Browsing Category

ଦେଶ

ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୋପାଳ: ପାକିସ୍ତାନ ଦେଖିଲା ନାରୀର ଶକ୍ତି କେତେ? ଅପରେସନ ସିନ୍ଦୂର ନାରୀ ଶକ୍ତିର ପ୍ରତୀକ। ଭୋପାଳରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ କହିଲେ…

(Video) “ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ମହଙ୍ଗା ପଡ଼ିବ”, ଜାଣନ୍ତୁ ଭୋପାଳରେ ପିଏମ ମୋଦୀ କେଉଁ ୫ଟି ବଡ଼ କଥା କହିଲେ..

ନୂଆଦିଲ୍ଲୀ: ପିଏମ ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏଠାରେ ସେ ଦେବୀ ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତିରେ ଡାକ ଟିକେଟ୍ ଜାରି କରିଛନ୍ତି। ଏଥିସହ ସେ ଇନ୍ଦୋର ମେଟ୍ରୋ ଏବଂ ଦତିୟା-ସତୟା ଏୟାପୋର୍ଟର ଉଦଘାଟନ…

ଆଜି ଅପରେସନ ସିଲ୍ଡ , ପୁଣି ସୀମାରେ ବାଜିବ ଯୁଦ୍ଧ ସାଇରନ

ନୂଆଦିଲ୍ଲୀ: ପୁଣି ସୀମାରେ ବାଜିବ ଯୁଦ୍ଧ ସାଇରନ । ପାକିସ୍ତାନ ସୀମାବର୍ତ୍ତୀ 4 ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ମକ୍ ଡ୍ରିଲ୍ ହେବାକୁ ଯାଉଛି । ଅପରେସନ ସିନ୍ଦୂର ପୂର୍ବରୁ ମକ୍ ଡ୍ରିଲ ହୋଇଥିଲା । ଏବେ ପୁଣି…

ଭାଉଜର କଟା ମୁଣ୍ଡ ଧରି ରାସ୍ତାରେ ବୁଲିଲା ଦିଅର, ଶେଷରେ ଥାନାରେ କଲା ସରେଣ୍ଡର

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭାଉଜର ମୁଣ୍ଡ କାଟି ହତ୍ୟା କରିଛି ଦିଅର । କଟା ମୁଣ୍ଡ ଓ ରକ୍ତାକ୍ତ ହତିଆରକୁ ଧରି ରାସ୍ତାରେ କିଛି ସମୟ ବୁଲିବା ପରେ ଦିଅର ଯାଇ…

ତୁର୍କୀକୁ ବଡ଼ ଝଟକା ଦେଲା ଭାରତ, ଅଗଷ୍ଟ 31 ସୁଦ୍ଧା ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ସମାପ୍ତ

ନୂଆଦିଲ୍ଲୀ: ପୁଣି ତୁର୍କୀକୁ ବଡ଼ ଝଟକା । ଇଣ୍ଡିଗୋ ଏୟାରଲାଇନ୍ସକୁ ତିନି ମାସ ମଧ୍ୟରେ ତୁର୍କୀ ଏୟାରଲାଇନ୍ସ ସହିତ ସମସ୍ତ ଚୁକ୍ତି ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତ । ସରକାର ଇଣ୍ଡିଗୋ ଏୟାରଲାଇନ୍ସକୁ 31…

ପିନ୍ଧାଲୁଗା ଫୋପାଡ଼ି ଡାକ୍ତରଖାନାରେ ତାଣ୍ଡବ କଲେ, କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଉତ୍ତରପ୍ରଦେଶ: ଡାକ୍ତରଖାନାକୁ ସମସ୍ତେ ସୁରକ୍ଷିତ ଭାବେ ଚିକିତ୍ସା ପାଇଁ ଯାଇଥାନ୍ତି, ଥରେ ଭାବିଲେ ଯଦି ଡାକ୍ତରଖାନାରେ କିଏ ବାହାର ଲୋକ ପଶି ମାରିଦେବା ପାଇଁ ଗଣ୍ଡଗୋଳ କରେ ତେବେ ସେଠାରେ ସମସ୍ତଙ୍କ ଅବସ୍ଥା କଣ ହେବ?…

ଦେଶରେ ଲଗାମଛଡ଼ା କରୋନା ସଂକ୍ରମଣ, ସତର୍କ ରହିବାକୁ ସଚ୍ଚିବଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୋଟ ୨୭୧୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ ରହିଥିବା ସୂଚନା । ଦେଶରେ ମୋଟ…

ଅସ୍ତ୍ରଶସ୍ତ୍ର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ

ଝାଡ଼ଖଣ୍ଡ: ଅସ୍ତ୍ରଶସ୍ତ୍ର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ । ଏନକାଉଣ୍ଟର ବେଳେ ବଙ୍ଗାରାମ ତିରିଲପୋଷି ଜଙ୍ଗଲରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ଫଳରେ ସୁରକ୍ଷାକର୍ମୀଙ୍କ ଦ୍ବାରା ବିପୁଳ ପରିମାଣର ବିସ୍ଫୋରକ ସହ ମାଓ…

4 ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ବିକାଶ ହାର, ଭାରତର ଜିଡିପି ଅଭିବୃଦ୍ଧି ହାର 6.5 ପ୍ରତିଶତ

ନୂଆଦିଲ୍ଲୀ: 4 ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଦେଶର ବିକାଶ ହାର । ଗତ ଆର୍ଥିକ ବର୍ଷରେ ଅର୍ଥନୀତିର ଗତି ଧୀମା ରହିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ତଥ୍ୟ ଅନୁସାରେ  2024-25 ସମ୍ପୂର୍ଣ୍ଣ ଆର୍ଥିବ…

ଆଜି ବିଶ୍ଵ ତମାଖୁ ବର୍ଜନ ଦିବସ:  ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ସଚେତନତା କରିବା ଏହାର ଉଦ୍ଦେଶ୍ୟ

ଓଡ଼ିଶା ଭାସ୍କର: ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । ମେ' 31କୁ ସାରା ବିଶ୍ବରେ ବିଶ୍ଵ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଏ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା…