Browsing Category

ବିଦେଶ

ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦର ଅନ୍ତ ଘଟିବ; ଦୁଇ ଦେଶ ମଧ୍ୟରେ ପାଟ୍ରୋଲିଂକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାଜିନାମା

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଏଲ୍ଏସିକୁ ନେଇ ଚାଲିଥିବା ବିବାଦ ମାମଲାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ନିକଟରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ…

ଗାଧେଇବା ବେଳେ ପଡିଗଲେ ଲୁଲା, ମୁଣ୍ଡରେ ଆଘାତ, ଡାକ୍ତର ଦେଲେ ବେଡ ରେଷ୍ଟ ପରାମର୍ଶ

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦ ସିଲ୍ୱା ଗାଧୁଆ ଘରେ ଖସିପଡିବାରୁ ଆହତ ହୋଇଛନ୍ତି । ଡାକ୍ତରୀ ଦଳ ରାଷ୍ଟ୍ରପତିଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ଆହତ କାରଣରୁ ଲୁଲାଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ…

ଏମିତି ଏକ ଗାଁ, ଯେଉଁଠି ଘରେ ଘରେ ହୁଏ Cobra Farming, ଜୀବନକୁ ବାଜି ଲଗେଇ ସାପଙ୍କ ନିଆଯାଏ ଯତ୍ନ

ଓଡିଶା ଭାସ୍କର: ସାପ ଏମିତି ଏକ ଜୀବ, ଯାହା କଥା ମନେପଡିଗଲେ ଦେହ ଶିହରି ଉଠେ । ଆଖି ଆଗରେ ଦେଖିଲେ ବିନା ସାପ କାମୁଡାରେ କିଛି ଲୋକ ଭୟରେ ଆରପାରିକୁ ଚାଲିଯାଆନ୍ତି । ଆଉ ସାପ ବିଷର ବିନ୍ଦୁଟିଏ ବି ବହୁତ ଜୀବନ ନେବ ।…

ଅଜବ ଘଟଣା! ଝିଅକୁ କାମୁଡ଼ିଲା ଏକ କଙ୍କଡ଼ା, ପ୍ରତିଶୋଧ ପରାୟଣ ହୋଇ କଙ୍କଡ଼ାକୁ ଜୀଅନ୍ତା ଗିଳିଦେଲେ ବାପା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ଅଜବ ଘଟଣା ଭାଇରାଲ ହୋଇଥାଏ । ଅନେକ ସମୟରେ କିଛି ଭିତ୍ତିହୀନ ତଥା ଭୁଲ୍ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥାଏ । ଏପରି କିଛି ଖବର ଶୁଣିବା ପରେ ଲୋକମାନେ…

କଲେଜ ପରିସରରେ ଦୁଷ୍କର୍ମ ଅଭିଯୋଗ, ଛାତ୍ର ସଂଗଠନ ଅଶାନ୍ତ, ୬୦୦ରୁ ଅଧିକ ଗିରଫ

ଇସଲାମାବାଦ: ଜଳୁଛି ପଞ୍ଜାବ । ଦୁଷ୍କର୍ମ ଘଟଣାକୁ ନେଇ ଅଶାନ୍ତ ପାକିସ୍ତାନର ପଞ୍ଜାବ । ସ୍ଥିତି ଅସମ୍ଭାଳ ହେବା ପରେ ରାଜ୍ୟର ପ୍ରଧାନ ମରିୟମ ନବାଜ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି . ୬୦୦ରୁ ଅଧିକ ଛାତ୍ରଙ୍କୁ…

ବିଜ୍ଞାନର ସଫଳତା, ଏଣିକି ମଣିଷ ବୃଦ୍ଧକାଳୀନ ରୋଗରୁ ହେବ ମୁକ୍ତ

ନୂଆଦିଲ୍ଲୀ: ବାର୍ଦ୍ଧକ୍ୟଜନିତ ରୋଗ ଜୀବନର ଶେଷ ସମୟକୁ ଦୁରୁହ କରିଦିଏ । ଏହି ରୋଗର କାରଣ ମୁଖ୍ୟତଃ ଏମଏଏନଫ ନାମକ ପ୍ରୋଟିନ ପାଇଁ ହୋଇଥାଏ । ତେବେ କାନାଡାରେ ରହୁଥିବା ଜଣେ ମୂଳ ଭାରତୀୟ ବୈଜ୍ଞାନିକ ତାଙ୍କ ଗବେଷଣାରୁ…

ୟୁରୋପରେ କାମ କରୁଥିଲେ ୮୦ ଲକ୍ଷରେ, ୫୦ରେ ଭାରତ ଫେରିବାକୁ ନେଇ କଲେ ପ୍ରଶ୍ନ, ଉତ୍ତର ପଢିଲେ ହେବେ ତାଜୁବ

ନୂଆଦିଲ୍ଲୀ: ୟୁରୋପର ଏକ ଆଇଟି କମ୍ପାନୀରେ ୮୦ ଲକ୍ଷ ପ୍ୟାକେଜରେ ବ୍ୟକ୍ତି କାମକରୁଛନ୍ତି । କିିନ୍ତୁ ସେ ଭାରତ ଫେରି ଏଠି କାମ କରିବାକୁ ଚାହୁଁଛନ୍ତି । ଏଥିପାଇଁ ବାଙ୍ଗାଲୁରୁର ଏକ କମ୍ପାନୀ ସହ କଥା ହୋଇଛନ୍ତି ।…

ପ୍ରବୋ ସୁବିଆଣ୍ଟୋ ହେଲେ ଇଣ୍ଡୋନେସିଆର ଅଷ୍ଟମ ରାଷ୍ଟ୍ରପତି: ଶପଥ ଗ୍ରହଣ ଉତ୍ସବରେ ୪୦ ରୁ ଅଧିକ ଦେଶର ନେତା

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଅଷ୍ଟମ ରାଷ୍ଟ୍ରପତି ଭାବେ ପୂର୍ବତନ ସାଧାରଣ ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରବୋ ସୁବିଆଣ୍ଟୋ ରବିବାର ଦିନ ଶପଥ ଗ୍ରହଣ କରିଛନ୍ତି । ବିଶ୍ୱର ସର୍ବବୃହତ ମୁସଲମାନ ସଂଖ୍ୟାଲଘୁ ଦେଶ ପାଇଁ ଏହା ଏକ…

ଇଜରାଇଲ ହତ୍ୟା କରିଥିବା ବ୍ୟକ୍ତି ୟାହ୍ୟା ସିନୱାରର, କେମିତି ହେଲା ପ୍ରମାଣିତ ?

ଜେରୁଜେଲମ: ହମାସ ମୁଖିଆ ୟାହ୍ୟା ସିନୱାରକୁ ଇଜରାଇଲ ହତ୍ୟା କରିଥିବା ଦାବି କରୁଛି । ତେବେ ସତରେ କଣ ସିନୱାରଙ୍କ ମୃତ୍ୟୁ ହୋଇଛି? କେମିତି ହେଲା ଶବ ଚିହ୍ନଟ? ଶବ ଚିହ୍ନଟକୁ ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ,…

କନ୍ୟା ପାକିସ୍ତାନରେ, ବର ଭାରତରେ, ହେଲା Digital Marriage

ଜୋନପୁର: ଉତ୍ତର ପ୍ରଦେଶର ଜୋନପୁରରେ ନିଆରା ମୁସଲମାନ ବିବାହ(ନିକାହ) । ପୁଅ ଜୋନପୁରର ହୋଇଥିବା ବେଳେ ଝିଅ ପାକିସ୍ତାନର । ଅନଲାଇନରେ ହେଲା ନିକାହ ସମ୍ପନ୍ନ । ଜୋନପୁରର ବିଜେପି ପାରିଷଦ ତହସିନ ଶାହିଦଙ୍କ ପୁଅଙ୍କ…