Browsing Category

ବିଦେଶ

ଭାରତୀୟ ବାୟୁସେନା ବିମାନରେ ଲଦାଖରେ ପହଞ୍ଚିଲେ ଦଲାଇଲାମା, ଚୀନ୍ ହୋଇଯିବ ଖପ୍ପା

ନୂଆଦିଲ୍ଲୀ,୧୨ା୭: ଦଲାଇଲାମାଙ୍କ ଉତ୍ତରାଧିକାରୀ ଉପରେ ଚୀନ୍ ପୂର୍ବରୁ ଖପ୍ପା ହୋଇ ରହିଛି ।  ତେଣୁ ଏବେ ତାଙ୍କର ଲଦାଖ ଗସ୍ତ ଚୀନ୍‌କୁ ଆହୁରି କ୍ରୋଧିତ କରିବ ଜଳଜଳ ଦିଶୁଛି । ଦଲାଇଲାମା ଶନିବାର ହିମାଚଳପ୍ରଦେଶର…

ଜାପାନୀ ‘ବାବା ଭାଙ୍ଗା’ର ଜ୍ୱାଲାମୁଖୀ ବିସ୍ଫୋରଣ ଭବିଷ୍ୟବାଣୀ ହେଲା ସତ ! ଜାପାନରେ ସତରେ ଘଟୁଛି ଭୟଙ୍କର ଘଟଣା

ଜାପାନୀ ମାଙ୍ଗା ଶିଳ୍ପୀ ରିଓ ତାତ୍ସୁକି, ଯିଏ ଜାପାନର ‘ବାବା ଭାଙ୍ଗା’ ଭାବେ ଜଣାଶୁଣା, ତାଙ୍କର ୧୯୯୯ ମସିହାରେ ପ୍ରକାଶିତ ପୁସ୍ତକ ‘ଦ ଫ୍ୟୁଚର ଆଇ ସ’ରେ ୨୦୨୫ରେ ଏକ ବିପର୍ଯ୍ୟୟକାରୀ ପ୍ରାକୃତିକ ଦୁର୍ଘଟଣାର…

ବିନାଶର ଟ୍ରେଲର! ବିଶ୍ୱର ପ୍ରଥମ; ମିଳିବନି ବୁନ୍ଦାଏ ପାଣି, ଶୋଷରେ ଛଟପଟ ହେବ ଏହି ସହର

ଆଫଗାନିସ୍ତାନ: 2030 ସୁଦ୍ଧା ଆଫଗାନିସ୍ତାନ ରାଜଧାନୀ କାବୁଲ, ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇପାରେ। ରିପୋର୍ଟ ଅନୁଯାୟୀ, ଗତ 10 ବର୍ଷ ମଧ୍ୟରେ ଭୂତଳ ଜଳ 30 ମିଟର ହ୍ରାସ ପାଇଛି ଏବଂ ଅଧାରୁ ଅଧିକ ବୋରୱେଲ ଶୁଖିଯାଇଛି।…

୧୫ ତାରିଖରୁ YouTube ଲାଗୁ କରିବ ନୂଆ ନିୟମ, ଜଣାନ୍ତୁ କେଉଁଭଳି କଣ୍ଟେଣ୍ଟ କ୍ରିଏଟରଙ୍କୁ ମିଳିବନି ଟଙ୍କା

ୱାଶିଂଟନ: YouTube ଦୀର୍ଘ ଦିନ ଧରି AI ସ୍ପାମ୍ ଭିଡିଓର ଏକ ଗମ୍ଭୀର ସମସ୍ୟା ସହିତ ସଂଘର୍ଷ କରୁଛି। ଏହି ଭିଡିଓଗୁଡ଼ିକ କେବଳ ପ୍ଲାଟଫର୍ମର ଗୁଣବତ୍ତା ହ୍ରାସ କରିବା ସହ କଣ୍ଟେଣ୍ଟ କ୍ରିଏଟରଙ୍କ ରୋଜଗାରକୁ ମଧ୍ୟ…

ପାକିସ୍ତାନ ଆର୍ମିକୁ ବଡ଼ ଝଟକା: ୫୦ ପାକ୍ ସେନା ସମେତ ୯ ISI ଏଜେଣ୍ଟ ମୃତ

କ୍ୱେଟା: ପାକିସ୍ତାନୀ ସେନା ବିରୁଦ୍ଧରେ ବେଲୁଚି ବିଦ୍ରୋହୀ ଗୋଷ୍ଠୀ ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (BLF) ର 3 ଦିନିଆ ଅପରେସନ୍ "BAM" ଶେଷ ହୋଇଛି। BLF ଦାବି କରିଛି ଯେ 9 ଜୁଲାଇରୁ 11 ଜୁଲାଇ ପର୍ଯ୍ୟନ୍ତ ଏହା…

ଡ୍ରୋନ୍ ଦ୍ୱାରା ବମ୍ ବ୍ଲାଷ୍ଟ କରିବାକୁ ଚାହୁଁଥିଲା ଆତଙ୍କୀ, ଭୁଲ୍ ବଶତଃ ହାତରୁ ଖସି ବିସ୍ଫୋରଣରେ ନିଜେ ମରିଗଲା

ପାକିସ୍ତାନ: ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଲେ ପାକିସ୍ତାନ କମାଣ୍ଡର। ଡ୍ରୋନ୍ ବ୍ଲାଷ୍ଟ କରିବାକୁ ଚାହୁଁଥିଲା ଆତଙ୍କୀ। ହେଲେ ଡ୍ରୋନ୍ ବ୍ଲାଷ୍ଟ ହେବା ପୂର୍ବରୁ ଖସି ପଡ଼ିଥିଲା। ଯେଉଁ ବିସ୍ଫୋରଣରେ ନିଜେ ପ୍ରାଣ…

Ahmedabad Plane Crash: ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର 90 ସେକେଣ୍ଡରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ

ଅହମଦାବାଦ: ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପକ୍ଷରୁ ବଡ଼ ଖୁଲାସା । ଅପ୍ରତ୍ୟାସିତ ଭାବରେ ଦୁଇଟି ଇଞ୍ଜିନ ହଠାତ୍ କାମ କଲାନି । ଏକ…

ରୁଷରୁ ତେଲ କିଣୁଥିବା ଦେଶ ଉପରେ ହାଇ ଟାରିଫ୍, ଆମେରିକୀୟ ସାଂସଦ କହିଲେ ଭାରତ ଉପରେ ବି…

ନୂଆଦିଲ୍ଲୀ/ୱାଶିଂଟନ,୧୧ା୭: ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତାକୁ ନେଇ ଆମେରିକା ଏବେ କ୍ଷୁବ୍ଧ । ଦୁଇ ବଡ଼ ଆମେରିକୀୟ ନେତା ଲିଣ୍ଡସେ ଗ୍ରାହାମ (ରିପବ୍ଲିକାନ) ଏବଂ ରିଚାର୍ଡ ବ୍ଲୁମେନ୍ଥଲ (ଡେମୋକ୍ରାଟ) ମିଳିତ ଭାବରେ ଏକ…

ଟ୍ରେନ ଯାତ୍ରା ସମୟରେ ଏବେ ହ୍ଵାଟସଆପରେ କରିପାରିବେ ଅଭିଯୋଗ, ରେଲୱେ ଜାରି କଲା ଚାଟବଟ ନମ୍ବର

ଭୁବନେଶ୍ୱର: ଭାରତୀୟ ରେଲୱେ ଯାତ୍ରୀଙ୍କ ସୁବିଧା ପାଇଁ ଏକ ନୂଆ ଡିଜିଟାଲ ପଦକ୍ଷେପ ଗ୍ରହଣ କରିଛି। ଏବେ ଟ୍ରେନ ଯାତ୍ରା ସମୟରେ କୌଣସି ଅସୁବିଧା କିମ୍ବା ସମସ୍ୟା ହେଲେ, ଯାତ୍ରୀମାନେ ହ୍ଵାଟସଆପ ଚାଟବଟ ମାଧ୍ୟମରେ…

କମେଡିଆନ କପିଲ ଶର୍ମାଙ୍କ କାଫେ ଉପରେ କାହିଁକି ହେଲା ଫାୟାରିଂ? ଖାଲିସ୍ତାନ ସମର୍ଥକ ଆତଙ୍କୀ ଲାଡି ନିଜେ କଲା ଖୁଲାସା

ନୂଆଦିଲ୍ଲୀ: ଭାରତୀୟ କମେଡିଆନ କପିଲ ଶର୍ମାଙ୍କ କାନାଡାର ସରେ ସହରରେ ଥିବା ‘କାପ୍ସ କାଫେ’ ଉପରେ ଜୁଲାଇ ୯, ୨୦୨୫ ରାତିରେ ହୋଇଥିବା ଗୁଳିବିନ୍ଧା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଆକ୍ରମଣର ଦାୟିତ୍ୱ…