fbpx
Browsing Category

ବିଦେଶ

ଠକ ଧର୍ମଗୁରୁ ନିତ୍ୟାନନ୍ଦଙ୍କୁ ଲାଗିଲା ବଡ଼ ଝଟକା: ମହଙ୍ଗା ପଡ଼ିଲା ଭାରତ ବିରୋଧୀ ମନ୍ତବ୍ୟ, UN ଜାରି କଲା ବୟାନ

ନୂଆଦିଲ୍ଲୀ: ବିହୁ ବିବାଦରେ ସମ୍ପୃକ୍ତ ଥିବା ଧର୍ମଗୁରୁ ନିତ୍ୟାନନ୍ଦଙ୍କୁ ନେଇଛି ଆସିଛି ଏକ ବଡ଼ ଅପଡେଟ୍ । ନିକଟରେ ନିତ୍ୟାନନ୍ଦଙ୍କ ଦ୍ୱାରା ସ୍ଥାପିତ କାଳ୍ପନିକ ଦେଶ ‘କୈଳାସ’ର ଜଣେ ପ୍ରତିନିଧି ମିଳିତ ଜାତିସଂଘର ଏକ…

ଟିକଟୋକ ଉପରେ ରୋକ ଲଗାଇବେ ଆମେରିକା ରାଷ୍ଟ୍ରପତି, ବିଲକୁ ମଞ୍ଜୁରୀ ଦେଲା ହାଉସ ପ୍ୟାନେଲ!

ନ୍ୟୁୟର୍କ: ଆମେରିକାର ଗୃହ ବୈଦେଶିକ ବ୍ୟାପାର କମିଟି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚୀନ ମାଲିକାନା ଟିକଟୋକ୍ ଉପରେ ପ୍ରତିବନ୍ଧ ଲଗାଇବାକୁ କ୍ଷମତା ପ୍ରଦାନ କରିଛନ୍ତି । ଏହା ଯେକୌଣସି ସୋସିଆଲ ମିଡିଆ ଆପ୍…

ବ୍ଲଡ ସାମ୍ପୂଲରୁ ଚିହ୍ନଟ ହେବ କ୍ୟାନସର ସେଲ୍: ବୈଜ୍ଞାନିକମାନେ ଉଦ୍ଭାବନ କଲେ ଏକ ନୂଆ ଡିଭାଇସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନସର ସାରା ବିଶ୍ୱବାସୀଙ୍କ ପାଇଁ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗର ଲୋକଙ୍କୁ କ୍ୟାନସର ସଂକ୍ରମିତ…

Facebook, Google ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ ୟୁଜର୍ସ: କେନ୍ଦ୍ର ସରକାର ଲଞ୍ଚ କଲେ ଅନଲାଇନ୍ ପୋର୍ଟାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ି ଚାଲିଥିବା ବେଳେ ଅନେକ ସମୟରେ ୟୁଜର୍ସଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଅନେକ ସମୟରେ ସୋସିଆଲ ମିଡ଼ିଆ କମ୍ପାନୀମାନେ…

ରହସ୍ୟ ପ୍ରେମିକା ସହ ଏହି ବିଳାସପୂର୍ଣ୍ଣ ଜାଗାରେ ରହୁଛନ୍ତି ପୁଟିନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡମୀର ପୁଟିନ ନିଜ ଜିମ୍ନାଷ୍ଟ ପ୍ରେମିକା ସହ ଏକ ସୁରକ୍ଷା ଜାଗାରେ ରହୁଛନ୍ତି । ଯେଉଁଠାରେ ବହୁ ଗୁଡିଏ ମହଲମାନ ରହିଛି ଏବଂ ତାଙ୍କ ପିଲାମାନେ ଖେଳିବା ପାଇଁ ଖେଳ ପଡିଆ ରହିଛି । ରୁଷ…

ଟ୍ରେନ ଦୁର୍ଘଟଣାରେ ୧୬ ମୃତ ଓ ୮୫ ଆହତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଗ୍ରୀସ: ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ ଆଥେନ୍ସ ଏବଂ ଥେସାଲୋନିକ ସହରରେ ଏପରି ଦୁର୍ଘଟଣାରେ ୮୫ ଜଣ ଆହତ ହୋଇଛନ୍ତି । ଜଣେ ଅଗ୍ନିଶମ ବିଭାଗର…

AIକୁ ନେଇ ଆସିଲା ବଡ଼ ତଥ୍ୟ: ଆଗାମୀ ଦିନରେ ମଣିଷର ଭାବିବା-ବୁଝିବା କ୍ଷମତା ହୋଇଯିବ ସମାପ୍ତ, ନିଷ୍ପତ୍ତି ନେବାରେ ମଣିଷ ହୋଇଯିବ ଅକ୍ଷମ

ନୂଆଦିଲ୍ଲୀ: ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରୟୋଗ ବଢ଼ିବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହାର ବହୁଳ ପ୍ରଭାବ ଦେଖିବାକୁ ମିଳିବ । ତେବେ ଏଆଇକୁ ନେଇ ଆମେରିକା ଥିଙ୍କ…

ସ୍ୱଦେଶୀ ହିନ୍ଦୁ ଧର୍ମକୁ ପୁନର୍ଜିବିତ କରିବା ପାଇଁ ନିତ୍ୟାନନ୍ଦ ନିର୍ଯାତିତ ହେଉଥିଲେ: UN ସମ୍ମିଳନୀରେ KAILASA ପ୍ରତିନିଧି

ନୂଆଦିଲ୍ଲୀ: ବିବାଦୀୟ ଗଡମ୍ୟାନ ନିତ୍ୟାନନ୍ଦଙ୍କର ଅନେକ ଆଶ୍ରମ ସାରା ଦେଶରେ ରହିଛି । ନିତ୍ୟାନନ୍ଦ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ରହିଛନ୍ତି । ତେବେ ନିକଟରେ ନିତ୍ୟାନନ୍ଦଙ୍କୁ…

ହୋଟେଲ ଫାଡିଦେଲା ପାସପୋର୍ଟ, ଘର ଠାରୁ ଦୂରରେ ରହିଲେ ୪୨ ଛାତ୍ର

ଲଣ୍ଡନ: ବ୍ରିଟେନର ବାସ୍ଲାଲରେ ଏକ ବିଦ୍ୟାଳୟର ୪୨ଜଣ ଛାତ୍ର ଆମେରିକାରେ ଫସିଯାଇଥିବା କଥା ସାମ୍ନାକୁ ଆସିଛି । ହୋଟେଲ ଉପରେ ଅଭିଯୋଗ ଆସିଛି ଯେ, ଛାତ୍ର ମାନଙ୍କ ପାସପୋର୍ଟ ଚିରି ଯାଇଛି । ବିବିସିର ଏକ ରିପୋର୍ଟ…

Kiss Device ସାହାଯ୍ୟରେ ତୁମେ ଦୂରରେ ଥାଇ ମଧ୍ୟ ନିଜ ସାଥୀକୁ କରିପାରିବ କିସ, ଦେଖା କରିବାର ନାହିଁ ଆବଶ୍ୟକ

ନୂଆଦିଲ୍ଲୀ: ଆଜି କାଲି ସବୁ କିଛି ଅନଲାଇନରେ ମିଳୁଛି । ସେ ଖାଇବା ଅର୍ଡର କଥା ହେଉ ଅବା ଡ୍ରେସ ସବୁ କିଛି ଲୋକ ମାନଙ୍କୁ ବେଶ ସହଜରେ ଲୋକ ମାନଙ୍କ ପାଖରେ ପହଞ୍ଚି ଯାଉଛି । ଯାହା ପାଇଁ ଲୋକଙ୍କୁ ଆଉ ଦୋକାନ ବଜାର ମଧ୍ୟ…