Browsing Category

ପରମ୍ପରା

ଗୁଣ୍ଡିଚା ମନ୍ଦିରରୁ ବାହାରିଲେ ମଣିମା, ଭକ୍ତିରେ ଉଲ୍ଲସିତ ଶରଧାବାଲି

ପୁରୀ: ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ଜଗନ୍ନାଥ । ଝୁଲୁ ଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ନନ୍ଦିଘୋଷ ରଥରେ ବିଜେ ହେବେ ଠାକୁର । ରତ୍ନବେଦୀ ବାହୁଡିବେ ମହାବାହୁ । ଦେବୀ ସୁଭଦ୍ରାଙ୍କ ପରେ ଟାହିଆ ହଲାଇ ହଲାଇ…

ବାହୁଡ଼ା ଯାତ୍ରା, ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ରଥକୁ ଆସିଲେ ସୁଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ।  ଧାଡ଼ି ପହଣ୍ଡିରେ ରଥକୁ ପ୍ରଥମେ ପହଣ୍ଡି ହୋଇ ଆସିଲେ ସୁଦର୍ଶନ। ପହଣ୍ଡି ପରେ ରଥ ଉପରେ ବିଜେ କରିଛନ୍ତି…

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା, ଭାଇ ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ । ଏଥିପାଇଁ ଶରଧାବାଲିରେ ଅପେକ୍ଷାରତ 3 ରଥ । ମଣିମାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଫେରିବେ । ସରିଆସୁଛି…

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ସନ୍ଧ୍ୟା 6 ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ଆଜି ଶୋଧ ହେବ ଶ୍ରୀଗୁଣ୍ଡିଚା ମନ୍ଦିର । ଆଜି ସନ୍ଧ୍ଯା 6 ଟାରୁ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ । ସେପଟେ ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତକାଲି ନନ୍ଦିଘୋଷ ରଥକୁ…

ବିଶ୍ୱ ହିନ୍ଦୁ ପରିଷଦର ବଡ଼ ପଦକ୍ଷେପ: ଏଣିକି ବ୍ରାହ୍ମଣ ନୁହେଁ, ପୂଜା-ପାଠ କରିବେ ଅନ୍ୟ ଜାତିର ଲୋକେ

ମହାରାଷ୍ଟ୍ର: ଘରେ ପୂଜା ହେଉ ବା ମନ୍ଦିରରେ, ପ୍ରଥମେ ଗୋଟେ ଭଲ ପୂଜକର ଖୋଜା ପଡ଼ିଥାଏ । ସହର ହେଉ ଅବା ଗାଁ, ସବୁ ଶୁଭ କାର୍ଯ୍ୟରେ ଜଣେ ପୂଜକ ବା ବ୍ରାହ୍ମଣ ନିହାତି ଆବଶ୍ୟକ । କିନ୍ତୁ ଆଜିର ପରିବର୍ତ୍ତିତ ଯୁଗରେ ନୂତନ…

ପୁରୀ ଶରଧାବାଲି ଦଳାଚକଟା, ମୃତ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା

ପୁରୀ: ପୁରୀ ଶରଧାବାଲି ଅଘଟଣ ପରେ ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ। ପୁରୀର ଏସପି ଓ ଜିଲ୍ଲାପାଳଙ୍କୁ ବଦଳି କରି ନୂଆ ଏସପି ଓ ଜାଲ୍ଲାପାଳଙ୍କୁ ଦାୟିତ୍ୱ ଦେଲେ। ଏହାସହ ମୃତ ପରିବାର ଲୋକଙ୍କ ପାଇଁ ଅନୁକମ୍ପା ରାଶି…

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ, ବନ୍ଦ ହେଲା ଚାରିଧାମ ଯାତ୍ରା

ଉତ୍ତରାଖଣ୍ଡ: ଦେବଭୂମିରେ ଜାରି ରହିଛି ପ୍ରକୃତିର ତାଣ୍ଡବ । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା ଚାରିଧାମ ଯାତ୍ରା । । 29 ଜୁନରୁ 1 ଜୁଲାଇ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା…

ରଥଯାତ୍ରା: ଦଳାଚକଟାରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ଦାୟୀ କିଏ ? NHRCରେ ମାମଲା

ପୁରୀ: ଶରଧାବାଲି ଦଳାଚକଟାରେ 3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲା ମାମଲା । ମାମଲା ଦାୟର କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ । ଠେଲାପେଲାରେ 3 ଜଣଙ୍କର ମୃତ୍ୟୁ ହୋଇଛି ଏବଂ…

ଉତ୍ତରକାଶୀରେ ବାଦଲ ଫଟା ବର୍ଷା, ଭାସିଗଲେ 17 ଶ୍ରମିକ

ଉତ୍ତରକାଶୀ: ଦେବଭୂମୀରେ ଅଘଟଣ । ଉତ୍ତରକାଶୀର ବାରକୋଟରେ ବାଦଲ ଫଟା ବର୍ଷାରେ ଭାସିଗଲେ 17 ଶ୍ରମିକ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ବାରକୋଟ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ଯୋଗୁଁ…