Browsing Category
ପରମ୍ପରା
୬ ମାସ ପୁରିନି, ‘ରାମ ମନ୍ଦିର’ର ସ୍ଥିତି ବେହାଲ… ଛାତ ଫୁଟି ଉପରୁ ଗଳୁଛି ବର୍ଷାପାଣି: ମୁଖ୍ୟ ପୂଜାରୀଙ୍କ ଅଭିଯୋଗ
ନୂଆଦିଲ୍ଲୀ: ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଜାନୁୟାରୀ ୨୨ ତାରିଖରେ ଏହାର ପ୍ରାଣ ପ୍ରତିଷ୍ଠା ଦେଖିଥିଲା ସାରା ଭାରତ । ଏହି ପର୍ବକୁ ୬ ମାସ ବି ପୁରିନି,…
ଛତିଶା ନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ; ଦିନ ୧ଟା ୧୦ରେ ହେବ ପହଣ୍ଡି
ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ନିଯୋଗ ସଦସ୍ୟ ସାମିଲ । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ…
ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍: ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ସରକାର
ଭୁବନେଶ୍ୱର: ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ରଥଯାତ୍ରା ସମୟରେ ପୁରୀକୁ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ନୂଆ…
ବ୍ଲାକ ମ୍ୟାଜିକ ଆକ୍ଟ କ’ଣ? ଯାଦୁ କରୁଥିବା ଲୋକଙ୍କ ପାଇଁ କାଳ କି ଏ ଆଇନ
ଓଡିଶା ଭାସ୍କର : ଭାରତର ଅନେକ ସ୍ଥାନରେ ଲୋକେ କଳା ଯାଦୁ କରନ୍ତି । ମୁଖ୍ୟତଃ ଆସାମ ଭଳି ରାଜ୍ୟର ମାୟୋଙ୍ଗ ବି ଏଥିପାଇଁ ପ୍ରସିଦ୍ଧ ଅଟେ । ତେବେ କଳା ଯାଦୁ କରୁଥିବା ଲୋକଙ୍କ ପାଇଁ ଆଇନ ଅନୁଯାୟୀ ଦଣ୍ଡ ହୋଇ ପାରିବ କି ।…
ଅଣସରରେ ଚତୁର୍ଦ୍ଧାମୂର୍ତ୍ତି ବିଗ୍ରହ, ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ
ଓଡିଶା ଭାସ୍କର: ସ୍ନାନମଣ୍ଡପରେ ସ୍ନାନ ପରେ ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ଘରେ ଅସୁସ୍ଥ ଚତୁର୍ଦ୍ଧାମୁର୍ତ୍ତିଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠାରୁ ପଟିଦିଅଁ ପୂଜା ପାଇବେ।…
Video; ଭକ୍ତଙ୍କ ଆଖିରେ ଲୁହକୁ ଦେଖି କାନ୍ଦିଲା କାଳିଆ; ଚକା ଆଖିରୁ ବୋହି ପଡ଼ିଲା ଧାର ଧାର ଲୁହ
ପୁରୀ: (ଓଡ଼ିଶା ଭାସ୍କର) ଭକ୍ତଙ୍କ ଆଖିରେ ଲୁହକୁ ଦେଖି କାନ୍ଦିଲା କାଳିଆ । ଚକା ଆଖିରୁ ବୋହି ପଡ଼ିଲା ଧାର ଧାର ଲୁହ । ଲୁହରେ ବୋହି ଗଲା ଆଖିର କଳା । ତୁ କାନ୍ଦେନା କାଳିଆ ଶାଆନ୍ତ ତୁ କାନ୍ଦେତା । ତୁ କାନ୍ଦିଲେ ଏ…
ଜଗା କାଳିଆର ବିଚିତ୍ର ଲୀଳା: ସ୍ନାନ କରାଇଲେ ଦେବରାଜ ଇନ୍ଦ୍ର! ଦିବ୍ୟସ୍ନାନ ସରିବା ପରେ ଛାଡ଼ିଗଲା ବର୍ଷା
ଓଡ଼ିଶା ଭାସ୍କର: ଓଡ଼ିଶାର ନାଥ ଶ୍ରୀଜଗନ୍ନାଥଙ୍କୁ ଲୀଳାମୟ ଠାକୁର ବୋଲି କୁହାଯାଏ । ଦୁନିଆରେ ସବୁକିଛି ତାଙ୍କ ଇଚ୍ଛା ଆଉ ନିର୍ଦ୍ଦେଶରେ ହିଁ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଚକ୍ରରେ ସେ ସାରା ଜଗତକୁ ବୁଲାନ୍ତି ।…
(Video) ମହାପ୍ରଭୁଙ୍କ ସ୍ନାନ ପାଇଁ ଜଳ କେଉଁଠୁ ଆସେ? କେତେ ଗରା ଜଳରେ ହୁଏ କେଉଁ ବିଗ୍ରହଙ୍କ ଦିବ୍ୟ ସ୍ନାନ? ଦେଖନ୍ତୁ ସ୍ପେଶାଲ…
ଓଡ଼ିଶା ଭାସ୍କର: ଆଜି ଦେବସ୍ନାନ ପୂର୍ଣ୍ଣିମା । ପବିତ୍ର ରଥଯାତ୍ରା ପୂର୍ବରୁ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପାରମ୍ପରିକ ରୀତିରେ ବେଦଧ୍ୱନୀ ପୂର୍ବକ ୧୦୮ ଗରା ଜଳରେ ସ୍ନାନ…
ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା: ୧୦୮ କଳସ ଜଳ ଓ ବେଦଧ୍ୱନୀରେ ହେବ ଦିବ୍ୟସ୍ନାନ, ଜାଣନ୍ତୁ ମାହାତ୍ମ୍ୟ
ଓଡ଼ିଶା ଭାସ୍କର: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ…
ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ
ପୁରୀ: (ଓଡ଼ିଶା ଭାସ୍କର) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗଜ ବେଶରେ ଦେଖି ବିମୋହିତ ହେବେ ଶ୍ରଦ୍ଧାଳୁ। ରାତି ପାହିଲେ…