Browsing Category
ବିଦେଶ
ଅନ୍ଧାରରେ ଭବିଷ୍ୟତ ! ୧୨ ମାସରେ ୧୦୦ କୋଟି ପିଲା ହେଉଛନ୍ତି ହିଂସାର ଶିକାର
ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଶିଶୁଙ୍କ ଉପରେ ହେଉଥିବା ହିଂସାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଡରାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ପ୍ରତିବର୍ଷ ବିଶ୍ୱରେ ୧୦୦ କୋଟି ଶିଶୁ…
ଏଲନ ମସ୍କଙ୍କ ଉପରେ ଥମୁନି ଟଙ୍କାର ବର୍ଷା! ୩୦୦ ବିଲୟନ ଡଲାର ଅତିକ୍ରମ କଲା ସଂପତ୍ତି
ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଉପରେ ଟଙ୍କାର ବର୍ଷା ଥମିବାର ନାମ ନେଉନି। ଯେବେଠାରୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି, ସେବେଠାରୁ ମସ୍କଙ୍କ ସଂପତ୍ତି ବଢିବାରେ ଲାଗିଛି। ବ୍ଲୁମବର୍ଗ…
‘କାନାଡାରେ ଅଛନ୍ତି ଖାଲିସ୍ତାନୀ ସମର୍ଥକ’…ଜଷ୍ଟିନ୍ ଟ୍ରୁଡୋ ନିଜେ କଲେ ଖୁଲାସା
ନୂଆଦିଲ୍ଲୀ: ଖାଲିସ୍ତାନୀଙ୍କ ପ୍ରତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ(Justin Trudeau)ଙ୍କ ଭଲପାଇବା ବିଷୟରେ ପ୍ରାୟ ସମସ୍ତେ ଅବଗତ ଏବଂ ସମୟ ସମୟରେ ସେ ଏହାର ପ୍ରମାଣ ମଧ୍ୟ ଦେଇ ଆସୁଛନ୍ତି । ଖାଲିସ୍ତାନୀ…
ପାକିସ୍ତାନ ବେଲୁଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ; ୨୧ ମୃତ, ୩୦ରୁ ଅଧିକ ଗୁରୁତର
ନୂଆଦିଲ୍ଲୀ: ପାକିସ୍ତାନ ବେଲୁଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ୨୧ ମୃତ, ୩୦ରୁ ଅଧିକ ଗୁରୁତର ସୂଚନା । କ୍ୱେଟା ରେଲୱେ ଷ୍ଟେସନ ପରିସରରେ ବିସ୍ଫୋରଣ । ଶନିବାର ସକାଳେ ପାକିସ୍ତାନର ବେଲୁଚିସ୍ତାନର…
WhatsAppରେ ଗ୍ରୁପ କ୍ରିଏଟ ପାଇଁ କରିବାକୁ ପଡିବ ପେମେଣ୍ଟ, ଜାଣନ୍ତୁ ସରକାର କାହିଁକି ନେଲେ ଏପରି ନିଷ୍ପତ୍ତି
ନୂଆଦିଲ୍ଲୀ: ଜିମ୍ବାୱେ ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନୁଯାୟୀ, ସମସ୍ତ ହ୍ୱାଟ୍ସଆପ ଗ୍ରୁପ ଆଡମିନଙ୍କୁ ପୋଷ୍ଟ ଏବଂ ଟେଲିକମୁନିକେସନ ରେଗୁଲେଟରୀ ଅଥରିଟୀ ଅଫ ଜିମ୍ବାୱେ ସହ ରେଜିଷ୍ଟ୍ରେସନ କରିବାକୁ…
କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ହ୍ରାସ ପାଇଲା ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାର, RBI ତଥ୍ୟ
ମୁମ୍ୱାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ନଭେମ୍ବର ପହିଲାରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ହ୍ରାସ ପାଇଛି। ୨.୬୭୫ ବିଲିୟନ ଡଲାର ହ୍ରାସ ପାଇ…
ହିଂସା ପରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ଏପରି କହିଲେ ନେଦରଲାଣ୍ଡରାଜା?
ନୂଆଦିଲ୍ଲୀ: ନେଦରଲାଣ୍ଡର ରାଜା ୱିଲେମ-ଆଲେକଜାଣ୍ଡର ଗତକାଲି ରାତିରେ ଆମ୍ଷ୍ଟରଡାମରେ ହୋଇଥିବା ହିଂସା କୁ ନେଇ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗଙ୍କ ସହ କଥା ହୋଇଛନ୍ତି । ସେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ କହିଛନ୍ତି…
ସୁନ୍ଦର-ଇନୋସେଣ୍ଟ୍ ଚେହେରାକୁ ବ୍ୟବହାର କରି, ୩୦ ଜଣ ମହିଳାଙ୍କୁ ଦୁଷ୍କର୍ମ-ହତ୍ୟା, ପୋଲିସ କାବା
ନୂଆଦିଲ୍ଲୀ: ଇତିହାସର ଅନ୍ୟତମ କୁଖ୍ୟାତ ସିରିଏଲ କିଲର ଟେଡ୍ ବୁଣ୍ଡି। ଧୋକା, ପ୍ରତାରଣା ଓ ନିଷ୍ଠୁରତାର ଆଉ ଏକ ନାମ । ଯିଏ ଅନେକ ସାଙ୍ଘାତିକ ଘଟଣା ଘଟାଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ଆଇନ ଆଖିରୁ ଦୂରେଇ ରହିଥିଲା। ତା…
(Video)ଏମିତି ନାଚ କେବେ ଦେଖିନଥିବେ, ଛାତିରେ ଛାତିଏ କୋହ, ହେଲେ ଏମିତି ଝୁମିଲେ ବୃଦ୍ଧ ଯେ…
ଓଡିଶା ଭାସ୍କର- ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେଉଛି । ଜଣେ ବୃଦ୍ଧ ଫୁଲ ଜୋସରେ ଡ୍ୟାନ୍ସ କରୁଛନ୍ତି । ଚାରି ପାଖରେ ଅନେକ ଲୋକ ଠିଆ ହୋଇ ତାଙ୍କ ନାଚ ଦେଖୁଛନ୍ତି, ଆଉ ସେହିଠାରେ ଏକ କଫିନ ରହିଛି ଶେଷ ଯାତ୍ରା…
ଚୁଟି ଟିକେ ରଙ୍ଗ କରିବା କଣ ପାପ? କାହିଁକି ଝିଅଟିକୁ ଏପରି ପ୍ରତାଡିତ କଲେ କି, ସେ ଜୀବନ ହାରିଲା
ନୂଆଦିଲ୍ଲୀ- ଝିଅଟିଏ ବୋଲି ସଉକରେ ନଖରେ ନେଲପଲିସ, ଚୁଟିରେ ରଙ୍ଗ ଟିକେ ବୋଳିଥିଲା । ସେ ଜାଣିନଥିଲା, ଏହା ତା ପାଇଁ ହୋଇଯିବ ଅଭିଶାପ । ଏଥିପାଇଁ ତାକୁ ଜୀବନ ହାରିବାକୁ କରାଯିବ ବାଧ୍ୟ । ହଁ ଇରାନର ଫ୍ରାର୍ସ ଇଲାକାରେ…