Browsing Category
ସ୍ୱାସ୍ଥ୍ୟ
ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମୁଥିଲେ ବି କମୁନି ମୃତ୍ୟୁସଂଖ୍ୟା, ଯାହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲା ପ୍ରଶାସନ…
ପାକିସ୍ତାନ ଲଞ୍ଚ କଲା ନିଜର କରୋନା ଟିକା ‘PakVac’, କିନ୍ତୁ ଲୁଚାଇଲା ଏହି ତଥ୍ୟ
ଇସଲାମବାଦ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ କରୋନା ଟିକା ଲଗାଯାଉଛି । ଏହାରି ମଧ୍ୟରେ…
ଦେଶ ପାଇଁ ଚିନ୍ତାର କାରଣ ପାଲଟିଲେ ୬ ରାଜ୍ୟ, ସଂକ୍ରମଣ କମିଲେ ବି ଥମୁନି ମୃତ୍ୟୁ
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପରେ କିଛିଟା ବ୍ରେକ୍ ଲାଗିଛି । ସଂକ୍ରମଣହାର କମିବାରେ ଲାଗିଛି । ତଥାପି ଛଅ ରାଜ୍ୟ ଏବେ ମଧ୍ୟ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଗତ କିଛି ଦିନ ହେବ ନୂତନ ସଂକ୍ରମିତ…
ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ: ପୂର୍ବ ମନ୍ତ୍ରୀଙ୍କ ଅନ୍ତିମ ଯାତ୍ରାରେ କରୋନା ଗାଇଡଲାଇନକୁ ଫୁ’
ଭୋପାଳ: ଦେଶର କିଛି ଅଞ୍ଚଳରେ କରୋନା ପ୍ରଭାବ କମିଥିଲେ ବି ଏବେବି ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନି । କିନ୍ତୁ ଲୋକମାନେ ଏହାକୁ ଗୁରୁତର ସହ ନେଉନଥିବାରୁ କରୋନା ପୁଣି ଭୟାନକ ହେଉଛି । ସେପରି ଏକ ଘଟଣା ମଧ୍ୟପ୍ରଦେଶରେ…
ବିଦେଶୀ ଟିକା କମ୍ପାନିଙ୍କ ପାଇଁ କୋହଳ ହେଲା ନିୟମ, DCGIଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଏଣିକି ଭାରତରେ ବିଦେଶୀ ଟିକା ଉପଲବ୍ଧ ହେବା ପାଇଁ ରାସ୍ତା ଆହୁରି ସହଜ ହୋଇଛି । ଦେଶର ସର୍ବୋଚ୍ଚ ଔଷଧ ସଂଞ୍ଚାଳନ ସଂସ୍ଥା DCGI ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।…
ଦ୍ୱିତୀୟ ଲହରରେ ୫୯୪ ଡାକ୍ତରଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଦେଶରେ ଅତି କମରେ ୫୯୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା…
ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆପୋଲୋ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ସୂଚନା…
କଟକଣା ତାଲା ଖୋଲିବ କେମିତି? ICMR ମହାନିର୍ଦ୍ଦେଶକ ରଖିଲେ ୩ ସର୍ତ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ତରଙ୍ଗରେ କଲବଲ ହେଉଛି ଦେଶ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସମେତ ବିଭିନ୍ନ ରାଜ୍ୟ ସରକାର ଲଗାଇଛନ୍ତି କଡ଼ା କଟକଣା । ପ୍ରାୟତଃ ସବୁ ରାଜ୍ୟ ସରକାର…
ଲକଡାଉନରେ ସରିଗଲା ରୋଗଗ୍ରସ୍ତ ପୁଅର ଔଷଧ: ସାଇକେଲରେ ତିନି ଦିନ ଧରି ୩୦୦ କିଲୋମିଟର ଯାତ୍ରା କଲେ ଯୁବକ
ମସୁର: କର୍ଣ୍ଣାଟକର ମୈସୁରରେ ଏକ ଦୁଃଖଦ ତଥା ଭାବପ୍ରବଣାତ୍ମକ ଘଟଣା ସାମନାକୁ ଆସିଛି । ଜଣେ ରୋଗ ଜର୍ଜରିତ ପୁତ୍ର ପାଇଁ ଜଣେ ମଜଦୁଦ ତଥା ଗରିବ ପିତାର ତ୍ୟାଗର କାହାଣୀ ଦେଖିବାକୁ ମିଳିଛି । କରୋନାର ଦ୍ୱିତୀୟ ଲହରରେ…
ଦେଶରେ ପୁଣି ବଢ଼ିଲା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା, ଆଜି ୩୨୦୭ ଜଣଙ୍କ ପ୍ରାଣହାନୀ
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିଆସୁଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୨୦୭ ଜଣଙ୍କ ମୃତ୍ୟୁ…