fbpx
BSKY SKY
BSKY SKY
Browsing Category

ସ୍ୱାସ୍ଥ୍ୟ

ଦେଶର ୧୮୦ଟି ଜିଲ୍ଲାରେ ଗତ ୭ ଦିନ ଭିତରେ ଗୋଟିଏ ବି ମାମଲା ପଦାକୁ ଆସିନି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଭାରତରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି । କିଛିଦିନ ହେବ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର୍ କରୁଛି । ଏପରିକି ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୨ କୋଟି ପାର୍…

ଏଣିକି କରୋନା ରୋଗୀଙ୍କୁ ଦେଖି ପାରିବେ ସମ୍ପର୍କୀୟ: ମାଲକାନଗିରିରେ ଆରମ୍ଭ ହେଲା ଦେଶର ପ୍ରଥମ ‘ଇ-ସାକ୍ଷାତ’

ମାଲକାନଗିରି, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ ଜାରି ରହିଥିବା କରୋନା ସଂକ୍ରମଣ ଯୋଗୁଁ ରୋଗୀ ଓ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରୋଗୀଙ୍କ ବିଷୟରେ ପରିବାରବର୍ଗ ତଥା ସମ୍ପର୍କୀୟମାନେ କୌଣସି…

ଦେଶ ପାଇଁ ଆଶ୍ୱସ୍ତିକର ଖବର: ଆମେରିକାରୁ ଆସିଲା ରେମଡେସିଭରର ୨୫୬୦୦ ଡୋଜ୍

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ଆତଙ୍କ ଖେଳାଇଦେଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ଦେଶ ବାହାରୁ ଅନେକ ସାହାଯ୍ୟ ଆସି ପହଞ୍ଚୁଛି ।…

ବ୍ରିଟେନ୍ ବଢ଼ାଇଲା ସହଯୋଗର ହାତ: ଦୁନିଆର ସବୁଠାରୁ ବଡ ବିମାନରେ ଭାରତକୁ ଆସୁଛି ଅକ୍ସିଜେନ୍ ଜେନେରେଟର୍ ଏବଂ ଭେଣ୍ଟିଲେଟର୍

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର): କରୋନା ମାମଲା ଦିନକୁ ଦିନ ଭାରତରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ଭୟାନକ ସ୍ଥିତିରେ ରହିଛି । ତେଣୁ ଦେଶର ଏପରି ଘଡିସନ୍ଧି ମୁହୁର୍ତ୍ତରେ ବିଭିନ୍ନ ଦେଶ ସହଯୋଗର ହାତ ବଢ଼ାଉଛନ୍ତି…

କଙ୍ଗନା ରନାୱତ କରୋନା ପଜିଟିଭ୍

ମୁମ୍ବାଇ, ୦୮/୦୫(ଓଡିଶା ଭାସ୍କର) : କରୋନା ସଂକ୍ରମଣ ଦିନକୁ ଦିନ ତୀବ୍ର ରୁପ ନେଉଛି । ଦେଶରେ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଭିତରେ ଅନେକ ବଲିଉଡ୍ ସେଲେବ୍ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା…

ହସ୍ପିଟାଲରେ ଅକ୍ସିଜେନ ସପ୍ଲାଇ ବନ୍ଦ: ୫ ରୋଗୀ ମୃତ

ରାଞ୍ଚି, ୮ା୫: ଝାଡ଼ଖଣ୍ଡର ଏକ ମେଡିକାଲରେ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଗତକାଲି ରାଞ୍ଚି ସଦର ହସ୍ପିଟାଲରେ ରେଗୁଲେଟର ଲିକେଜ ହୋଇ ଫାଟି ଯାଇଥିଲା । ଫଳର କିଛି ଘଣ୍ଟା ପର୍ଯ୍ୟନ୍ତ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୮୩ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୮। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୮୩ ହଜାର ୭୨୭ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୭୫ ଲକ୍ଷ ୩୦…

ଓଡିଶାରେ ସର୍ବାଧିକ ୨୧ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଆଜି ବି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧…

ଓଡିଶା ଦୈନିକ ସଂକ୍ରମଣ ୧୧ ହଜାର ପାର୍‌: ଆଜି ୧୧,୮୦୭ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ୧୧ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା…