Browsing Category

ଦେଶ

ବଦଳିବ କେନ୍ଦ୍ର କ୍ୟାବିନେଟ? ଓଡ଼ିଶାର ଜଣଙ୍କୁ ମିଳିପାରେ ମନ୍ତ୍ରୀପଦ, ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମୟ ପାଖେଇ ପାଖେଇ ଆସୁଛି । ସେଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଥିବା ଦେଶର ସର୍ବବୃହତ ଦଳ ବିଜେପି ତା’ର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହା…

Republic Day ଅଗଷ୍ଟ ୧୫ ତାରିଖରେ ପଡ଼େ! ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ଜ୍ଞାନ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିର ସମୟରେ ସରକାରୀ ଚାକିରିର ଗୁରୁତ୍ୱ ଲୋକଙ୍କ ମଧ୍ୟରେ ବହୁମାତ୍ରାରେ ରହିଛି । ତେବେ କିଛି ଲୋକ ସରକାରୀ ଚାକିରି କରିଥିଲେ ହେଁ ଅନେକ ସମୟରେ ସେମାନଙ୍କର ପାରିବା ପଣିଆ ନେଇ ପ୍ରଶ୍ନ ଉଠିଥାଏ । ଦେଶର…

Video: ଦୀପ ଜାଳିବାବେଳେ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ଶାଢ଼ିରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବାରାମତି ଲୋକସଭା କ୍ଷେତ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦୀପ ଜଳାଇବା…

ସେବା ନିବୃତ୍ତ କର୍ମଚାରୀମାନେ ଭ୍ରଷ୍ଟାଚାର ମାମଲାର ଯାଞ୍ଚ କରିପାରିବେ ନାହିଁ: ନିର୍ଦ୍ଦେଶନାମା ଜାରି କଲେ CVC

ନୂଆଦିଲ୍ଲୀ: ଦିନକୁ ଦିନ ଦେଶର ବିଭିନ୍ନ କ୍ଷେତ୍ର ଓ ବିଭାଗମାନଙ୍କରେ ଦୁର୍ନୀତି ବଢ଼ିବାରେ ଲାଗିଛି । ତେବେ ଏପରି ସ୍ଥିତିରେ ଅନେକ ସମୟରେ ସେବା ନିବୃତ୍ତ କର୍ମଚାରମାନଙ୍କୁ ମାମଲାର ଯାଞ୍ଚ ପାଇଁ ନିଯୁକ୍ତ କରାଯାଇଥାଏ ।…

ପିରିୟଡସ୍ ପାଇଁ ଛାତ୍ରୀଙ୍କୁ ମିଳିବ ଛୁଟି: ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମହିଳା ଓ ଛାତ୍ରୀଙ୍କ କ୍ଷେତ୍ରରେ ମାସିକ ଧର୍ମ ଏକ ବଡ଼ ସମସ୍ୟା । ତେବେ ପିରିୟଡସ କାରଣରୁ ହେଉଥିବା ଯନ୍ତ୍ରଣା କାରଣରୁ ମହିଳା ତଥା ଛାତ୍ରୀଙ୍କୁ ଛୁଟି ପ୍ରଦାନ ନେଇ ଦୀର୍ଘ ସମୟ ଧରି ମାମଲା ଚାଲି ଆସିଛି ।…

‘ଚୀନ୍ ଏବଂ ପାକିସ୍ତାନ ପ୍ରତି ଭାରତର ଜବାବି ପ୍ରତିକ୍ରିୟା ଦର୍ଶାଏ କି ଭାରତ କାହାର ଚାପରେ ନଇଁଯିବ ନାହିଁ’: ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର କହିଛନ୍ତି ଯେ ପାକିସ୍ତାନରୁ ଉତ୍ପନ୍ନ ଆତଙ୍କବାଦ ଏବଂ ଚୀନ୍ ସହ ଆକ୍ରମଣାତ୍ମକ ସୀମା ବିବାଦକୁ ନେଇ ଭାରତ ଏହାର ଦୃଢ଼ତା ବଜାୟ ରଖିଛି । ଯାହା ଦର୍ଶାଇଛି ଯେ ଭାରତ…

(Video)ଓଃ କି ଦୃଶ୍ୟ ! ଲୋକଟି ଅଜାଡି ଦେଲା ବ୍ୟାଗ ଆଉ ସେଥିରୁ ବାହାରିଲେ …

ସାପ ବିଷୟରେ କଥାବାର୍ତ୍ତା କରିବା ଦ୍ୱାରା ଶରୀରରେ ଯେମିତି କମ୍ପନ ଆସିଯାଏ । ଯଦିଓ ଏହା ଭୁଲରେ ସାମ୍ନାକୁ ଆସେ, ତେବେ ମାନବ ଶରୀର କିଛି ସେକେଣ୍ଡ ପାଇଁ ଅସ୍ଥିର ହୋଇଯାଏ। ଯଦିଓ ଦୁନିଆରେ ଶହ ଶହ ପ୍ରଜାତିର ସାପ…

କେବେ ଦର୍ଶନ ଦିଅନ୍ତି ମହିଳା ନାଗାସାଧୁ, କାହିଁକି କଷ୍ଟକର ଥାଏ ତାଙ୍କ ଜୀବନ

ନୂଆଦିଲ୍ଲୀ:ସାଧାରଣତଃ ଯେତେବେଳେ ନାଗା ସାଧୁଙ୍କ ବିଷୟରେ ଉଲ୍ଲେଖ କରାଯାଏ , ଜଣେ ପୁରୁଷ ନାଗା ସାଧୁଙ୍କ ଗୋଷ୍ଠୀକୁ ମନେ ପକାନ୍ତି, ସେମାନଙ୍କ ଶରୀରରେ ପାଉଁଶରେ ଲଗାଯାଇଥିବା ବିରାଟ କେଶ ଏହି ସବୁ କଥା ମନକୁ ଆସେ ।…

Airtelର ଶସ୍ତା ପ୍ଲାନ ,ମାତ୍ର ୩୫ ଟଙ୍କାରେ ଆପଣଙ୍କୁ ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ:ନିଜ ଗ୍ରାହକ ମାନଙ୍କ ପାଇଁ ଏୟାରଟେଲ ଏକ ଶସ୍ତା ପ୍ଲାନ ଆଣିଛି । ଯାହା ମାତ୍ର ୩୫ ଟଙ୍କାରେ ଆପଣଙ୍କୁ ମିଳିବ । ଏୟାରଟେଲ ନିଜ ରିଚାର୍ଜ ପୋର୍ଟଫୋଲିଓରେ ଏହି ନୂଆ ପ୍ଲାନ ଆଡ କରିଛି । ତେବେ ଏହା ହେଉଛି ଏକ…

(Video)ବିମାନ ଦୁର୍ଘଟଣାରେ ୬୮ଟି ଯାତ୍ରୀ ସମେତ ୪କ୍ରିଉ ମେମ୍ବର ସମସ୍ତେ ମୃତ, ଦେଖନ୍ତୁ ଭିଡ଼ିଓ

ନେପାଳ: ବିମାନର ବଡ଼ ଦୁର୍ଘଟଣାରେ ଖବର ସାମ୍ନାକୁ ଆସିଛି । ନେପାଳ ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ବିମାନର ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା । ତେବେ ଏହି ବିମାନ ୬୮ଟି ଯାତ୍ରୀଙ୍କ ସହ ୪ଜଣ କ୍ରିଉକୁ ନେଇ…