fbpx
BSKY
BJD SHG SKY
BJD MC SKY
Browsing Category

ସ୍ୱାସ୍ଥ୍ୟ

ଖୁସି ଖବର : ଓଡ଼ିଶାରେ ଆଜି ୮୪୦୧ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୭।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଶିଳ୍ପା ସେଠୀଙ୍କ ପୁରା ପରିବାର କରୋନା ପଜିଟିଭ୍, ଟୁଇଟ୍ କରି ଦେଲେ ସୁଚନା

ମୁମ୍ବାଇ, ୭/୫(ଓଡିଶା ଭାସ୍କର) : କରୋନା ମହାମାରୀ ଦ୍ୱାରା ଅନେକ ବଲିଉଡ୍ ସେଲିବ୍ରିଟି ସଂକ୍ରମିତ ହେଉଥିବା ବେଳେ ଏବେ ପୁଣି ଥରେ ଆଉ ଜଣେ ବଲିଉଡ୍ ସେଲେବଙ୍କ ପୁରା ପରିବାର କରୋନା କବଳକୁ ଚାଲି ଆସିଛନ୍ତି । ଏହା…

ବରଗଡ ବିକାଶ ହସ୍ପିଟାଲରେ ଆଇସିୟୁ ଶଯ୍ୟା ଓ ୧୦୦ ଭେଣ୍ଟିଲେଟରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୭/୫(ଓଡିଶା ଭାସ୍କର) : ବରଗଡ ବିକାଶ ହସ୍ପିଟାଲରେ ଆଇସିୟୁ ଶଯ୍ୟା ଓ ୧୦୦ ଭେଣ୍ଟିଲେଟରର ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପରିପ୍ରେକ୍ଷୀରେ…

ଯୁବକଙ୍କ ମଧ୍ୟରେ ବ୍ୟାପୁଥିବା କରୋନାର B.1.617 ଭ୍ୟାରିଏଣ୍ଟ: ଆନ୍ଧ୍ର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ଅଧ୍ୟୟନରୁ ଜଣାପଡିଲା ତଥ୍ୟ

ଦେଶରେ କରୋନାର ଭୟାବହତା ଜାରି ରହିଛି । ଅନେକ ରାଜ୍ୟରେ କରୋନାର ଭୟଙ୍କର ଭ୍ୟାରିଏଣ୍ଟ ଦେଖାଯାଇଛି । ନିକଟରେ ଆନ୍ଧ୍ର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ଏକ ଅଧ୍ୟୟନରୁ ଜଣାପଡିଛି କୋଭିଡ-୧୯ର ସବୁଠାରୁ ଅଧିକ ସଂକ୍ରାମକ…

ଦିଲ୍ଲୀକୁ ପ୍ରତିଦିନ ୭୦୦ ମେଟ୍ରିକର ଅକ୍ସିଜେନ୍ ସପ୍ଲାଏ କରିବାକୁ ପଡିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭/୫(ଓଡିଶା ଭାସ୍କର): ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ପରବର୍ତ୍ତୀ ଆଦେଶ ନ ଦିଆଯିବା ପର୍ଯ୍ୟନ୍ତ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ୍ ମେଡିକାଲ୍ ଅକ୍ସିଜେନ୍ ଯୋଗାଇବେ…

ଇଟାଲୀ ସହାୟତାରେ ୪୮ ଘଣ୍ଟା ମଧ୍ୟରେ ବସିଲା ଅକ୍ସିଜେନ୍ ପ୍ଲାଣ୍ଟ

ନୋଏଡା, ୭ା୫ (ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା । ଏହାକୁ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକଙ୍କୁ ଦିଆଯିବ । ଏହି ଟିକାକୁ ୨ୟ ଡୋଜ୍ ନେବାକୁ ଥିବା ନାଗରିକ ମାନଙ୍କୁ…

“ଆପଣ ଗୋପାଳ ପାଣ୍ଡେ କହୁଛନ୍ତି?”- କଟା ଘା’ରେ ଚୂନା ଦେଲା କୋଭିଡ୍ କଣ୍ଟ୍ରୋଲ୍ ରୁମ୍

ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର): “ଆପଣ ଗୋପାଳ ପାଣ୍ଡେ କହୁଛନ୍ତି- ହଁ କହୁଛି । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ପାଇଁ ମୁଁ କୋଭିଡ୍ କଣ୍ଟ୍ରୋଲ ରୁମରୁ କହୁଛି । ଆପଣ ଆସସୋଲେସନରେ ଅଛନ୍ତି ନା ନାହିଁ-…

ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର,  ୭ା୫ (ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା । ଏହାକୁ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକଙ୍କୁ ଦିଆଯିବ । ଏହି ଟିକାକୁ ୨ୟ ଡୋଜ୍ ନେବାକୁ ଥିବା ନାଗରିକ ମାନଙ୍କୁ…

କରୋନା କାଳର ଦେବଦୂତ ଅଧ୍ୟାପକ ତାପସ, ମାଗଣାରେ ଘରେ ଘରେ ପହଞ୍ଚାଉଛନ୍ତି ଖାଦ୍ୟ

ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର) : କରୋନା ମହାମାରୀ ଏମିତି ପରିସ୍ଥିତି ସୃଷ୍ଟି କରିଛି ଯେଉଁ ଠାରେ କି ନିଜ ଲୋକ ମଧ୍ୟ ସାହାଯ୍ୟ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଏହି ଅସମୟରେ ସହଯୋଗର ମାଧ୍ୟମ ସାଜିଛନ୍ତି…

କରୋନା କରିଦେଲା ପର: ଛୁଇଁଲେନି ଘରଲୋକେ, ଶବ ସତ୍କାର କଲେ ବିଡିଓ ଓ ଡାକ୍ତର

ଆସିକା, ୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଶିଖରରେ ପହଞ୍ଚିଛି । ଦିନକୁ ଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ପାଇଁ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି…