Browsing Category
ସ୍ୱାସ୍ଥ୍ୟ
ନିଲମ୍ବିତ ହେଲେ ତହସିଲଦାର, ମାନି ନଥିଲେ କୋଭିଡ୍ ନିୟମ, ମହଙ୍ଗା ପଡ଼ିଲା ନାଗିନ୍ ଡ୍ୟାନ୍ସ
ଯାଜପୁର,ଜଗତସିଂହପୁର(ଓଡ଼ିଶା ଭାସ୍କର): ଭାଇ ବାହାଘରରେ ନାଚିଥିଲେ ତହସିଲଦାର । କିନ୍ତୁ ମାସ୍କ ଖୋଲି ନାଚିବା ନେଇ ତାଙ୍କ ବିରୋଧରେ ଉଠିଥିଲା ଅଭିଯୋଗ । କୋଭିଡ୍ ନିୟମ ଉଲ୍ଲଂଘନ କରିବା ସମ୍ପ୍ରତି ଏହି ମହିଳା…
ଅକ୍ଟୋବରରୁ ଆରମ୍ଭ ହେବ କୋଭିଡ୍ ମହାମାରୀର ତୃତୀୟ ଲହର, ଜାଣନ୍ତୁ ଏନେଇ କଣ କହିଲେ ୪୦ ଜଣିଆ ବିଶେଷଜ୍ଞ
ବେଙ୍ଗାଲୁରୁ: କୋଭିଡ୍ ର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭାରତ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏବେ ଠାରୁ ହିଁ ବିଭିନ୍ନ ରାଜ୍ୟର ସରକାରଙ୍କ ତତ୍ପରତା ପ୍ରକାଶ…
ଦଇବ ଦାଉ: ଆଜି ହୋଇଥାନ୍ତା ବାହାଘର, ଘରୁ ଉଠିଲା ପୁଅର କୋକେଇ
ଭଦ୍ରକ(ଓଡ଼ିଶା ଭାସ୍କର): ଘରର ଥିଲା ସେ ‘ମଣି’ । ଚନ୍ଦ୍ର ପରି ହସହସ ମୁହଁ । ମାତ୍ର ୨୮ବର୍ଷର ଭେଣ୍ଡାପୁଅ । ତା’ ବାହାଘର ପାଇଁ ଘରେ ଥିଲା ଖୁସିଖୁସିର ପରିିବେଶ। ଖାଲି ସେତିକି ନୁହେଁ, ପୁଅର ବିବାହ ପାଇଁ ଲଗ୍ନଧରା…
ଏଣିକି ବିନା ଟେଷ୍ଟରେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ କିପରି
ନୂଆଦିଲ୍ଲୀ: କରୋନା ମହାମାରୀ ଓ ଲକଡାଉନ୍ ସମୟରେ ଅନେକ ଲୋକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇପାରି ନଥିଲେ । ସେଥିପାଇଁ ଅନେକଙ୍କ ମନରେ ଅସନ୍ତୋଷ ରହିଥିଲା । ଅନ୍ୟପକ୍ଷରେ ବାରମ୍ବାର ଆରଟିଓ ଅଫିସକୁ ଯିବା ଓ ସେଠାରେ…
ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ ; ସବୁ ନମୁନା ସଂକ୍ରମିତ
ନୂଆଦିଲ୍ଲୀ: ପ୍ରତିଦିନ କରୋନା ଭାଇରସ୍ ସମ୍ବନ୍ଧରେ କିଛି କିଛି ନୂତନ ସୂଚନା ମିଳୁଛି । ଏପର୍ଯ୍ୟନ୍ତ ଦେଶର ଅନେକ ସହରରେ ସ୍ୱେରେଜ୍ ଲାଇନ୍ରେ କରୋନା ଭୂତାଣୁ ଜୀବନ୍ତ ଅଛି ବୋଲି ପ୍ରମାଣିତ ହୋଇଛି । ସମ୍ପ୍ରତି…
ଦେଶରେ ୨ ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଦୈନିକ ମୃତ୍ୟୁ ୨ ହଜାର ତଳକୁ ଖସିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୯୭…
ମାଡ଼ି ଆସୁଛି କରୋନାର ନୂଆ ଭାରିଆଣ୍ଟ ‘ଲାମ୍ବଡା’, ୨୯ଟି ଦେଶରେ କାୟା ମେଲାଇଥିବା ନେଇ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଥମିଥିବା ବେଳେ ଦେଶବାସୀ ତୃତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ଏହି ସମୟରେ ପୁଣି କରୋନାର ଏକ ନୂଆ ଭାରିଆଣ୍ଟ ସାମନାକୁ ଆସିଛି । ଏହି ଭାରିଆଣ୍ଟ…
ରାଜ୍ୟରେ ପୁଣି ବଢ଼ିଲା କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…
ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣ: ଆଜି ଚିହ୍ନଟ ହେଲେ ୩୮୦୬ କରୋନା ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି ।…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୫୭ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୫୭ ହଜାର ୩୦୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୮୧ ଲକ୍ଷ ୭୯…