Browsing Category

ବିଦେଶ

କାଳେ ଖାଇବାରେ କିଏ ବିଷ ଦେଇ ଦେବ, ୧୦୦୦ ବ୍ୟକ୍ତିଗତ କର୍ମଚାରୀଙ୍କୁ ହଟାଇ ଦେଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଥିବା ରୁଷର ରାଷ୍ଟ୍ରପତିଙ୍କୁ ନିଜର ଜୀବନକୁ ନେଇ ଘାରିଛି ଭୟ। କିଏ ଖାଇବାରେ ବିଷ ଦେଇ ମାରିଦେବ ତାକୁ ନେଇ ଚିନ୍ତିତ ପୁଟିନ୍। ତେଣୁ ନିଜର ବ୍ୟକ୍ତିଗତ ୧୦୦୦…

ଖୁବଶୀଘ୍ର ଭାରତୀୟ ବଜାରରେ ମେଡ୍ ଇନ ଇଣ୍ଡିଆ ଇଲେକ୍ଟ୍ରିକ୍ କାର: ସୁଜୁକି ମୋଟର୍ସ ନିବେଶ କରିବ ୧୨୬ କୋଟି

ନୂଆଦିଲ୍ଳୀ: ଭାରତୀୟ ବଜାର ପାଇଁ ଇଲେକ୍ଟ୍ରିକ୍ କାର ଆଉ ନୂଆ ନୁହେଁ । ତେବେ ଭାରତରେ ଏହି କାରର ନିର୍ମାଣ ବହୁତ କମ୍ । ତେବେ ଭାରତରେ ଏଣିକି ନିଜର ବୈଦ୍ୟୁତିକ କାର ଉତ୍ପାଦନ ଆରମ୍ଭ କରିବ ସୁଜୁକି ମୋଟର୍ସ । ଏହି…

ପଞ୍ଚମ ଥର ପାଇଁ ଦୁନିଆର ସବୁଠୁ ସୁଖୀ ଦେଶ ଫିନଲ୍ୟାଣ୍ଡ, ଭାରତର ସ୍ଥାନ…

ସଂଯୁକ୍ତ ରାଷ୍ଟ୍ର ତରଫରୁ ଶୁକ୍ରବାର ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୨ ଜାରି କରାଯାଇଛି । ତାଲିକାରେ ଫିନଲ୍ୟାଣ୍ଡ କ୍ରମାଗତ ୫ମ ଥର ଭାବେ ପ୍ରଥମ ସ୍ଥାନରେ ରହିଛି । ଫିନଲ୍ୟାଣ୍ଡ ହେଉଛି ସବୁଠାରୁ ସୁଖୀ ଦେଶ ।…

ୟୁକ୍ରେନ ଉପରେ ପଡିଲା ଘାତକ ମିସାଇଲ: ହିରୋସିମାରେ ପଡିଥିବା ପରମାଣୁ ବୋମାଠାରୁ ବି ଅଧିକ ଭୟଙ୍କର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯେତିକି ଦିନ ବଢୁଛି ସେତିକି ଗମ୍ଭୀର ହେଉଛି ପରିସ୍ଥିତି । ଏହାରି ମଧ୍ୟରେ ୟୁକ୍ରେନ ଉପରେ ଫିଞ୍ଜଲ ମିସାଇଲ ପକାଇବା ନେଇ ଦାବି କରିଛି ଋଷ । ପଶ୍ଚିମ ୟୁକ୍ରେନରେ ଥିବା…

ଆଜିଠୁ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ: ୟୁକ୍ରେନ ଏବଂ ଚୀନକୁ ନେଇ ମୋଦିଙ୍କ ସହ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୧୪ତମ ଭାରତ-ଜାପାନ ଶିଖର ବୈଠକରେ ଭାଗ ନେବା ନେଇ ସୂଚନା ଦେଇଛନ୍ତି…

୨୪ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ: ୧୪,୨୦୦ ସୈନିକ ମାରିଥିବା ୟୁକ୍ରେନର ଦାବି

କିଭ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଗତ ୨୪ ଦିନ ହେବ ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନା ଏବେବି ଆକ୍ରମଣ କରୁଛନ୍ତି । ଲୁହାନସ୍କରେ ରୁଷ ଆକ୍ରମଣରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି…

ଅପରେଶନ ଗଙ୍ଗାରେ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କଲେ ଶିବାନୀ ଲାକ୍ରା: ସାହାସିକତା ପାଇଁ ଏମିତି ପ୍ରଶଂସା କରୁଛନ୍ତି ଦେଶବାସୀ

ନୂଆଦିଲ୍ଲୀ: ବର୍ତ୍ତମାନ ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଯୁଦ୍ଧ । ଏହାର ମଧ୍ୟରେ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାର ଲାଗିଛି । ଏହି ଭିଡିଓ ଯିଏବି ଥରେ ଦେଖୁଛି ଭାରତର ପ୍ରଶଂସା ନକରି ରହିପାରୁନାହିଁ । ଏହି…

ଋଷ ବିରୋଧରେ ହତିଆର ଉଠାଇଲେ ୬ ଅନାଥଙ୍କ ମା’: ଶହୀଦ ହେବା ସହିତ ଇତିହାସରେ ହେଲେ ସାମିଲ

ନୂଆଦିଲ୍ଳୀ: ଫେବୃୟାରୀ ୨୪ ତାରିଖରେ ପଡୋଶୀ ରାଷ୍ଟ୍ର ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରେ ଋଷ । ଏହି ଯୁଦ୍ଧ ଏକପାଖିଆ ହେବ ବୋଲି ଆଶା କରାଯାଉଥିଲା । ତେବେ ଋଷର ବିଶାଳ ସେନାବାହିନୀକୁ କଡା ଟକ୍କର ଦେଇଥିଲା ୟୁକ୍ରେନ୍…

ଢାକାରେ ଇସ୍କନ ମନ୍ଦିର ଉପରେ ହମଲା: ଅନେକ ଲୋକ ଆହତ, ମୂଲ୍ୟବାନ ସାମଗ୍ରୀ ଲୁଟ୍

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ଥରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇଛି । ରାଜଧାନୀ ଢାକା ସ୍ଥିତି ଇସ୍କନ ରାଧାକାନ୍ତା ମନ୍ଦିର ଉପରେ ଏକ ହମଲା କରାଯିବା ସହ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇଥିବା…

ଧୂମପାନ ଅଭ୍ୟାସ ଯୋଗୁଁ ମହିଳାଙ୍କୁ ହେଲା ବିରଳ ରୋଗ: ହାତର ଏପରି ଅବସ୍ଥା ଯେ…

କେପଟାଉନ: ଅନେକ ଲୋକଙ୍କୁ ସିଗାରେଟ ଟାଣିବାର ସଉକ ରହିଛି । ଧିରେ ଧିରେ ଏହି ସଉକ ଅଭ୍ୟାସରେ ପରିଣତ ହୋଇଯାଏ, ତାହା ଜଣା ବି ପଡେନାହିଁ । ଯଦି ସିଗାରେଟର ସଉକ ଅଛି, ତେବେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ଅତ୍ୟନ୍ତ କ୍ଷତିକାରକ…