Browsing Category

ଦେଶ

ଏମିତି ସେମିତି ଆମ୍ବ ନୁହେଁ, ଏହି ସ୍ୱତନ୍ତ୍ର ଆମ୍ବକୁ ଜଗୁଛନ୍ତି ୨ ଜଗୁଆଳି, ୨୪ ଘଣ୍ଟା ରହୁଛି CCTV ନଜରରେ…

ଲକ୍ଷ୍ନୌ,୩୧ା୫: ଉତ୍ତରପ୍ରଦେଶର ବାରାଣସୀ ଜିଲ୍ଲାର ଚୋଲାପୁର ବ୍ଲକର ବବିୟାଓଁ ଗାଁରେ ଦିନରାତି ଦୁୂଇ ଜଗୁଆଳି ଏହି ଆମ୍ବକୁ ଜଗିବା ସହ ୨୪ ଘଣ୍ଟା ସିସିଟିଭି ନଜରରେ ରହୁଛି ।  ଆମ୍ବ ଜଗୁଥିବା ରାମ ପ୍ରତାପଙ୍କ (୪୫),…

ଅପରେସନ ସିନ୍ଦୁରରେ ବିଏସଏଫର ଯେଉଁ ମହିଳା ଯବାନ ପାକିସ୍ତାନକୁ ଦେଇଥିଲେ କଡ଼ା ଜବାବ, ସେନା ମୁଖ୍ୟଙ୍କ ଦ୍ୱାରା ହେଲେ ସମ୍ମାନିତ

ଜମ୍ମୁ: ଅପରେସନ ସିନ୍ଦୁର ସମୟରେ ପାକିସ୍ତାନର ଆକ୍ରମଣକୁ ମୁକାବିଲା କରି ଅସାଧାରଣ ସାହସିକତା ପ୍ରଦର୍ଶନ କରିଥିବା ବିଏସଏଫ (ବର୍ଡର ସିକ୍ୟୁରିଟି ଫୋର୍ସ)ର ମହିଳା ଯବାନ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନେହା ଭଣ୍ଡାରୀଙ୍କୁ…

ସୁନା ଶସ୍ତା ହେଲା ନା ବଢ଼ିଲା, ଜାଣନ୍ତୁ ସପ୍ତାହ ଭିତରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର କେଉଁଠି ପହଞ୍ଚିଲା ?

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନା ଦର ଏହି ସପ୍ତାହ ମଧ୍ୟରେ ଅନେକ ଥର ବଢିଛି ଓ କମିଛି । ମେ ୩୧, ୨୦୨୫ ସୁଦ୍ଧା ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ବିଭିନ୍ନ ସହରରେ ପ୍ରାୟ ୯୫,୩୬୦ ଟଙ୍କାରୁ ୯୭,୭୧୦ ଟଙ୍କା ମଧ୍ୟରେ…

ଚାଲିଯିବ କି ଆବାସ ଅନସାରୀଙ୍କ ବିଧାୟକ ପଦ? ହେଟ୍ ସ୍ପିଚ୍ ମାମଲାରେ ମିଳିଲା ୨ ବର୍ଷ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ଦେଇଥିବା ହେଟ୍‌ ସ୍ପିଚ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସୁଭାସ୍ପା ବିଧାୟକ ଆବାସ ଅନସାରୀ। ଦୁଇ ବର୍ଷ ଜେଲଦଣ୍ଡ ଏବଂ ତିନି ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ। ସେହି ମାମଲାରେ…

PF, UPIଠାରୁ କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ.. ୧ ଜୁନରୁ ବଦଳିଯିବ ଏହି ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ଏହି ପ୍ରଭାବ

ନୂଆଦିଲ୍ଲୀ: ପ୍ରତି ମାସ ଭଳି ଜୁନ ମାସରେ ମଧ୍ୟ ଅନେକ ପରିବର୍ତ୍ତନ ଆସିପାରେ। ଏହା ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ। ୟୁପିଆଇ ଏବଂ ପିଏଫଠାରୁ ଏଲପିଜି ସିଲିଣ୍ଡର ଦର ପର୍ଯ୍ୟନ୍ତ, ଅନେକ ନିୟମ ୧ ଜୁନରୁ ପରିବର୍ତ୍ତନ…

ମେ’ର ଗଜବ ପାଗ, କେତେବେଳେ ଖରା ଜୀବନ ନେଉଛି, ତ ଆଉ କେତେବେଳେ ବର୍ଷା ୧୨୫ ବର୍ଷର ରେକର୍ଡ ଭାଙ୍ଗିଛି

ନୂଆଦିଲ୍ଲୀ: ମେ-ଜୁନ୍ ମାସର ଗରମ ନାଁ ଶୁଣିଲେ ଝାଳ ବାହାରି ଆସୁଥିଲା। ହେଲେ ଏବେ ସେମିତି କିଛି ଅନୁଭବ ହେଉନାହିଁ।  ଏବେ ସବୁକିଛି ଭିନ୍ନ ଲାଗୁଛି। ମନେ ହେଉଛି ଯେପରି କେହି ପାଗ ଉପରେ ଖରାପ ନଜର ପକାଇଛି। ଗ୍ରୀଷ୍ମ…

୫୦ ବର୍ଷରୁ କମ୍ ବୟସର ଲୋକଙ୍କୁ ଦ୍ରୁତ ଗତିରେ ଶିକାର କରୁଛି କ୍ୟାନ୍ସର, ବଢୁଛି ମାମଲା: ଜାଣନ୍ତୁ ବିପଜ୍ଜନକ ଲକ୍ଷଣ

ଆଜିକାଲି କ୍ୟାନ୍ସର ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହେଉଛି ଏବଂ ଏହା ବିଶେଷ କରି ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି। ସମ୍ପ୍ରତି ଅନୁସନ୍ଧାନରୁ ଜଣାପଡିଛି ଯେ ୫୦ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ…

ପ୍ରେମିକା ସହ ଫେରାର ହେଲା, ଜେଲ ବି ଗଲା, ଶେଷରେ ଗୁଳି ଖାଇ ମରିଲା

ଉତ୍ତରପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ବିଶେଷକରି ପ୍ରେମ ସମ୍ପର୍କକୁ ନେଇ ବେଶୀ ମାତ୍ରାରେ ଏହି ଘଟଣା ସାମ୍ନାକୁ ଆସୁଛି। ସେହିଭଳି ଉତ୍ତର ପ୍ରଦେଶର ମିରଟରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି।…

ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୋପାଳ: ପାକିସ୍ତାନ ଦେଖିଲା ନାରୀର ଶକ୍ତି କେତେ? ଅପରେସନ ସିନ୍ଦୂର ନାରୀ ଶକ୍ତିର ପ୍ରତୀକ। ଭୋପାଳରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ କହିଲେ…

(Video) “ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ମହଙ୍ଗା ପଡ଼ିବ”, ଜାଣନ୍ତୁ ଭୋପାଳରେ ପିଏମ ମୋଦୀ କେଉଁ ୫ଟି ବଡ଼ କଥା କହିଲେ..

ନୂଆଦିଲ୍ଲୀ: ପିଏମ ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏଠାରେ ସେ ଦେବୀ ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତିରେ ଡାକ ଟିକେଟ୍ ଜାରି କରିଛନ୍ତି। ଏଥିସହ ସେ ଇନ୍ଦୋର ମେଟ୍ରୋ ଏବଂ ଦତିୟା-ସତୟା ଏୟାପୋର୍ଟର ଉଦଘାଟନ…