Browsing Category

ଦେଶ

ଏହି ଦିନ ପଡିବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଅନେକ ଅଶୁଭର ଦେଲାଣି ଆଭାସ

ଓଡିଶା ଭାସ୍କର: ମଝିରେ ଆଉ କେଇଟା ଦିନ । ଆସିବ ନୂଆବର୍ଷ ୨୦୨୫ । ନୂଆବର୍ଷ ପାଇଁ ଲୋକଙ୍କ ଭିତରେ ଅନେକ ପ୍ଲାନିଂ ଆରମ୍ଭ ହୋଇଗଲାଣି । ଏଥିସହ ନୂଆବର୍ଷକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।…

ଆମେରିକା ନିର୍ବାଚନ ୨୦୨୪; ଆସିଲା ସବୁ ରାଜ୍ୟର ଲିଷ୍ଟ୍, ୨୭୦ମ୍ୟାଜିକ୍ ମାର୍କ ଅତିକ୍ରମ କରି ୪୭ତମ ରାଷ୍ଟ୍ରପତି ହେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳଫଳ ଘୋଷଣା ହୋଇସାରିଛି । ଏଥିରେ କମଳା ହାରିସଙ୍କୁ ହରାଇ ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଜେ ଟ୍ରମ୍ପ ବୁଧବାର…

ମଦ ପାଇଁ ଖୋଲିବ ପ୍ରିମିୟମ ଦୋକାନ, ଗ୍ରାହକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ସାଧାରଣତଃ ପାର୍ଟି କିମ୍ବା ସେଲିବ୍ରେସନ ସମୟରେ ମଦର ଚାହିଦା ବୃଦ୍ଧି ପାଇଥାଏ । ବଜାରରେ ବିଭିନ୍ନ ପ୍ରକାର ବ୍ରାଣ୍ଡର ମଦ ଉପଲବ୍ଧ କିନ୍ତୁ କେବଳ କିଛି ବ୍ୟକ୍ତି ହିଁ ପ୍ରିମିୟମ ମଦ କିଣିବା ପାଇଁ ସକ୍ଷମ…

ୟୁପିରେ ପୋଷ୍ଟର ୱାର୍ : ‘ଇଂରେଜ ଚାଲିଗଲେ କିନ୍ତୁ ୟାଙ୍କୁ ଛାଡ଼ିଦେଇଗଲେ…’, ଯୋଗୀଙ୍କୁ ଅଖିଳେଶଙ୍କ ଆକ୍ଷେପ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି । ବିଶେଷ କରି ଭାଜପା ଓ ସମାଜବାଦୀ ପାର୍ଟି ଭିତରେ ଭୋଟିଂକୁ ନେଇ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ…

କାରର ଡ୍ରାଇଭିଂ ଲାଇସେନ୍ସ(DL) ଥିଲେ ବି ଚଲାଇପାରିବେ ହାଲୁକା ପରିବହନ ଗାଡ଼ି: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ପରିବହନ ଯାନ ଡ୍ରାଇଭର ସୁପ୍ରିମକୋର୍ଟଙ୍କଠାରୁ ଆରାମ ପାଇଛନ୍ତି । ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହାର ନିଷ୍ପତ୍ତିରେ ସ୍ପଷ୍ଟ କରିଛି ଯେ, ଏଲଏମଭି (ହାଲୁକା ମୋଟର ଯାନ) ଲାଇସେନ୍ସଧାରୀମାନେ…

ବଜାରଠୁ କମ୍ ଦାମରେ ବିକ୍ରି ହେଉଛି ଡାଲି-ଚାଉଳ… ଜାଣନ୍ତୁ କେଉଁଠୁ କିଣିବେ

ନୂଆଦିଲ୍ଲୀ : ପରିବାଠାରୁ ଆରମ୍ଭ କରି ରାସନ, ସବୁ ଜିନିଷର ଦାମ୍ ଏବେ ଘୋ ଘୋ ହୋଇ ବଢ଼ିବାରେ ଲାଗିଛି । ଖାଉଟିଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ମଧ୍ୟ ପାଲଟିଛି । କିନ୍ତୁ ଯଥାଶୀଘ୍ର ଏ ଚିନ୍ତା ଦୂର ହେବାକୁ ଯାଉଛି ।…

ଲକ୍ଷେରେ ଗୋଟିଏ ଘଟଣା! ୨ଟି ମୁଣ୍ଡ, ୪ଟି ହାତ ଓ ଗୋଟିଏ ପେଟ ଥାଇ ଜନ୍ମନେଲେ ଅଦ୍ଭୂତ ଯମଜ ସନ୍ତାନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ମହିଳାଙ୍କ ଗର୍ଭରୁ କିଛି ଅଦ୍ଭୂତ ଶିଶୁ ଜନ୍ମଗ୍ରହଣ କରିଥାନ୍ତି । କିଛି ଶିଶୁ ଜନ୍ମ ନେବାର କିଛି ଘଣ୍ଟା ବା ଦିନ ପରେ ମୃତ୍ୟୁବରଣ କରିଥିବାର ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଥିଲା…

ବକ୍ସରେ ଏପରି କଣ ଥିଲା? ଆମାଜନ ପାର୍ସଲ ଖୋଲୁ ଖୋଲୁ ବାନ୍ତି କରିଦେଲେ ମହିଳା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତଙ୍କୁ ପସନ୍ଦ ଅନଲାଇନ ସପିଂ । ଲୋକେ ମାର୍କେଟକୁ ନଯାଇ ଘରେ ବସି ଅର୍ଡର କରିଥାନ୍ତି । ସୁଲଭ ମୂଲ୍ୟରେ ଘରେ ଜିନିଷ ପହଞ୍ଚିବା କାରଣରୁ ଲୋକଙ୍କର ଏଥିପ୍ରତି ଆଗ୍ରହ ମଧ୍ୟ ବୃଦ୍ଧି…

ରେଳ ଷ୍ଟେସନରେ କମିବ ଅପରାଧୀଙ୍କ ପ୍ରାଦୁର୍ଭାବ, ନିମିଷକରେ ପଡ଼ିବେ ଧରା

ପ୍ରୟାଗରାଜ: ରେଲୱେ ଷ୍ଟେସନରେ ଏବେ ଚୋରି ଓ ଅପରାଧ କମିଯିବ । କାରଣ ଅପରାଧ ଘଟାଉଥିବା ଲୋକଙ୍କୁ ସାବାଡ୍ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ସ୍ୱାଗତ ଯୋଗ୍ୟ ନିଷ୍ପତ୍ତି ନିଆଯାଇଛି । ଏଣିକି ପ୍ରତ୍ୟେକ ରେଳ…

(Video) ବଢ଼ିଗଲା ଇଗୋ! ପତ୍ନୀଙ୍କ ଆଗରେ ‘ଅଙ୍କଲ’ ଡାକିବାରୁ ଦୋକାନୀଙ୍କୁ ଲାଠି ଓ ବେଲ୍ଟରେ ନିର୍ଧୂମ୍ ପିଟିଲେ ଜଣେ ବ୍ୟକ୍ତି

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଘଟଣା ଘଟିଥାଏ, ଯାହା ଶୁଣିବାକୁ ଯେତିକି ହାସ୍ୟାସ୍ପଦ ସେତିକି ଅମାନବୀୟ ମଧ୍ୟ । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଗୋଟିଏ ଶାଢ଼ୀ…