Browsing Category

ବିଦେଶ

(video)ବାବରଙ୍କ ସାମ୍ନାରେ ହେଲା ନୋଟ୍‌ର ବର୍ଷା, ସମସ୍ତେ ଦେଖି ତାଜୁବ

ନୂଆଦିଲ୍ଲୀ: ବାବର ଆଜମ୍ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନ କ୍ରିକେଟ ଟିମ୍‌ର କ୍ୟାପଟେନ ଭାବରେ ଓ ଜଣେ ଖେଳାଳୀ ଭାବରେ ଖରାପ ପ୍ରଦର୍ଶନ ପରେ କ୍ୟାପଟେନସିପ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୯ରେ ସେ ପାକିସ୍ତାନ…

ଆମେରିକା ଓ ବ୍ରିଟେନ ବିରୁଦ୍ଧରେ ଆଫ୍ରିକାକୁ ସମର୍ଥନ କଲା ଭାରତ, ଜାତିସଂଘରେ ଅଣାଯାଇଥିଲା ଏହି ବଡ ପ୍ରସ୍ତାବ

ନୂଆଦିଲ୍ଲୀ: ଜାତିସଂଘରେ ଭାରତ ଟ୍ୟାକ୍ସେସନ ଉପରେ ଆଫ୍ରିକୀୟ ଦେଶର ପ୍ରସ୍ତାବକୁ ସମର୍ଥନ କରିବା ସହ ଆଫ୍ରିକାକୁ ଜିତାଇ ବି ଦେଇଛି । ଆମେରିକା, ବ୍ରିଟେନ ପରି ଦେଶ ବିରୁଦ୍ଧରେ ଯାଇ ଭାରତ ୫୪ ଦେଶ ବିଶିଷ୍ଟ ଆଫ୍ରିକା…

ଛଟେଇ କରିବ ଶହ ଶହ ବର୍ଷର ଏକ ପୁରୁଣା ବ୍ୟାଙ୍କ : ଚାକିରି ହରାଇବେ ୨ ହଜାର କର୍ମଚାରୀ!

ନୂଆଦିଲ୍ଲୀ: ନିକଟରେ ଗୁଗଲ, ଆମାଜନ, ମାଇକ୍ରୋଶଫ୍ଟ ପରି ବିଶ୍ୱର ବହୁ ଟେକ କମ୍ପାନୀ ନିଜ କମ୍ପାନୀରୁ ବହୁ କର୍ମଚାରୀଙ୍କୁ ଛଟେଇ କରିଥିଲେ । ଆଗକୁ ମଧ୍ୟ କିଛି ବଡ଼ କମ୍ପାନୀ କିଛି କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର…

୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ଆଶ୍ୱସ୍ତି ନେଇ ବଢ଼ିଲା ଆଶା: ଭାରତର ଅପିଲକୁ ଗ୍ରହଣ କଲା କତାର କୋର୍ଟ

ନୂଆଦିଲ୍ଲୀ: କତାର କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ଆଶ୍ୱସ୍ତି ନେଇ ଆଶା ବଢ଼ିଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଅପିଲକୁ ଗ୍ରହଣ କରିଛି କତାର କୋର୍ଟ…

ପୁଣି ଇତିହାସ ରଚିବ ଇସ୍ରୋ! ଚନ୍ଦ୍ରଯାନ-୩ ପରେ ଚନ୍ଦ୍ରଯାନ-୪; ଜାଣନ୍ତୁ କେତେ ଭିନ୍ନ ରହିବ ଏହି ମିଶନ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଅପାର ସଫଳତା ପରେ ଇସ୍ରୋର ମନୋବଳ ବେଶ ବଢ଼ିଯାଇଛି । ମହାକାଶ ମିଶନ ଇତିହାସରେ ଏହା ପ୍ରଥମ ଥର କୌଣସି ଦେଶ ନିଜର ମହାକାଶଯାନକୁ ଚନ୍ଦ୍ରର ସାଉଥ ପୋଲରେ ସଫଳତାର ସହ ଅବତରଣ କରିପାରିଛି। ତେବେ…

କରୋନା ପରି ଆଉ ହେବନି ଭୁଲ! ଚୀନରେ ବ୍ୟାପୁଥିବା ରହସ୍ୟମୟୀ ରୋଗକୁ ନେଇ ରିପୋର୍ଟ ମାଗିଲା WHO

ନୂଆଦିଲ୍ଲୀ: କରୋନା ପରେ ଚୀନରେ ପୁଣି ଏକ ନୂଆ ରୋଗର ଖବର ଆସୁଛି। ଉତ୍ତର ଚୀନରେ ନିମୋନିଆ ବ୍ୟାପୁଥିବା ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବେଜିଂରୁ ଅଧିକ ରିପୋର୍ଟ ମାଗିଛି। ଏହି ରୋଗ ଦ୍ୱାରା ପିଲାମାନେ ଅଧିକ…

ଲାଇଭ୍ ଶୋ’ କରୁଥିବା ସମୟରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ, ଗୀଟାର ବଜାଇ ମଞ୍ଚରେ ଗାଉଥିଲେ ଗୀତ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଶାନ୍ତ ହେବାର ନାଁ ଧରୁନାହିଁ । ପ୍ରାୟ ୨ ବର୍ଷ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଏବେ ଜଣେ ଅଭିନେତ୍ରୀଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା ଲାଇଭ୍…

(video)ହସ୍ପିଟାଲ ତଳେ ନିର୍ମାଣ ହୋଇଥିଲା ହମାସ ଆତଙ୍କର ଗୁପ୍ତ ସହର, ଏସି ଫ୍ରିଜ୍ ଠାରୁ ଆରମ୍ଭ କରି ଭରି ରହିଥିଲା ମାରଣାସ୍ତ୍ର

ନୂଆଦିଲ୍ଲୀ: ଗାଜାରେ ଅଲ୍ ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ବିରୁଦ୍ଧରେ ଲଢେଇ ସୁରକ୍ଷିତ ଆଡ୍ଡା ମନେ କରୁଥିଲେ । ହସ୍ପିଟାଲ ତଳେ ହମାସ ଆତଙ୍କର ଗୁପ୍ତ ସହର ନିର୍ମାଣ କରିଥିଲା । ସିଫା ହସ୍ପିଟାଲ ତଳୁ…

ଅବିଶ୍ୱାସ ହେଲେ ବି ସତ: କମ୍ପାନୀ ସୁନ୍ଦର ପୁରୁଷଙ୍କୁ ନିଯୁକ୍ତି ଦେଉଛି, ସେମାନେ କର୍ମଚାରୀଙ୍କୁ କନ୍ଦାଇବେ ଓ ଲୁହ ପୋଛିବେ

ନୂଆଦିଲ୍ଲୀ: ଅନେକ ସମୟରେ କିଛି କମ୍ପାନୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଥାନ୍ତି । ଏପରି ଭାବେ କିଛି କମ୍ପାନୀର ନିୟମ ବିଷୟରେ ଶୁଣିବାକୁ ଅଜବ ଲାଗିଥାଏ । କିଛି କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ…

ମିଚେଲ ମାର୍ଶଙ୍କ ବିରୋଧରେ ମାମଲା ରୁଜୁ: ବିଶ୍ୱକପ୍ ଟ୍ରଫିକୁ ଅପମାନ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ନାଁରେ ଥାନାରେ ଏତଲା। ବିଶ୍ୱକପ୍ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ଗେଟ୍ ପୋଲିସ ଷ୍ଟେସନରେ ମାର୍ଶଙ୍କ…