Browsing Category

ପରମ୍ପରା

ମୁଣ୍ଡରେ କାଉ ବସିବ, ପରିବାର ଲୋକଙ୍କ ମୃତ୍ୟୁ ହେବ, ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶ: ମଣିଷ ମୁଣ୍ଡରେ କାଉ ବସିବ, ପରିବାରରେ ଅନ୍ଧକାର ଖେଳିଯିବ। ଏହି ବିଷୟକୁ ନେଇ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗହବାରା ଗାଁର 68 ବର୍ଷୀୟ କାମତା ଶୁକ୍ଲା କୁହନ୍ତି ଯେ, ତାଙ୍କ ପୂର୍ବପୁରୁଷଙ୍କଠାରୁ…

କେବେ ପଡୁଛି କାଳଷ୍ଟମୀ? କେମିତି କାଳ ଭୈରବଙ୍କୁ କରିବେ ପ୍ରସନ୍ନ; ଜାଣନ୍ତୁ ନିୟମ…

ଓଡିଶା ଭାସ୍କର: କେବେ ପଡୁଛି କାଳଷ୍ଟମୀ ? ସେନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ବନ୍ଦର ହୋଇଛି ଅନ୍ତ । ଆଷାଢ଼ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ କାଳଷ୍ଟମୀର ଉପବାସ ପୂଜା ହେବ। ଜୁନ୍ 18 ନା 19 ରେ ଉପବାସ ରଖିବା ସେ…

ଶୃଙ୍ଖଳିତ ରଥଯାତ୍ରା ଚିନ୍ତା, ପୁରୀକୁ ଜଗିବ AI

ପୁରୀ: ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରେସମିଟ୍। ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ଅଧିକ କରାଯାଇଛି। ଭକ୍ତମାନଙ୍କ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯିବ। ରଥଯାତ୍ରାରେ ଲାଗିବ AI…

ଯାଜପୁରରେ ଭୋଜି ମନା: କଲେରା ଚିହ୍ନଟ ପରେ ପ୍ରଶାସନର ପରାମର୍ଶ

ଯାଜପୁର: ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା । ରଜପର୍ବ ସାମୁହିକ ସମାବେଶ ବେଳେ ଭୋଜି ବାରଣ । ଯାଜପୁରରେ କଲେରା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ପରାମର୍ଶ । ଘରେ ରନ୍ଧାଯାଇଥିବା ଗରମ ଖାଦ୍ୟ ଖାଇବେ ଏବଂ ଫୁଟା ଓ…

ଆଜି ପହିଲି ରଜ, ପୋଡ଼ ପିଠା ବାସ୍ନାରେ ମହକୁଛି ଗାଁ ଠୁ ସହର

ଭୁବନେଶ୍ବର: ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର , ସବୁ ଉତ୍ସବମୁଖର । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା…

ରଜ ହେବ ନିଆରା, ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ନାଁରେ ପାଳିତ ହେବ ରଜ, ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଚଳିତ ବର୍ଷ ରଜ ହେବ କିଛି ନିଆରା। କାହିଁକି ନା ଏହି ବର୍ଷ ଝିଅମାନଙ୍କ ସହ ରଜ ପାଳିବେ ରାଜ୍ୟ ସରକାର। ଏମିତିରେ ରାତି ପାହିଲେ ସଜବାଜ ତା ପରଦିନ ପହିଲି ରଜ। ତେଣୁ ଆଜି ଘୋଷଣା ହୋଇଛି କି ଏହି ବର୍ଷ ରଜ…

ଗୁରୁବାର ପଢନ୍ତୁ ଲକ୍ଷ୍ମୀ ପୁରାଣ, କେବେ ରହିବନି ଧନର ଅଭାବ

ଓଡ଼ିଶା ଭାସ୍କର: ଓଡ଼ିଆରେ ଲକ୍ଷ୍ମୀ ପୂରାଣ ବଳରାମ ଦାସ ଲେଖିଥିଲେ। ଗୁରୁବାର ଦିନ ମାଆ ଲକ୍ଷ୍ମୀଙ୍କୁ ଆମ ହିନ୍ଦୁ ଶାସ୍ତ୍ରରେ ପୂଜା କରାଯାଇଥାଏ। ତେବେ ମର୍ଗଶୀର ମାସ ଗୁରୁବାର ଏବଂ ମାଘ ମାସରେ ବସୁଥିବା ମାଣବସାରେ ଏହି…

ରଥଯାତ୍ରା ପରଦିନଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି: ଡ.ଅରବିନ୍ଦ ପାଢୀ

ପୁରୀ: ରତ୍ନଭଣ୍ଡାର ମରାମତି ନେଇ ଅରବିନ୍ଦ ପାଢୀଙ୍କ ସୂଚନା । ରଥଯାତ୍ରା ପରଠୁ ରତ୍ନଭଣ୍ଡାର କାମ ଆରମ୍ଭ ହେବ । 28 ତାରିଖରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଏପ୍ରିଲ୍ 29ରୁ ଜୁନ୍ 27 ତାରିଖ ଯାଏଁ…

ସ୍ନାନମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ମହାପ୍ରଭୁ, ଲୋକାରଣ୍ୟ ବଡଦାଣ୍ଡ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । 108 ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ଦିବ୍ୟସ୍ନାନ ପରେ ଶ୍ରୀଜିଉଙ୍କୁ ଗଜାନନ ବେଶରେ ଦର୍ଶନ କରିଛନ୍ତି ଭକ୍ତ । ଦୁର୍ଲଭ ଗଜାନନ ବେଶ ଦେଖୁଛନ୍ତି…

ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଆଜିଠୁ ଜନସମୁଦ୍ର ପାଲଟିଲା ପୁରୀ

ପୁରୀ: ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଆଜି ସଂନ୍ଧ୍ୟାରୁ ପୁରୀରେ ଟ୍ରାଫିକ୍ ଜାମ୍ । ଫଳରେ ରାସ୍ତାରେ ଅଟକି ରହିଲା ଶହ ଶହ ଗାଡ଼ି । ଏନେଇ ପୁରୀ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ଯାତାୟାତରେ ସମସ୍ଯା ହେଉଥିବା ଦେଖିବାକୁ…