fbpx
Browsing Category

ସ୍ୱାସ୍ଥ୍ୟ

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩.୧୭ ଲକ୍ଷ ପାର

ନୂଆଦିଲ୍ଲୀ, ୧୧। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୧୭ ହଜାର ୩୪୫ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୯୫ ଲକ୍ଷ…

ଅକ୍ସିଜେନ୍ ପହଞ୍ଚିବାରେ ହୋଇଗଲା ଟିକେ ବିଳମ୍ବ: ଠପ୍ ହୋଇ ଚାଲିଗଲା ୧୧ ଆକ୍ରାନ୍ତଙ୍କ ଜୀବନ

ହାଇଦ୍ରାବାଦ,୧୧ ।୫: କରୋନା ମହାମାରୀ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ସମେତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଅକ୍ସିଜେନ ଅଭାବରୁ ବି ଅନେକ ଗୁରୁତର ରୋଗୀଙ୍କ ଜୀବନ ଚାଲିଯାଉଛି । ସେହିପରି…

ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୮ ଆକ୍ରାନ୍ତ

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶାରେ ଆଜି ୯୭୯୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । । କିନ୍ତୁ ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସିଛି । ଗତ ୨୪…

କରୋନା ବଦଳାଇଲା ରୂପ: ଦ୍ୱିତୀୟ ଲହରରେ ଅଧିକ ଶିକାର ହେଉଛନ୍ତି ମହିଳା

ହାଇଦ୍ରାବାଦ,୧୦ ।୫: କରୋନାର ଦ୍ୱିତୀୟ ଲହର ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଥିବା ବେଳେ ଏଥର ମହିଳାମାନେ ଅଧିକ ସଂକ୍ରମିତ ହେଉଛନ୍ତି । ପ୍ରଥମ ଲହରୀରେ ପୁରୁଷମାନେ ଅଧିକ ସଂକ୍ରମିତ ହେଉଥିବା ବେଳେ ଦ୍ୱିତୀୟରେ…

କୋଭିଡ ଚିକିତ୍ସାଲୟରେ ଖାଦ୍ୟରେ ଅବ୍ୟବସ୍ଥା କୁ ନେଇ ମୁହଁ ଖୋଲିଲେ ଯୁବ ସାମ୍ବାଦିକା ।

ମାଲକାନଗିରି  ୧୦/୦୫ :କିଛିଦିନ ତଳେ ଜିଲ୍ଲାର କୋଭିଡ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଓ ମୃତ୍ୟୁକୁ ନେଇ ଅଭିଯୋଗ ଆସିଥିବା ଏବଂ ଏହାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରା ଯାଇଥିଲା । କିନ୍ତୁ ଆଜି କୋରୋନା…

କରୋନା ଔଷଧ ପ୍ରସ୍ତୁତି ପଛରେ ଓଡ଼ିଆ ପୁଅ

ଭୁବନେଶ୍ୱର, ୧୦/୦୫: କରୋନାରୁ ସୁସ୍ଥ ହେବା ପାଇଁ ଡିଆରଡିଓ ତିଆରି କରିଥିବା ଔଷଧ ୨-ଡିଜିକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି ଡିସିଜିଆଇ  । ହାଇଦ୍ରାବାଦ ସ୍ଥିତ ଡ.ରେଡ୍ଡୀ ଲ୍ୟାବରୋଟୋରୀର ସହଭାଗିତାରେ ଏହି…

ଅପରେସନ୍ ସମୁଦ୍ର ସେତୁ: ବିଦେଶରୁ ଅକ୍ସିଜେନ୍ ଏବଂ ଚିକିତ୍ସାଗତ ସାମଗ୍ରୀ ଆଣିବା ପାଇଁ ନିୟୋଜିତ ହୋଇଛି ୯ଟି ଯୁଦ୍ଧପୋତ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର) : ଦେଶରେ ଅକ୍ସିଜେନ୍ ଅଭାବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଭାରତୀୟ ନୌସେନା ଦେଶକୁ ଅକ୍ସିଜେନ୍ ଆଣିବାର ବ୍ୟବସ୍ଥାରେ ଲାଗି ପଡିଛି । ଏହି ପରିପ୍ରେକ୍ଷୀରେ…

କରୋନା ରୋଗୀଙ୍କ ପାଇଁ କ୍ଷତିକାରକ ହେଉଛି ‘ବ୍ଲାକ୍ ଫଙ୍ଗସ୍’, ଜାଣନ୍ତୁ କଣ ଏହି ସଂକ୍ରମଣ ଏବଂ ଉପଚାର

ନୂଆଦିଲ୍ଲୀ ୧୦/୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ସାଂଘାତିକ ସାବ୍ୟସ୍ତ ହେଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଏହିଭଳି ସଂକ୍ରମଣ ଏବେ କିଛି ରାଜ୍ୟରେ ଚିହ୍ନଟ ହୋଇଛି । ଯାହାକି କରୋନା ହେବାରପର ପର୍ଯ୍ୟାୟରେ…

୬ ଘଣ୍ଟା ପଡ଼ି ରହିଲା ବୃଦ୍ଧାଙ୍କ ଶବ: କରୋନା ଭାବି ଛୁଇଁଲେନି ପରିବାର, ଗ୍ରାମବାସୀ

ବାଲିଅନ୍ତା, ୧୦/୦୫: କରୋନାରେ ହଜିଯାଉଛି ମାନବିକତା । ଏହି କରୋନା ମଣିଷ ମନରେ ସୃଷ୍ଟି କରିଛି ଏଭଳି ଭୟ ଯେ ମାନବିକତା ମଧ୍ୟ ହାର ମାନିଯାଉଛି ତା’ଆଗରେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଳକାଟି…