fbpx
Browsing Category

ଦେଶ

Vande Bharat Expressର ନୂଆ ଟ୍ରାଏଲ: ୧୧୫ କି.ମି/ଘଣ୍ଟା ବେଗରେ ଗଡୁଛି ଟ୍ରେନ

ନୂଆଦିଲ୍ଲୀ: ଭାରତୀୟ ରେଳ ତରଫରୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ଆରମ୍ଭ ହୋଇଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଟ୍ରେନ ଟ୍ରାଏଲ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମୋହାଲି ଏବଂ…

ରାହୁଲ ଗାନ୍ଧିଙ୍କ PA ଗିରଫ: ସାମ୍ନାକୁ ଆସିଲା କଂଗ୍ରେସ ଦପ୍ତର ଭଙ୍ଗାରୁଜା ବେଳର ଦୃଶ୍ୟ

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପିଏଙ୍କୁ ପୋଲିସ ଗିରଫ କରିଛି । ଗତ ଜୁନ ମାସ ୨୪ରେ ରାହୁଲଙ୍କ ଅଫିସରେ ଭଙ୍ଗାରୁଜା କରାଯାଇଥିଲା । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ…

Amazonରୁ ପ୍ରତି ମାସରେ ଲକ୍ଷାଧିକ ରୋଜଗାର: ଘଣ୍ଟାଟେ କାମ କରି ହେବ ଧୂଆଁଧାର ଇନକମ୍

ନୂଆଦିଲ୍ଲୀ: ଆଜିକାଲି ପିଲାମାନଙ୍କ ପାଠପଢା ପରେ ଚାକିରି ସମସ୍ୟା ବହୁତ ଅଧିକ ବଢିଯାଇଛି । ପାଠପଢା ସରିବା ପରେ ଖଣ୍ଡେ ଚାକିରି ପାଇଁ ଏଣେତେଣେ ବୁଲିଲେ ବି ସଫଳତା ମିଳିବା ବହୁ କଷ୍ଟକର ହୋଇପଡିଛି । ତେବେ ଏହାମଧ୍ୟରେ…

ପ୍ରତିରକ୍ଷା କ୍ଷେତ୍ରରେ ବଢ଼ିବ ଭାରତର ପାୱାର: ବିଶ୍ୱ ଦେଖିବ କ୍ରୁଜ ମିସାଇଲ BrahMosର ଶକ୍ତି, ସ୍ଥାପନ ହେବ ଦ୍ୱିତୀୟ ଡିଫେନ୍ସ କରିଡର

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଘାତକ ଓ ତେଜ ସୁପରସୋନିକ କ୍ରୁଜ ମିସାଇଲ ବ୍ରାହ୍ମୋସ ଉତ୍ତରପ୍ରଦେଶରେ ପ୍ରସ୍ତୁତ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଖୁଲାସା କରିଛନ୍ତି । ପ୍ରାଥମିକ ଭାବେ ୧୦୦ରୁ ଅଧିକ…

(Video) ଡାକିଲେ ଯୋଗୀ, ଦୌଡ଼ି ଆସିଲେ ନନ୍ଦୀ ଆଉ ବାଛୁରୀ…

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜନୀତିକୁ ନେଇ ଯେତିକି ଚର୍ଚ୍ଚିତ, ଗୋସବୋ ପାଇଁ ମଧ୍ୟ ଖୁବ୍ ପ୍ରସିଦ୍ଧ । ଆଉ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଯୋଗୀଙ୍କ…

ଆଖି ପିଛୁଳାକେ ଭୁଷୁଡି ପଡିଲା ୪ ମହଲା କୋଠା: ଘଟଣାର ଭୟାନକ ଭିଡିଓ ଭାଇରାଲ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଘଟିଯାଇଛି ଏକ ବିରାଟ ଅଘଟଣ । ଆଖି ପିଛୁଳାକେ ଭୁଷୁଡି ପଡିଛି ଏକ ୪ ମହଲା କୋଠା । ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡରେ ଏକ ବିରାଟକାୟ କୋଠା ମାଟିରେ ମିଶିଯାଇଥିବା ଦେଖାଯାଇଛି । ଏହି…

1.35 କୋଟି ମହିଳାଙ୍କୁ ମାଗଣାରେ ମିଳିବ ସ୍ମାର୍ଟଫୋନ୍, ଏହି ସରକାର କରିଛନ୍ତି ଘାଷଣା

ଦେଶର ତିନି ପ୍ରମୁଖ ଦୂରସଂଞ୍ଚାର କମ୍ପାନୀ ରାଜସ୍ଥାନ ସରକାରଙ୍କ ମୁଖ୍ୟମନ୍ତ୍ରୀ ଡିଜିଟାଲ ସେବା ଯୋଜନାରେ ରୁଚି ଦେଖାଇଛନ୍ତି । ଏହି ଯୋଜନା ଅନୂଯାୟୀ ରାଜ୍ୟରେ ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦିଆଯିବ ।…

ହେଇଟି ଶୁଣୁଛ, ମୁଁ ଦିନ ସାରା କାମ କରି ଥକି ଯାଇଛି, ଟିକେ ସବଜି ନେଇ ଆସୁନ: ସ୍ୱାମୀ ଏତିକି ଶୁଣିବା ପରେ ସ୍ତ୍ରୀର ଶନିଦଶା ଆରମ୍ଭ ହେଲା

ନୂଆଦିଲ୍ଲୀ: ପତି-ପତିଙ୍କ ମଧ୍ୟରେ କଳହ ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । ଏନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଫଟୋ, ନ୍ୟୁଜ୍, ଭିଡିଓ ଶେୟାର ହୋଇଥାଏ । ତେବେ ନିକଟରେ ଏକ ଦମ୍ପତିଙ୍କ ବିବାଦର ଭିଡିଓ…

ଆପଣଙ୍କ Smartphone ରେ ଚାଲିବ କି 5G? ଜାଣିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍…

ନୂଆଦିଲ୍ଲୀ: 5G ସ୍ପେକ୍ଟ୍ରମର ନିଲାମୀ ପ୍ରକ୍ରିୟା ଶେଷ ହୋଇସାରିଛି । ଏହାପରେ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଏବେ ୟୁଜର୍ସମାନଙ୍କୁ 5G ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଚଳିତମାସ ଶେଷ…

ଚାଇନା ଔଷଧକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ଲାଗିବ ଏହି ଟ୍ୟାକ୍ସ

ନୂଆଦିଲ୍ଲୀ: ଭାରତ ସରକାର ଚୀନ ଔଷଧକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଘରୋଇ ଔଷଧ କମ୍ପାନୀଙ୍କ ହିତକୁ ଦେଖି, ବିଭିନ୍ନ ପ୍ରକାର ସଂକ୍ରମଣର ଉପଚାର ପାଇଁ ବ୍ୟବହୃତ ହେଉଥିବା…