ୍ଟ୍ରଲ ଏବଂ ମଧୁମେହ ରୋଗରୁ ପାଇବେ ମୁକ୍ତି

ଔଷଧୀୟ ଗୁଣରେ ଭରପୂର ମହୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମହୁ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । ମଧୁମେହ ଏବଂ କୋଲେଷ୍ଟ୍ରଲ ଭଳି ଗମ୍ଭୀର ରୋଗକୁ ନିୟନ୍ତ୍ରଣ କରିବା ପାଇଁ ମହୁରେ ଉପସ୍ଥିତ ପୋଷକ…

ଆଳୁ ଖାଇ କମାନ୍ତୁ ଓଜନ: କିପରି ରାନ୍ଧି ଖାଇବେ ଜାଣନ୍ତୁ ଉପାୟ

ବର୍ତ୍ତମାନ ଜୀବନଶୈଳୀରେ ଅଧିକାଂଶ ଲୋକ ମୋଟାପଣ ମସସ୍ୟା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି । ଲୋକମାନେ ପ୍ରାୟତଃ ଓଜନ ହ୍ରାସ କରିବା ପାଇଁ କାର୍ବସ୍ ଜାତୀୟ ଖାଦ୍ୟ ଖାଇବା…