Browsing Category
ବିଦେଶ
ଅଶ୍ୱତ୍ଥାମା ହେବ ଆମେରିକୀୟ ସେନା!
ୱାଶିଂଟନ୍: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…
ପ୍ରତି ମିନିଟରେ ଦୁନିଆରେ ଅନାହାରରେ ପ୍ରାଣ ହରାଉଛନ୍ତି ୧୧ ଜଣ, ବିକଟ ସ୍ଥିତିର ସାମ୍ନା କରୁଛନ୍ତି ୧୫.୫ କୋଟି
ନୂଆଦିଲ୍ଲୀ: ଦୁନିଆରେ ଅନାହାରରେ ପ୍ରତି ମିନିଟ୍ ରେ ପ୍ରାଣ ହରାଉଛନ୍ତି ୧୧ ଜଣ ଲୋକ ଓ ଗତ ୧ ବର୍ଷ ମଧ୍ୟରେ ଅନାହାର ଜନିତ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ସଂଖ୍ୟା ଛଅଗୁଣ ବଢ଼ିଯାଇଛି । ଗରିବ ନିରୋଧୀ ସଂଗଠନ…
ଟିକା ନନେଲେ ଚାକିରି ନାହିଁ: ଏମିତି ନିୟମ ଆଣିଲା ଏହି ଦେଶ
ନୂଆଦିଲ୍ଳୀ: କରୋନା ଭାଇରସକୁ ନିୟନ୍ତ୍ରଣ କରିବା ସମସ୍ତ ଦେଶ ପାଇଁ ଅତ୍ୟନ୍ତ କଷ୍ଟକର ବିଷୟ ପାଲଟିଛି । ଏପରି ପରସ୍ଥିତିରେ ଟିକାକରଣକୁ ଏକମାତ୍ର ବିକଳ୍ପ ଭାବରେ ଗ୍ରହଣ କରାଯାଇଛି । ତେବେ କିଛି ଲୋକଙ୍କ ମନରେ କରୋନା…
ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୩୦ ଜଣ ଆହତ ମଧ୍ୟ ହୋଇଛନ୍ତି । ନିଆଁ ଏତେମାତ୍ରାରେ ବ୍ୟାପି ଥିଲା ଯେ…
ସକାଳୁ ଉଠିଲେ ଭୁଲିଗଲେ ଜୀବନର ୨୦ ବର୍ଷ, ନା ପତ୍ନୀଙ୍କୁ ଚିହ୍ନିପାରିଲେ ନା ପୁଅକୁ
ନୂଆଦିଲ୍ଲୀ: ସକାଳୁ ଉଠୁ ଉଠୁ ଜଣେ ଯୁବକ ନିଜ ଜୀବନର ୨୦ ବର୍ଷ ଭୁଲିଯାଇଛନ୍ତି । ତାଙ୍କୁ ଲାଗୁଛି ଯେ, ସେ ବର୍ତ୍ତମାନ ୧୯୯୦ ଦଶକରେ ରହିଛନ୍ତି । ଯୁବକ ଜଣକ ୩୬ ବର୍ଷର ହୋଇଥିବା ବେଳେ ତା ସହିତ ଏପରି କିଛି ଘଟଣା…
ଆମେରିକୀୟ ସ୍ପ୍ରିଣ୍ଟର୍ ଶା’କ୍ୟାରୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେନି; ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ: ଆମେରିକୀୟ ଦ୍ରୁତ ଧାବିକା ଶା’କ୍ୟାରୀ ରିଚାର୍ଡସନ୍ ସମସ୍ତ ଯୋଗ୍ୟତା ଥାଇ ବି ଅଲିମ୍ପିକ୍ସରେ ନେଇପାରିବେନି ଭାଗ । ୨୧ ବର୍ଷୀୟା ଏହି ସ୍ପ୍ରିଣ୍ଟର୍ ନିଜ ପାଇଁ ନିଜେ ତିଆରି କରିଛନ୍ତି ସମସ୍ୟା । ନିଶା ସେବନ…
ଫେସବୁକ୍, ଟୁଇଟର୍ ଓ ଗୁଗଲ ବିରୋଧରେ ମକଦ୍ଦମା ଦାୟର କରିବେ ଟ୍ରମ୍ପ
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ବିରୋଧରେ ମାମଲା ଦାୟର୍ କରିବେ ବୋଲି ଅଭିଯୋଗ କରିଛନ୍ତି । ସେ ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍, ଟୁଇଟର୍…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୦.୧୭ ଲକ୍ଷକୁ ବୃଦ୍ଧି
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ୧୭ ହଜାର ୧୬୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୫୮ ଲକ୍ଷ ୧୭…
‘ଡେଲ୍ଟା’ଠୁ ଅଧିକ ମାରାତ୍ମକ ‘ଲାମ୍ବଡା’ ଭାରିଏଣ୍ଟ, ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ହେଲା ଚିହ୍ନଟ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ଭୂତାଣୁର ଡେଲ୍ଟା ଭାରିଏଣ୍ଟ ଠାରୁ ଲାମ୍ବଡା ଅଧିକ ମାରାତ୍ମକ ଓ ଘାତକ । ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇସାରିଛି । ବିଶେଷକରି ପେରୁରେ ଚଳିତ ବର୍ଷ ମଇ…
ଟୋକିଓ ଅଲିମ୍ପିକ୍ସ: ଜାପାନରେ ଲାଗୁହେଲା ଜରୁରୀ ପରିସ୍ଥିତି
ନୂଆଦିଲ୍ଲୀ: ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଖେଳର ଏହି ମହାକୁମ୍ଭକୁ ଆଉ ମାତ୍ର ୧୬ ଦିନ ବାକିଥିବାବେଳେ ବୁଧବାର ଜାପାନ ସରକାର ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କୋଭିଡ-୧୯…