Browsing Category

ଦେଶ

ଘଣ୍ଟାକରେ ଲାଭ କଲେ ୯୧୩ କୋଟି; ଜାଣନ୍ତୁ କିଏ ଏହି Big Bull

ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାରର ବିଗ ବୁଲ୍ ଭାବରେ ପରିଚିତ ରାକେଶ ଝୁନଝୁନୱାଲା ମାତ୍ର ଘଣ୍ଟାକରେ ୯୧୩ କୋଟି ଟଙ୍କା ଲାଭ କରିଛନ୍ତି । ଗୁରୁବାର ଟ୍ରେଡିଂର ପ୍ରଥମ ସେସନରେ ଝୁନଝୁନୱାଲା ଏହି ଲାଭ ଉଠାଇଛନ୍ତି । ଟାଇଟନ…

ସୁପ୍ରିମକୋର୍ଟ ରିପୋର୍ଟ ମାଗିବାରୁ ଚେତିଲେ ଯୋଗୀ ସରକାର, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ଘରେ ମାରିଲେ ନୋଟିସ୍, ଅଜୟଙ୍କୁ ୧୦ଟାରେ ଡକାଇଲା

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ । ଉଚ୍ଚ ନ୍ୟାୟାଳୟର କଡା ଆଭିମୁଖ୍ୟ ଦେଖି ଛାନିଆ ଉତ୍ତର ପ୍ରଦେଶ ପୋଲିସ । ଯେଉଁ ଅଭିଯୁକ୍ତମାନଙ୍କୁ ଯୋଗୀ ସରକାର ଘଣ୍ଟ ଘଡାଉଥିଲା…

ଜେଲ ଯିବେ ଆର୍ଯ୍ୟନ୍

ମୁମ୍ବାଇ: ନିରାଶ ହେଲେ ଆର୍ଯ୍ୟନ, ମିଳିଲାନି ବେଲ୍ । କ୍ରୁଜ୍ ପାର୍ଟିରେ ଡଗ୍ସ କାରବାର ନେଇ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ ଖାନ୍ ଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହଜାତକୁ…

ନୋଟରୁ ହଟାଅ ଗାନ୍ଧୀଙ୍କ ଛବି; ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଦେଶରେ ବିମୁଦ୍ରାକରଣ ପରେ ନୂତନ ଭାବରେ ପ୍ରଚଳିତ ହୋଇଥିବା ୫୦୦ ଓ ୨ ହଜାର ଟଙ୍କିଆ ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବା ପାଇଁ ମୋଦୀଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ । ରାଜସ୍ଥାନରୁ କଂଗ୍ରେସ…

ସାହିତ୍ୟରେ ଅବଦୁଲରଜାକ ଗୁରନାହଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଳୀ: ନୋବେଲ କମିଟି ପକ୍ଷରୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଗୁରୁବାର ଔପନ୍ୟାସିକ ଅବଦୁଲରଜାକ ଗୁରନାହଙ୍କ ନାମ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ତାଞ୍ଜାନିଆର ଏକ ଛୋଟିଆ ଦ୍ୱୀପ…

କୋର୍ଟରେ ହାଜର ହେଲେ ଆର୍ଯ୍ୟନ ଖାନ: ୧୧ ତାରିଖ ଯାଏଁ ରିମାଣ୍ଡରେ ଦାବି କଲା NCB

ମୁମ୍ବାଇ: ଡ୍ରଗ୍ସ ସେବନ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଛି । ଏହା ସହିତ ଆସନ୍ତା ୧୧ ତାରିଖ ଯାଏଁ ଆର୍ଯ୍ୟନଙ୍କୁ…

ମହଙ୍ଗା ପଡିଲା ଲଖୀମପୁର ମନ୍ତବ୍ୟ; ଜାତୀୟ କାର୍ଯ୍ୟକାରିଣୀରୁ ବାଦ ପଡିଲେ ବରୁଣ ଓ ମାନେକା

ନୂଆଦିଲ୍ଳୀ: ଲଖୀମପୁର ହିଂସାକାଣ୍ଡକୁ ନେଇ ବିଜେପି ବିରୋଧି ବୟାନ ବରୁଣ ଗାନ୍ଧୀ ଓ ମାନେକା ଗାନ୍ଧୀଙ୍କୁ ମହଙ୍ଗା ପଡିଛି । ବିବାଦୀୟ ଟ୍ୱିଟ୍ କାରଣରୁ ମା-ପୁଅ ଯୋଡିଙ୍କୁ ବିଜେପି କାର୍ଯ୍ୟକାରିଣୀ ଦଳରୁ ବାଦ ଦିଆଯାଇଛି ।…

ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି । କମିଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଏହି କମିଟିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର…

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: କିଏ ଏହି ଅନ୍ତରାମ? ଗତ ସନ୍ଧ୍ୟାରେ କାହିଁକି ବାରମ୍ବାର ଫୋନ୍ କରିଥିଲେ?

ବଲାଙ୍ଗୀର(ଓଡ଼ିଶା ଭାସ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି । ଏହା ହତ୍ୟା ନ ଆତ୍ମହତ୍ୟା ତାହା ଜଣାପଡିନାହିଁ । ତେବେ…

୨ ସ୍କୁଲ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି ସାଧାରଣ ଜନତା । ଖବର ମିଳିଛି ଯେ, ଶ୍ରୀନଗରର ଇଦଗାହ ଅଞ୍ଚଳର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଛି, ଯେଉଁଥିରେ ୨ ଶିକ୍ଷକଙ୍କ ମୃତ୍ୟୁ ହୋଇଛି…