Browsing Category

ଦେଶ

ସୋସିଆଲ ମିଡ଼ିଆରେ ଆଉ ଚାଲିବ ନାହିଁ ଅଶ୍ଲୀଳ କଣ୍ଟେଣ୍ଟ: କେନ୍ଦ୍ର ସରକାର ଆଣିବେ ଆଇନ୍

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ପ୍ଲାଟଫର୍ମରେ ଅନେକ ଅଶ୍ଲୀଳ କଣ୍ଟେଣ୍ଟ ଶେୟାର କରାଯାଉଥିବା ଦେଖିବାକୁ ମିଳୁଛି । ଏହି ଅଶ୍ଲୀଳ କଣ୍ଟେଣ୍ଟର ପ୍ରଭାବ ଆମ ସମାଜ…

ରୁଷରେ ବି ଚାଲିବ ବନ୍ଦେ ଭାରତ ଟ୍ରେନ, ଏହାକୁ ହିଁ କୁହନ୍ତି ଦୁନିଆରେ ଭାରତର ଜଲୱା

ନୂଆଦିଲ୍ଲୀ: ଭାରତରେ ନିର୍ମିତ ଟ୍ରେନ ରୁଷ ଭଳି ବଡ଼ ଦେଶରେ ଚାଲିବାକୁ ଯାଉଛି। ରୁଷ ଲୋକେ ଯେତେବେଳେ ଭାରତ ନିର୍ମିତ ଟ୍ରେନରେ ଯାତ୍ରା କରିବେ, ଏହା ଭାରତ ପାଇଁ ବଡ଼ ଗର୍ବର ବିଷୟ। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ମୁତାବକ,…

ସାଙ୍ଗ ହେବ ତ ଏମିତି…. ବନ୍ଧୁର ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ କାର ଉପହାର

ପାଟନା: ସାଂସଦ ପପୁ ଯାଦବଙ୍କୁ ମିଳିଛି ଉପହାର, ଯାହାକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ଜୋର୍ ଧରିଛି । ପପୁଙ୍କୁ ତାଙ୍କର ଜଣେ ଶୁଭଚିନ୍ତଙ୍କ ସାଙ୍ଗ ବୁଲେଟ୍ପ୍ରୁଫ୍ କାର ଉପହାର ଦେଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳ…

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଥିଲା ଓଡ଼ିଶା ମଣ୍ଡପ, ତୃତୀୟଥର ଲାଗି ପୁରସ୍କୃତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନ୍ ପୁରସ୍କୃତ ହୋଇଛି । ଲଗାତର ତୃତୀୟଥର ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା । ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶା ମଣ୍ଡପ ।

Map ଦେଖି ବ୍ରିଜ ତଳକୁ କାର୍ ଖସିବା ମାମଲା: ସାମ୍ନାକୁ ଆସିଲା Googleର ବୟାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବରେଲୀରେ ରବିବାର ଦିନ ଗୁଗଲ ମ୍ୟାପରେ ଭୁଲ ରାସ୍ତା ଦେଖାଯିବା ପରେ ଏକ କାର ଦୁର୍ଘଟଣା ଘଟିଥିଲା। ଏହି ମାମଲାରେ ପବ୍ଲିକ ୱାର୍କ ଡିପାର୍ଟମେଣ୍ଟର ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ…

WhatsAppରେ ଠକେଇ! ଚାରି ରାଜ୍ୟର ପୋଲିସ ଦେଲେ ଚେତାବନୀ, ନ ମାନିଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତରେ ଏହି ସମୟରେ ବିବାହ ସିଜନ ଚାଲୁରହିଛି। ତେବେ ଏହି ସମୟରେ ସ୍କାମର୍ସଙ୍କ ନଜର ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିବା ଉପରେ ରହୁଛି। ସ୍କାମର୍ସ ଲୋକଙ୍କୁ ଜାଲରେ ଫସାଇବାର ଏକ ନୂଆ ପଦ୍ଧତି…

ବାହାଘର ସିଜନରେ ପୁଣି ବଢିଗଲା ସୁନା ଦର, ଜାଣନ୍ତୁ କେଉଁ ବଜାରରେ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ଆଜି ବୃଦ୍ଧି ଦେଖିବାକୁ ମିଳିଛି। ଘରୋଇ ବଜାରରେ ମଧ୍ୟ ସୁନା ବଢିବା ସହ ଟ୍ରେଣ୍ଡ କରିବା ଦେଖିବାକୁ ମିଳୁଛି। ଏମସିଏକ୍ସ ଏକ୍ସଚେଞ୍ଜରେ ଆଜି ଡେଲିଭରୀ ସୁନା ୦.୬୭ ପ୍ରତିଶତ ବା ୫୧୧ ଟଙ୍କା…

୨୨ ଜାନୁଆରୀ ନୁହେଁ, ଏହି ତାରିଖରେ ପାଳନ ହେବ ‘ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ’, ଜାଣନ୍ତୁ କାହିଁକି ନିଆଗଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ବର୍ଷର ଆରମ୍ଭରେ ୨୨ ଜାନୁଆରୀରେ ରାମ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତିର ପ୍ରାଣ-ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମୟରେ ଗର୍ଭଗୃହରେ ଉପସ୍ଥିତ ଥିଲେ।…

(Video) ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରିଲ୍ସ କରୁଥିଲେ ଯୁବକ, ମାଗଣାରେ ପ୍ରବଳ ଖାଇବାକୁ ଦେଲେ ଜନତା

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ରିଲ୍ସ ନିଶା ଏମିତି ଘାରିଛି ଯେ ସେମାନେ ଏଥିପାଇଁ ଲାଜ, ସରମ ସବୁକୁ ଭୁଲି ଯାଉଛନ୍ତି । ଏପରିକି ଅନେକ ସମୟରେ କିଛି ବିପଜ୍ଜନକ ସ୍ତାନରେ ରିଲ୍ସ ଶୁଟି୍ କରି ଅନେକଙ୍କର…

‘ଆମେରିକା କୋର୍ଟରେ FCPA ଉଲ୍ଲଂଘନର କୌଣସି ଅଭିଯୋଗ ନାହିଁ, ନିର୍ଦ୍ଦେଶକଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଅସ୍ୱୀକାର କଲା ଆଦାନୀ ଗ୍ରୁପ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ନିଜ ନିର୍ଦ୍ଦେଶକମାନଙ୍କ ଉପରେ ଲାଗିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଏହି ଅଭିଯୋଗରେ କୁହାଯାଇଥିଲା ଯେ, ଗ୍ରୁପର ନିର୍ଦ୍ଦେଶକମାନେ ଯଥା ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବିନୀତ ଜୈନ…