Browsing Category

ବିଦେଶ

ଆତ୍ମରକ୍ଷାର ଶେଷ ପ୍ରୟାସରେ ୩ଟି ପୋଲ ଉଡାଇଲା ୟୁକ୍ରେନ୍: କିଭରୁ ୩୨ କିମି ଦୂରରେ ଅଛନ୍ତି ଋଷ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଅଧିକୃତ କରିବାର ନିକଟତର ହୋଇଛି ଋଷିଆ । ୟୁକ୍ରେନକୁ ୩ ଆଡୁ ଆକ୍ରମଣ କରିଥିବା ଋଷିଆ ମାତ୍ର ୩୨ କିମି ଦୂରରେ ରହିଛି । ୟୁକ୍ରେନ ରାଜଧାନୀ କିଭ ଅଧିକାର କରିବା ଠାରୁ ମାତ୍ର ୩୨ କିମି ଦୂରରେ…

ଋଷ କରିବ ଆଲୋଚନା: ଯୁଦ୍ଧ ରୋକିବା ସହ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ରହିଛି ଗୋଟିଏ ସର୍ତ୍ତ

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ଯୁଦ୍ଧ ସମୟରେ ଆସିଛି ଏକ ବଡ ଖବର । ଋଷ ତରଫରୁ ୟୁକ୍ରେନକୁ ମିଳିଛି ଯୁଦ୍ଧ ବନ୍ଦ କରିବାର ପ୍ରସ୍ତାବ । ଆଲୋଚନା କରିବା ପାଇଁ ଅଫର ଦେଇଛି ଋଷିଆ । ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା…

ୟୁକ୍ରେନ-ରୁଷିଆ ଯୁଦ୍ଧ: ଝିଅକୁ ଛାତିରେ ଲଗାଇ କାନ୍ଦୁଛି ବାପା, ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ପରେ ଦେଶର ଚିତ୍ର ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି । ସବୁଠାରେ ବର୍ତ୍ତମାନ ଭୟାନକ ପରିସ୍ଥିତି । କାହା ଉପରେ କେତେ ବେଳେ ଗୁଳି ଓ ମିସାଇଲ୍ ବର୍ଷା ହୋଇଯିବ ତାହା…

ୟୁକ୍ରେନର ଦାବି: ୮୦୦ ରୁଷ ସେନାଙ୍କୁ କରିଛନ୍ତି ନିପାତ, ଉଡାଇଛନ୍ତି ୩୦ଟି ଟ୍ୟାଙ୍କର୍

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଗୁରୁବାର ଦିନ ରୁଷ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ବି ଯୁଦ୍ଧ ଜାରି ରହିଛି । ଆଜି ୪୦ ମିନିଟ୍ ମଧ୍ୟରେ ୩ଟି ସ୍ଥାନରେ ବିସ୍ଫୋରଣ ହୋଇଥିବା ଖବର ସାମନାକୁ ଆସିଛି । ଏହା…

ୟୁକ୍ରେନ-ରୁଷ ଯୁଦ୍ଧ କାରଣରୁ ମହଙ୍ଗା ହୋଇପାରେ ସ୍ମାର୍ଟଫୋନ, ଏ ହେଉଛି କାରଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଲଗାତାର ଜାରି ରହିଛି। ୟୁକ୍ରେନ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଘୋଷଣା କରିଛି। ଏହି ଯୁଦ୍ଧର ପ୍ରଭାବ ବାକି ଦେଶ ଉପରେ ମଧ୍ୟ ପଡିଛି। ଏହି କାରଣରୁ ପ୍ରଥମରୁ ଚିପ୍ ଅଭାବର…

ଆମ ପିଲାମାନଙ୍କୁ ଦୟାକରି ଫେରାଇ ଆଣନ୍ତୁ: ୟୁକ୍ରେନରେ ଫସିଛନ୍ତି ୧୬୦୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୁଷ୍-ୟୁକ୍ରେନ ଯୁଦ୍ଧ ପାଇଁ ଭାରତ ଆଜି ଭୟଙ୍କର ସମସ୍ୟା ଦେଇ ଗତି କରୁଛି । ୟୁକ୍ରେନ ରାଜଧାନୀ କିଭ୍ ଏୟାରପୋର୍ଟ ବନ୍ଦ ହୋଇଯିବା ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରୁ ୨୦ ହଜାର ନାଗରିକ…

ଅମିତ୍ ଶାହଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ ଅମିତ୍ ଶାହଙ୍କ ସହିତ କଥା…

ଭାରତକୁ ମହଙ୍ଗା ନପଡୁ ୟୁକ୍ରେନ ଉପରେ ନିରବତା, ଆମେରିକା ଲଗାଇପାରେ କଟକଣା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଏବେ ନିଜ ଦେଶରେ ପୁଟିନ ସରକାରଙ୍କ ବିରୋଧ ଆରମ୍ଭ ହୋଇ ଗଲାଣି। ଫେବୃଆରୀ ୨୪ ରାତିରେ ରୁଷର ସେଣ୍ଟ ପିଟର୍ସବର୍ଗ ଏବଂ ରାଜଧାନୀ ମସ୍କୋ ସହିତ ଅନେକ…

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ହଙ୍ଗେରୀ, ପୋଲାଣ୍ଡରୁ ପହଞ୍ଚିଲା ସାହାଯ୍ୟ; ସରକାର ଜାରି କଲେ ନମ୍ବର

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଗୁରୁବାର ଦିନ ରୁଷ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ବି ଯୁଦ୍ଧଲାଗି ରହିଛି । ଆଜି ୪୦ ମିନିଟ୍ ମଧ୍ୟରେ ୩ଟି ସ୍ଥାନରେ ବିସ୍ଫୋରଣ ହୋଇଥିବା ଖବର ସାମନାକୁ ଆସିଛି । ଯୁଦ୍ଧ…

ଯୁଦ୍ଧ ବିରୋଧୀ ପ୍ରଦର୍ଶନରେ ୟୁକ୍ରେନ ସପକ୍ଷରେ ରୁଷବାସୀ, ରାସ୍ତାକୁ ଓହ୍ଲାଇଲେ ପ୍ରଦର୍ଶନକାରୀ; ସରକାର ଦେଲେ ଏଭଳି ଚେତାବନୀ

ମସ୍କୋ: ୟୁକ୍ରେନ୍ ରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଯାହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ଗଭୀର ଭାବରେ ଦେଖିବାକୁ ମିଳିଛି । ତେବେ ଏହା ଭିତରେ ହଜାର ହଜାର ସଂଖ୍ୟାରେ ନାଗରିକ ଯୁଦ୍ଧ ବିରୋଧୀ…