fbpx
Browsing Category

ସ୍ୱାସ୍ଥ୍ୟ

କୋଭିଡ୍ ଆକ୍ରାନ୍ତଙ୍କୁ ଔଷଧ ପାଇଁ ଏସଓପି ଜାରି

ଭୁବନେଶ୍ୱର, ୦୭/୦୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ହେଉଥିବା ଔଷଧ ପାଇଁ ଆଜି ଏସଓପି ଜାରି ହୋଇଛି । ତେବେ ଆଜି କରୋନା ପାଇଁ ନୁଆ ଔଷଧ TOCILIZUMAB ଓ ଅନ୍ୟ ଔଷଧ ପାଇଁ ଏସଓପି ଜାରି ହୋଇଛି । ତେବେ…

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବ୍ରହ୍ମପୁର, ୦୭/୦୫(ଓଡିଶା ଭାସ୍କର) : କରୋନା ଏବେ ସାରା ରାଜ୍ୟକୁ ଗ୍ରାସ କରିବାରେ ଲାଗିଛି । ଏହାର ପ୍ରଭାବରେ ଅନେକ ଆଗଧାଡିର ଯୋଦ୍ଧା ପ୍ରାଣ ହରାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନେକ ସାମ୍ବାଦିକ ମାନେ ମଧ୍ୟ…

ଅସମ୍ଭାଳ ହେଲାଣି ଦେଶର ସ୍ଥିତି: ଆଜି ୩୯୧୫ ମୃତ, ୪.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୭ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩କୁ ବୃଦ୍ଧି…

କରୋନା ରୋଗୀଙ୍କ ଔଷଧ ନେଇ ଜାରି ହେଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଆଜି ୧୯ ଜଣଙ୍କ ଜୀବନ ଯିବା ସହ ପଜିଟିଭ୍ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି…

ଏହି ରାଜ୍ୟରେ କରୋନା ରୋଗୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର, ରୋଗୀ ପାଇବେ ୪ ଲକ୍ଷ ପର୍ଯ୍ୟନ୍ତ ବେନିଫିଟ୍

ପାଣାଜି, ୭ା୫: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ମାଡ଼ି ଚାଲିଛି । ତେବେ ରାଜ୍ୟରେ କରୋନା ରୋଗୀଙ୍କ ଦୂରାବସ୍ଥାକୁ ଦୃଷ୍ଟିରେ ରଖି ଗୋଆ ସରକାର ଏକ ଅଭିନବ ପ୍ରୟାସ କରିଛନ୍ତି । କରୋନା ରୋଗୀଙ୍କ ସମସ୍ତ ଖର୍ଚ୍ଚ ଏଣିକି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୬୯ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୭। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୬୯ ହଜାର ୨୨୦ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୬୬ ଲକ୍ଷ…

ପଜିଟିଭ ସହିତ ଓଡିଶାରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ ସଂଖ୍ୟା: ଆଜି ସର୍ବାଧିକ ୧୯ ଜୀବନ ନେଲା କରୋନା

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସହ ମୃତ୍ୟୁ ସଂଖ୍ୟା ବି ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜୀବନ…

ଓଡିଶାରେ ସବୁ ରେକର୍ଡ ଭଙ୍ଗିଲା କରୋନା: ଦୈନିକ ସଂକ୍ରମଣ ୧୨ ହଜାର ପାର୍‌, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ଓଡିଶାରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ଏପରିକି ଦୈନିକ ସଂକ୍ରମଣ ହାର ୧୨ ହଜାର ପାର୍ କରିଛି । ରାଜ୍ୟରେ ଆଜି ସର୍ବାଧିକ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର, ୦୫/୦୫: ଦେଶରେ କରୋନାର ଭୟାବହତା ଜାରି ରହିଛି  । ବିଭିନ୍ନ ରାଜ୍ୟରେ ଲକ ଡାଉନ ଜାରି କରାଯାଇଛି । ଓଡ଼ିଶାରେ ମଧ୍ୟ ବଢୁଥିବା କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ ଜାରି…