Browsing Category

ବିଦେଶ

ପୁଟିନଙ୍କୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ, କହିଲେ ଯୁଦ୍ଧ ବନ୍ଦ ନକରିଲେ ଆର୍ଥିକ ପ୍ରତିବନ୍ଧକ ଲାଗିବ

ନୂଆଦିଲ୍ଲୀ: ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହା ପରଠାରୁ ସେ ଆକ୍ସନ ମୋଡକୁ ଆସିଯାଇଛନ୍ତି । ଏହାରି ଭିତରେ ସେ ଋଷ ରାଷ୍ଚ୍ରପତି ଭ୍ଲାଦିମାର ପୁଟିନଙ୍କୁ ଖୋଲାଖୋଲି ଚେତାବନୀ…

ଖୁବଶୀଘ୍ର ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ହେବ ଆଲୋଚନା

ୱାଶିଂଟନ/ନୂଆଦିଲ୍ଲୀ,୨୨ା୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଶୀଘ୍ର ସାକ୍ଷାତ ହୋଇପାରନ୍ତି। ସୂଚନାନୁସାରେ, ଫେବୃଆରୀରେ ୱାଶିଂଟନରେ ପିଏମ ମୋଦୀ ଏବଂ…

ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କଲା ଭାରତ, ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ ଶର୍ମାଙ୍କ ବୋବାଲ ପ୍ରଦର୍ଶନ। ସେ ୭୯ ରନ୍ କରିଥିଲେ। ଏହି ବିଜୟ ସହ…

Video: ଆଖି ଖୋସିହୋଇଗଲା ଭଳି କ୍ୟାଚ୍ ଧରିଲେ ନୀତିଶ, ଦେଖିଲେ ହେବ ବିଶ୍ୱାସ

ମୁମ୍ୱାଇ: ବରୁଣ ଚକ୍ରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ବଡ଼ ଧମାଲ ମଚାଇଛନ୍ତି। ବରୁଣ ୪ ଓଭରରେ ୨୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଅସମ୍ଭବ କ୍ୟାଚ୍ ନୀତୀଶ ରେଡ୍ଡୀ ଧରିଥିଲେ। ଲେଗ୍ ସ୍ପିନରଙ୍କ…

ଟ୍ରମ୍ପଙ୍କ ଏହି ପଦକ୍ଷେପ ଭାରତ ପାଇଁ ଦେଲା ବଡ଼ ସଙ୍କେତ, ସମ୍ପର୍କ ହେବ…

ୱାଶିଂଟନ,୨୨ା୧: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ତାଙ୍କ ପ୍ରଶାସନରେ ଭାରତ-ଆମେରିକା ସମ୍ପର୍କ କିପରି ରହିବ ତାହା ଉପରେ ଲୋକଙ୍କ ନଜର ରହିଛି। ଆମେରିକା ସହ ଦ୍ୱିପାକ୍ଷିକ…

ପୁଷି ମାଉସୀ ପାଇଁ ଚାଲିଗଲା ଚାକିରି, କମ୍ପାନୀକୁ ଇସ୍ତଫା ପତ୍ର ପଠାଇଦେଲା ବିଲେଇ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଅଜବ ଘଟଣା । ଜଣେ ମହିଳାଙ୍କର ଚାକିରି ନେଇଯାଇଛି  ବିଲେଇ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସମ୍ପୁର୍ଣ୍ଣ ସତ୍ୟ । 25 ବର୍ଷୀୟ ମହିଳାଙ୍କର ସହିତ ଏପରି ଘଟିଛି ।…

ଗୁଡ଼ି ଉଡ଼ାଇଲେ ଟେକି ନେଇଯାଉଛି ପୋଲିସ, ଜାରି ହେଲା କଡ଼ା ନିୟମ  

ନୂଆଦିଲ୍ଲୀ: ଏଠି ଗୁଡ଼ି ଉଡ଼ାଇଲେ ଟେକି ନେଇଯାଉଛି ପୋଲିସ। ଫତୱା ଅନୁଯାୟୀ, ବିଶେଷ କରି କ୍ଷତିକାରକ ଏବଂ ବିପଜ୍ଜନକ ସୂତା ପ୍ରାୟତଃ ଲୋକଙ୍କ ବେକରେ ଫସିଯାଉଛି। ଉଡ଼ନ୍ତା ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୁଡ଼ି…

ଜାଣିଛନ୍ତି କି ଟ୍ରମ୍ପଙ୍କ ବାସଭବନର ନାମ କଣ? ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆମେରିକାରେ ଆରମ୍ଭ ହୋଇଛି ଟ୍ରମ୍ପ ରାଜ୍ । ତେବେ ଏହି ସମୟରେ ଟ୍ରମ୍ପଙ୍କ ଘର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁନାରେ ଛାଉଣି ଟେବୁଲ, ଫର୍ଣ୍ଣିଚର। ଘରର କାନ୍ଥରେ ସୁନାର ଆବରଣ ହୋଇଛି ।…

ଆମେରିକାରେ ୧୦ ଲକ୍ଷ ଭାରତୀୟଙ୍କୁ ଝଟକା! ଟ୍ରମ୍ପଙ୍କ ନିଷ୍ପତ୍ତି ବଢାଇଲା ଚିନ୍ତା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଅନେକ ନିଷ୍ପତ୍ତି ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ହୋଇଛି କି ନାହିଁ, ସେ…

ଝିଅ କେବେ ବିବାହ କରିବ ନିଷ୍ପତ୍ତି ନେଇଥାନ୍ତି ମୌଲବୀ, ଜାଣନ୍ତୁ କେଉଁ ଦେଶରେ ଜାରି ହୋଇଛି ଆଇନ୍‌

ବାଗଦାଦ: ଏଣିକି ଝିଅର ବିବାହ ବୟସ ନିର୍ଣ୍ଣୟ କରିବେ ମୌଲବୀ। ଏହା ମହିଳା ଅଧିକାର ସଂଗଠନ ଏବଂ ମାନବାଧିକାର କର୍ମୀଙ୍କ ପାଇଁ ଚିନ୍ତାର ବିଷୟ। ମଙ୍ଗଳବାର ଅର୍ଥାତ ଜାନୁଆରୀ ୨୧ ଇରାକର ସଂସଦ ତିନୋଟି ବିବାଦୀୟ ଆଇନକୁ…