Browsing Category

ବିଦେଶ

ଇସ୍ତଫା ଦେଲେ ହଙ୍ଗେରି ରାଷ୍ଟ୍ରପତି, ଯୌନ ଶୋଷଣକାରୀକୁ ରାଜକ୍ଷମା ଦେବା ପଡ଼ିଲା ଭାରି

ବୁଦାପେଷ୍ଟ: ଶିଶୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ଜଣଙ୍କୁ ହଙ୍ଗେରିର ରାଷ୍ଟ୍ରପତି କାଟାଲିନ୍ ନୋଭାକ୍‌(Katalin Novak)ରାଜକ୍ଷମା ଦେଇଥିଲେ । ଏହାକୁ ନେଇ ଲୋକମାନେ ବିରୋଧ କରିଥିଲେ ଏବଂ ଏହି ବିରୋଧ ଯୋଗୁଁ ଶନିବାର…

ପ୍ରଥମ ଥର ଘଟିଲା ଏଭଳି ଘଟଣା! ୧ ଲକ୍ଷ କେଜିରୁ ଅଧିକ ଚିକେନ୍ ଲୁଟ୍, ଏତେ ବେଶି ପରିମାଣର ଚିକେନକୁ କ’ଣ କଲେ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଯେତେ କଠୋର ନିୟମ ଓ ଦଣ୍ଡ ବିଧାନ କରାଗଲେ ମଧ୍ୟ ଅନେକ ସମୟରେ ଛୋଟ, ବଡ଼ ଚୋରି ଘଟଣା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ବଡ଼ ଚୋରି ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି…

ଭାରତର ନିଜସ୍ଵ ମହାକାଶ ଷ୍ଟେସନ ନିର୍ମାଣ ପାଇଁ କାମ ଚାଲୁ ରହିଛି: ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ

ବେଙ୍ଗାଲୁରୁ: ଗତବର୍ଷ ଚନ୍ଦ୍ରଯାନ-୩ ଅଭିଯାନରେ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ନେଇ ଏକ ବିଶାଳ ପରିକଳ୍ପନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ…

ବିଦେଶରେ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ମୋଦୀ: ଦୁଇ ଦିନିଆ ଗସ୍ତରେ UAE ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ସାରା ବିଶ୍ୱରେ ଏବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବର୍ତ୍ତମାନ ମୋଦୀ ବିଦେଶରେ ମଧ୍ୟ ହିନ୍ଦୁ ସାମ୍ରାଜ୍ୟ ଏବଂ ପରମ୍ପରାକୁ…

ହାଇୱେରେ ବିମାନ ଦୁର୍ଘଟଣା: ଶହ ଶହ ଗାଡ଼ି ମଧ୍ୟରେ କ୍ରାସ୍ ହେଲା ପ୍ଲେନ୍, ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାସ୍ଥିତ ଏକ ହାଇୱେରେ ବିମାନ ଦୁର୍ଘଟଣାର ଏକ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ବିମାନଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ…

Breaking News; ମିଳିଲା ଜାମିନ, ତଥାପି ଜେଲରୁ ଫେରିବା ନେଇ ସଂଶୟ: ଇମ୍ରାନ ଖାନଙ୍କୁ ନେଇ ଅଡ଼ୁଆ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଅଡ଼ୁଆ ବଢିବାରେ ଲାଗିଛି । ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଇମ୍ରାନ ଖାନଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ମିଳିସାରିଛି । ତାଙ୍କ ସହିତ ଶାହ…

AI ର ପୁଣି ବଡ ଚମତ୍କାର, ପଇସା ଦେଇ ମୃତ ପରିଜନଙ୍କ ସହ କଥା ହୋଇପାରିବେ

ନୂଆଦିଲ୍ଲୀ: ମୃତ ବ୍ୟକ୍ତି କ’ଣ ପୁଣି ଜୀବିତ ହୋଇପାରିବ? ଯଦି ଏହା ସମ୍ଭବ ହୋଇପାରନ୍ତା ତେବେ କାହାର ମୃତ୍ୟୁର ଦୁଃଖ ଆଉ ପରିବାରକୁ ଭୋଗିବାକୁ ପଡନ୍ତାନି । କିନ୍ତୁ ଚୀନ୍‌ରେ ଏବେ ଲୋକମାନେ ପଇସା ଦେଇ ସେମାନଙ୍କ ମୃତ…

ପାକିସ୍ତାନ ନିର୍ବାଚନ ଫଳାଫଳ ଭିତରେ ଏପରି କହିଲେ ସେନାମୁଖ୍ୟ ଜେନେରାଲ ଅସୀମ ମୁନିର

ଲାହୋର୍: ୨୦୨୪ ସାଧାରଣ ନିର୍ବାଚନର ସଫଳ ଆୟୋଜନ ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶକୁ ଅରାଜକତା ଓ ବିଭାଜନ ରାଜନୀତିରୁ ବାହାରକୁ ନେବା ପାଇଁ ଏକ ସ୍ଥିର…

ପାକିସ୍ତାନ ନିର୍ବାଚନ; ଚାଲିଛି ଭୋଟ ଗଣତି, ଜାଣନ୍ତୁ କିଏ ଆଗରେ କିଏ ପଛରେ?

ଲାହୋର୍: ଗୁରୁବାର ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିର ୨୬୬ ଟି ଆସନ ପାଇଁ ମତଦାନ ପରେ ଫଳାଫଳ ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ଫଳାଫଳରେ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ୮୭ ଜଣ ସ୍ୱାଧୀନ…

ପାକିସ୍ତାନ ନିର୍ବାଚନରେ ଜାଲିଆତି ଅଭିଯୋଗରେ ଚିନ୍ତା ପ୍ରକଟ କଲେ ଆମେରିକା ଓ ବ୍ରିଟେନ

ନୂଆଦିଲ୍ଲୀ: ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗ କୁ ନେଇ ସେ ଉଦ୍ ବେଗ ପ୍ରକାଶ କରିଛନ୍ତି। ବ୍ରିଟିଶ ବୈଦେଶିକ ସଚିବ ଡେଭିଡ୍ କ୍ୟାମେରନ୍ କହିଛନ୍ତି ଯେ ତାଙ୍କ ଦେଶ ମୌଳିକ ମାନବିକ ଅଧିକାର ବଜାୟ…