Browsing Category

ବିଦେଶ

ସାଉଦି ଆରବ ଗସ୍ତରେ ପହଞ୍ଚିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲୋକେ ଡାକିଲେ ‘ଚୋର ଚୋର’

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସଂପ୍ରତି ସାଉଦି ଆରବ ଗସ୍ତରେ ଅଛନ୍ତି। ତେବେ ଏହି ସମୟରେ ଏମିତି ଏକ ଘଟଣା ଘଟିଛି, ଯାହାର ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେତେବେଳେ ଶେହବାଜ ମଦିନାରେ…

ସଂପର୍କ ଆହୁରି ସୁଦୃଢ ପାଇଁ ଆମର ଚଟଗାଓଁ ବନ୍ଦର ବ୍ୟବହାର କରୁ ଭାରତ, ଅଫର ଦେଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଆଲୋଚନା ସମୟରେ ଦୁଇ ଦେଶର ଦ୍ଵିପାକ୍ଷିକ ସଂପର୍କ ଆହୁରି ଦୃଢ ହେବା ଉପରେ ଗୁରୁତ୍ଵ ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ସେ ଗୁରୁବାର…

ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ! ଫଟୋ ସେୟାର କଲା ନାସା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ, ଏହା ବିଶ୍ୱାସ ନହେଲେ ବି ସତ । ନିକଟରେ ନାସା ଦ୍ୱାରା ଏମିତି ଏକ ଫଟୋ ସେୟାର କରାଯାଇଛି । ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି । ନାସା ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ…

ପୁଣି ଫେରିଲା ଲକଡାଉନ୍: ୨୭ଟି ସହରରେ ବିବାହ ଓ ଅନ୍ତିମ ସଂସ୍କାର ଉପରେ କଟକଣା

ବିଜିଂ: ଚୀନରେ କରୋନା ମହାମାରୀକୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ପଲିସି କାରଣରୁ ହଇଚଇ ସୃଷ୍ଟି ହୋଇଛି । ଜାରି ହୋଇଥିବା କୋଭିଡ ପଲିସି କାରଣରୁ ଅଳ୍ପ ମାମଲା ସାମ୍ନାକୁ ଆସିବା ପରେ ଅନେକ ସହରରେ…

ପୁଟିନ୍ ଙ୍କ ଜିଦ୍ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ଋଷଠୁ ଗ୍ୟାସ୍ କିଣିବା ଲାଗି ରୁବେଲରେ କରିବେ ପେମେଣ୍ଟ

ମସ୍କୋ: ଚାଲିଥିବା ଋଷ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଋଷ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଛନ୍ତି ଚାରି ୟୁରୋପୀୟ ଦେଶ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଛି ଦିନ ତଳେ କହିଥିଲେ ଯେ, ଯେଉଁ ଦେଶମାନେ ପ୍ରାକୃତିକ ଗ୍ୟାସ୍…

ରୁଷ୍‌ ଅସ୍ତ୍ରାଗାରରେ ବଡ଼ ଧରଣର ବିସ୍ଫୋରଣ, ୟୁକ୍ରେନ୍‌ ମିସାଇଲ୍‌ ମାଡ଼ରେ ନଷ୍ଟ ଆଶଙ୍କା

କିଭ୍‌,: ରୁଷ୍‌ର ସାମରିକ ଡିପୋରେ ବଡ଼ଧରଣର ବିସ୍ଫୋରଣ । ୟୁକ୍ରେନ୍‌ ସୀମା ପାଶ୍ୱର୍ବର୍ତ୍ତୀ ରୁଷ୍‌ର ବେଲଗୋରଡ଼ ସହର ନିକଟରେ ଥିବା ଅସ୍ତ୍ରାଗାରରେ ଏହି ବିସ୍ଫୋରଣ ଘଟିଛି । ଏନେଇ ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି ।…

ଏମିତି କ’ଣ ଘଟିଲା ଯେ ମହିଳା ଜଣଙ୍କ ବିଲେଇକୁ ମ୍ୟାରେଜ୍ କରିବାକୁ ବାଧ୍ୟ ହେଲେ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ଗୃହପାଳିତ ପଶୁ, ପକ୍ଷୀଙ୍କ ପ୍ରତି ବହୁତ ଭଲ ପାଇବା ରହିଥାଏ । ତେବେ ଗୃହପାଳିତ ପଶୁ, ପକ୍ଷୀଙ୍କୁ ବିବାହ କରିବା ଘଟଣା ବୋଧହୁଏ ଆପଣମାନେ କେବେ ଶୁଣିନଥିବେ । ନିକଟରେ ଲଣ୍ଡନର ଜଣେ ୪୯…

ଧୈର୍ଯ୍ୟହରା ହେଲାଣି ଡ୍ରାଗନ, ପାକିସ୍ତାନରେ କରିପାରେ ଏୟାରଷ୍ଟ୍ରାଇକ, ଦୂତାବାସ ପହଞ୍ଚିଲେ ଶେହବାଜ ସରିଫ

ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ଏପ୍ରିଲ ୨୬ରେ ଚୀନ ନାଗରିକଙ୍କୁ ନିଶାଣ କରି ଆକ୍ରମଣ କରାଯାଇଛି। କରାଚୀ ବିଶ୍ଵ ବିଦ୍ୟାଳୟରେ କନଫ୍ୟୁସିୟସ ଇନଷ୍ଟିଚ୍ୟୁଟ୍ ନିକଟରେ ଏକ ଭ୍ୟାନରେ ହୋଇଥିବା ବିସ୍ଫୋରଣରେ ତିନି ଚାଇନା…

ଦୁନିଆର ସବୁଠାରୁ ବୟସ୍କ ବୃଦ୍ଧାଙ୍କ ୧୧୯ ବର୍ଷ ବୟସରେ ପରଲୋକ, ଶେଷ ସମୟ ସୁଦ୍ଧା ନେଉଥିଲେ ଚକଲେଟର ମଜା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବୟସ୍କ ମହିଳାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଜାପାନରେ ରହୁଥିବା ଏହି ବୃଦ୍ଧାଙ୍କ ନାଁ ହେଉଛି କେନ୍ ତାନାକା । ତାନାକା ୧୯୦୩ ମସିହା…

ଅଜବ ପରମ୍ପରା: ମୃତ୍ୟୁ ପରେ ନିଜ ପ୍ରିୟଜନଙ୍କ ଶବ ଖାଆନ୍ତି ଏହି ଜନଜାତିର ଲୋକ

ନୂଆଦିଲ୍ଲୀ: ଦୁନିଆରେ ଏପରି ଏକ ଜନଜାତି ଅଛି, ଯେଉଁଠାରେ ଲୋକମାନେ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କର ଶବକୁ ଖାଆନ୍ତି । ଏହା ଆପଣଙ୍କ ପାଇଁ ଅଜବ ଲାଗିଲେ ବି ସତ । ସାଧାରଣତଃ ମୃତ୍ୟୁ ପରେ ଶବକୁ ପୋତି ଦିଆଯାଏ…