Browsing Category

ଦେଶ

ମୁମ୍ବାଇର ଭୋଟରମାନଙ୍କୁ ମିଳିବ ୨୦% ରିହାତି, ଭୋଟ୍ ଦେବାକୁ ଉତ୍ସାହିତ କରିବାକୁ ନିଆରା ପଦକ୍ଷେପ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ସହିତ ଦେଶରେ ୧୪ ଟି ରାଜ୍ୟର ୪୮ ଟି ବିଧାନସଭା ଆସନ ଏବଂ ଦୁଇଟି ରାଜ୍ୟର ଦୁଇଟି ଲୋକସଭା ଆସନରେ ଉପ-ନିର୍ବାଚନ ହେତୁ ଦେଶରେ ରାଜନୈତିକ କାର୍ଯ୍ୟକଳାପ…

ବିଶ୍ବରେ ଖାଦ୍ୟ ସାମଗ୍ରୀର ଦର ହେଉଛି ମହଙ୍ଗା: ଖାଇବା ତେଲ ପ୍ରଭାବ ସର୍ବାଧିକ

ନୂଆଦିଲ୍ଲୀ : ବିଶ୍ବରେ ଖାଦ୍ୟ ସାମଗ୍ରୀର ଦର ବହୁମାତ୍ରାରେ ବଢ଼ିବାରେ ଲାଗିଛି। ଅକ୍ଟୋବର ମାସରେ ବିଶ୍ବରେ ଖାଦ୍ୟ ସାମଗ୍ରୀର ଦର ଗତ ୧୮ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଜାତିସଂଘର ବିଶ୍ବ ଖାଦ୍ୟ ଓ କୃଷି ସଂଗଠନ…

ମହିଳାଙ୍କ ମାପ ନେଇ ପାରିବେ ନାହିଁ ପୁରୁଷ… Womens’ Safety ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ, ଆସିବ ପରିବର୍ତ୍ତନ!

ନୂଆଦିଲ୍ଲୀ: ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । କପଡ଼ା ସିଲେଇ କରିବା ସମୟରେ ପୁରୁଷ ଦରଜୀଙ୍କୁ ମହିଳାଙ୍କ ମାପ ନେବା ଉପରେ ରୋକ ଲଗାଯାଇଛି । ମହିଳାଙ୍କ ସୁରକ୍ଷାକୁ…

(Video) ବିଦାୟ ନେଉଛି ‘Lucky Car’! ଅନ୍ତିମ ଯାତ୍ରାରେ ସାମିଲ ହେଲେ ୧୫୦୦ ଲୋକ, ଭୋଜନ ଖର୍ଚ୍ଚ ୪ ଲକ୍ଷ

ନୂଆଦିଲ୍ଲୀ: ଅନେକ ଲୋକ ନିଜର ରକ୍ତର ସମ୍ପର୍କୀୟ, ଆପଣାର ଲୋକଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କିଛି ନିଆରା ପଦକ୍ଷେ ନେଇଥାନ୍ତି । ଏଥିପାଇଁ ଅନେକ ଲୋକ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମାଧି, ପ୍ରତୀକ ବା…

ଜମାତ-ଏ-ଇସଲାମିଙ୍କ ସହାୟତାରେ ୱାୟନାଡ ଉପନିର୍ବାଚନ ଲଢୁଛନ୍ତି ପ୍ରିୟଙ୍କା ଗାନ୍ଧୀ: ପି. ବିଜୟନ

ନୂଆଦିଲ୍ଲୀ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏହାର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହାୟତାରେ ୱାୟନାଡ ଲୋକସଭା ଉପନିର୍ବାଚନ ଲଢ଼ୁଛି । ଗୁରୁବାର ଏକ ଫେସ୍…

ମିଶ୍ରଣ ହେବ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ: କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ଗୁଡ଼ିକର ଚତୁର୍ଥ ପର୍ଯ୍ୟାୟ ମିଶ୍ରଣ କରିବା ଓ ଗୋଟିଏ ରାଜ୍ୟରେ ଗୋଟିଏ ଗ୍ରାମ୍ୟ ବ୍ୟାଙ୍କ ସ୍ଥାପନ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ।…

‘‘ଚିକିତ୍ସା ଉପକରଣ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଯୋଜନା’’ ର ଶୁଭାରମ୍ଭ କଲେ ଜେ ପି ନଡ୍ଡା, ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ : କେନ୍ଦ୍ର ରାସାୟନିକ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଚିକିତ୍ସା ଉପକରଣ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି…

ଦିଲ୍ଲୀରେ ଓଡ଼ିଆ ଯୁବତୀ ଗଣଦୁଷ୍କର୍ମ ମାମଲାରେ ନୂଆ ତଥ୍ୟ; ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଆ ଯୁବତୀ ଗଣଦୁଷ୍କର୍ମ ମାମଲାର ସବୁ ତଥ୍ୟା ଏବେ ସାମ୍ନାକୁ ଆସିଛି । ବିନା ତଥ୍ୟରେ ଏହା ଏକ ବ୍ଲାଇଣ୍ଡ କେସ୍‌ ଭଳି ଥିଲା । ଦିଲ୍ଲୀ ପୋଲିସ ପାଇଁ ୨୧ ଦିନର ତଦନ୍ତ ଥିଲା ବଡ଼ ଚ୍ୟାଲେଞ୍ଜ ।…

‘ଯେଉଁମାନେ ମୋତେ ଟ୍ରୋଲ କରୁଥିଲେ, ସେମାନେ ବେରୋଜଗାର ହୋଇଯିବେ’, ବିଦାୟ କାର୍ଯ୍ୟକ୍ରମରେ ଏପରି କହିଲେ ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଶେଷ କାର୍ଯ୍ୟ ଦିବସରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ବିଦାୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ସମୟରେ ସିଜେଆଇ ନିଜ ପରିବାର, ମାଆ-ବାପା, ନିଜ ଜୀବନର…

୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ବ୍ୟବହାର କରୁଥିବେ 5-ଜି ସେବା: ଜିଏସଏମଏ ରିପୋର୍ଟ

ନୂଆଦିଲ୍ଲୀ : 5-ଜି’ର ଦ୍ରୁତ କାର୍ଯ୍ୟକାରିତା ଏବଂ ଗ୍ରହଣୀୟତା ସହିତ ଭାରତ ଏକ ପରିବର୍ତ୍ତନକାରୀ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛି। ୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା 5-ଜି ସେବା ବ୍ୟବହାର…