Browsing Category

ସ୍ୱାସ୍ଥ୍ୟ

ପଜିଟିଭ ସହିତ ଓଡିଶାରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ ସଂଖ୍ୟା: ଆଜି ସର୍ବାଧିକ ୧୯ ଜୀବନ ନେଲା କରୋନା

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସହ ମୃତ୍ୟୁ ସଂଖ୍ୟା ବି ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜୀବନ…

ଓଡିଶାରେ ସବୁ ରେକର୍ଡ ଭଙ୍ଗିଲା କରୋନା: ଦୈନିକ ସଂକ୍ରମଣ ୧୨ ହଜାର ପାର୍‌, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ଓଡିଶାରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ଏପରିକି ଦୈନିକ ସଂକ୍ରମଣ ହାର ୧୨ ହଜାର ପାର୍ କରିଛି । ରାଜ୍ୟରେ ଆଜି ସର୍ବାଧିକ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର, ୦୫/୦୫: ଦେଶରେ କରୋନାର ଭୟାବହତା ଜାରି ରହିଛି  । ବିଭିନ୍ନ ରାଜ୍ୟରେ ଲକ ଡାଉନ ଜାରି କରାଯାଇଛି । ଓଡ଼ିଶାରେ ମଧ୍ୟ ବଢୁଥିବା କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ ଜାରି…

ମଧ୍ୟପ୍ରଦେଶରେ ମେ’ ୧୫ ପର୍ଯ୍ୟନ୍ତ ବଢିଲା କରୋନା କର୍ଫ୍ୟୁର ଅବଧି

ଭୋପାଳ,୬ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ କରୋନା କର୍ଫ୍ୟୁର ଅବଧିକୁ ମେ’ ୧୫ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ରାଜ୍ୟରେ ସାପ୍ତାହାନ୍ତ କର୍ଫ୍ୟୁ ପୂର୍ବରୁ ଲାଗୁ…

କୋଭିଡ-୧୯: ଭାରତରୁ ଯାତ୍ରୀଙ୍କ ଆଗମନ ଉପରେ ପ୍ରତିବନ୍ଧ ଳଗାଇଲା ଶ୍ରୀଲଙ୍କା

ନୂଆ ଦିଲ୍ଲୀ, ୦୫/୦୫: ଭାରତରେ କରୋନା ଭାଇରସ ସଂକ୍ରମଣ ମାମଲା ବଢିବା ଯୋଗୁଁ ଶ୍ରୀଲଙ୍କା ଭାରତରୁ ଯାଉଥିବା ଯାତ୍ରୀଙ୍କ ଉପରେ ରୋକ ଲଗାଇଛି । ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଭଳି ଅନେକ ଦେଶ ପୂର୍ବରୁ…

କରୋନାର ଦ୍ୱିତୀୟ ଲହରରେ ହାହାକାର, ତୃତୀୟକୁ ଭୟ ! କ’ଣ ସମ୍ପୂର୍ଣ୍ଣ ଲକଡାଉନ୍ କରିବେ ମୋଦୀ ସରକାର, ଚାଲିଛି ସମୀକ୍ଷା

ନୂଆଦିଲ୍ଲୀ,୬ ।୫: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାର ତୃତୀୟ ମହାମାରୀ ନିଶ୍ଚିତ ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି, ଯାହାକୁ ନେଇ ଲୋକେ…

ସିଙ୍ଗଲ ଡୋଜ ବିଶିଷ୍ଟ ‘ସ୍ପୁଟନିକ ଲାଇଟ’ ଟୀକାକୁ ଋୁଷିଆର ଅନୁମତି

ନୂଆଦିଲ୍ଲୀ, ୦୫/୦୫: ଆଣ୍ଟି-କୋଭିଡ ଟୀକା ‘ସ୍ପୁଟନିକ ଭି’ ର ଏକ ନୂତନ ସଂସ୍କରଣକୁ ଅନୁମତି ଦେଇଛି ଋଷିଆ । ‘ସ୍ପୁଟନିକ ଲାଇଟ’ ନାମକ ଏହି ଟିକା ୮୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ଦାବି କରାଯାଇଛି । ଏହି…

ଟୀକାରୁ GST ଛାଡ଼ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୦୫/୦୫: ରାଜ୍ୟରେ କରୋନା ଭୂତାଣୁକୁ ରୋକିବା ପାଇଁ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ପୂର୍ବରୁ ୪୫ ବର୍ଷରୁ ଅଧିକଙ୍କୁ ଟୀକା ଦିଆଯାଉଥିବାବେଳେ ଏହି ତୃତୀୟ ପର୍ଯ୍ୟାୟ ଟୀକାକରଣରେ ୧୮ରୁ ୪୪ ବର୍ଷ…

ଖୁସି ଖବର : ଓଡ଼ିଶାରେ ଆଜି ୬୮୫୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୬।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୮୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ପ୍ରଦୀପ୍ତ, ରଘୁନାଥଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୦୫/୦୫: କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପରିବାର…