Browsing Category
ଦେଶ
ପାତାଳଲୋକକୁ ଯିବା ପାଇଁ ଦିଲ୍ଲୀ ସରକାରର ବିଶେଷ ପ୍ରସ୍ତୁତି!
ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ଗୁରୁତ୍ୱ ସବୁସମୟରେ ରହିଛି । ରାଜନୈତିକ ରାଜଧାନୀ ହେବା ସହ ସମସ୍ତଙ୍କ ପ୍ରଥମ ପସନ୍ଦ ଡେଷ୍ଟିନି ହେଉଛି ଦିଲ୍ଲୀ । ଏଠି ରହିଛି ଆମର ଅନେକ ଐତିହ୍ୟ । ତେବେ ଚଳିତ ବର୍ଷାରେ ଦିଲ୍ଲୀରୁ…
ହ୍ୟାକ ହେଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ: ନଜର ଆସୁଛି କ୍ରିପ୍ଟୋକରେନ୍ସି XRPର Video
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ଦିନ ହ୍ୟାକ ହୋଇଯାଇଛି । ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା । ଏହା ଆମେରିକା କମ୍ପାନୀ ରିପଲ…
ଜାନୁଆରୀ ୨୨ରେ ପୁଣି ଉତ୍ସବମୁଖର ହେବ ଦେଶ, ଅଯୋଧ୍ୟାରେ ଶ୍ରୀରାମଙ୍କ ହେବ ପ୍ରାଣ ପ୍ରତିଷ୍ଠା
ଅଯୋଧ୍ୟା: ଅଯୋଧ୍ୟାରେ ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇପାରି ନ ଥିବାକୁ ନେଇ ଦୁଃଖି ଅଛନ୍ତି କି? ତେବେ ଦୁଃଖ କରନ୍ତୁ ନାହିଁ । ହୋଇପାରିବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ । କଥାଟା…
ବିଶ୍ୱ ଚମ୍ପିଆନ୍ ବକ୍ସର ନିଖତ ଜରୀନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ତେଲେଙ୍ଗାନା ପୋଲିସରେ ହେଲେ DSP
ନୂଆଦିଲ୍ଲୀ: ଭାରତର ବିଶ୍ୱ ଚମ୍ପିଆନ୍ କୁସ୍ତି ଯୋଦ୍ଧା ନିଖତ ଜରୀନ(Nikhat Zareen)ଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିଥିବା ନିଖତଙ୍କୁ ତେଲେଙ୍ଗାନା…
କାରରେ ପରିସ୍ରା କଲେ ବୋଲି ଦିବ୍ୟାଙ୍ଗକୁ ଛେଚିଲେ ବାବୁ, ଡ୍ରେସ ଖୋଲି ପୋଛିବାକୁ ବାଧ୍ୟ କଲେ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଦିବ୍ୟାଙ୍ଗଙ୍କ ପ୍ରତି ବର୍ବରତା ହେଉଥିବା ଦେଖାଯାଇଛି । କାରରେ ପରିସ୍ରା କରିଦେଲେ ବୋଲି ଦିବ୍ୟାଙ୍ଗକୁ ଲହୁ ଲୁହାଣ କଲେ ଆୟକର ବିଭାଗର…
ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଚିରାଗ ପାସୱାନଙ୍କ ଦଳ, ଏବେ ଠାରୁ ପ୍ରସ୍ତୁତି ଆରମ୍ଭ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ୩ ବର୍ଷ ସମୟ ଅଛି । କିନ୍ତୁ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ନୂତନ ଦଳର ଏଣ୍ଟ୍ରି…
ଏହି ରାଜ୍ୟରେ ଶସ୍ତା ହେଲା ପେଟ୍ରୋଲ- ଡିଜେଲ, ଜାଣନ୍ତୁ କେଉଁଠି ରହିଛି ସର୍ବାଧିକ ରେଟ୍
ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି । ଶୁକ୍ରବାର ସରକାରୀ ତୈଳ କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମଳିିଛି…
କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା; ସରିଲା ଧର୍ମଘଟ, ଡ୍ୟୁଟିକୁ ଫେରିବେ ଡାକ୍ତର, ବିକ୍ଷୋଭକାରୀ-ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଆଲୋଚନା
କୋଲକାତା: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବିରେ ଜୁନିୟର ଡାକ୍ତର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସଫଳ ହୋଇଛି । ପଶ୍ଚିମବଙ୍ଗ କନିଷ୍ଠ ଡାକ୍ତର…
ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ନେତା, ହସ୍ପିଟାଲ ନେବା ବାହାନାରେ ଲୁଟିଲେ ପୋଲିସ ବାବୁ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଏଠାରେ ରକ୍ଷକ ସାଜିଛି ଭକ୍ଷକ । ମୋହବାରେ ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବର୍ତ୍ତମାନ ମଧ୍ୟ ତଦନ୍ତ ଜାରି ରହିଛି । ଏହାରି ଭିତରେ ମହୋବା…
ଇସଲାମରେ ଜକାତ କ’ଣ, ଏହା କେଉଁ ୮ ଜଣଙ୍କୁ ଦିଆଯାଏ?
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଇସଲାମ ଧର୍ମର ପାଞ୍ଚଟି ମୌଳିକ ସ୍ତମ୍ଭ ହେଉଛି ଶାହାଦା, ସାଲାହ, ଜକାତ, ସୱାମ ଏବଂ ହଜ୍ । ପ୍ରତ୍ୟେକ ମୁସଲମାନ ଏହି ପାଞ୍ଚଟି ସ୍ତମ୍ଭକୁ କଡ଼ାକଡ଼ି ଭାବେ ପାଳନ କରନ୍ତି। ଏହି ପାଞ୍ଚଟି…