Browsing Category

ଦେଶ

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ଆଜି ୫୪୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଯେଉଁଠି ଚା ବିକୁଥିଲେ, ଆଜି ସେହି ରେଲଓ୍ଵେ ଷ୍ଟେସନର ନୂତନ ପରିସରର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ : କର୍ମଭୂମି ବାରଣାସୀକୁ ଅନେକ ଉପହାର ଦେବା ପରେ ଆଜି ଜନ୍ମଭୂମି ଗୁଜରାଟକୁ ଅନେକ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଶୁକ୍ରବାର ଗୁଜରାଟରେ ୧୧୦୦ କୋଟି ଟଙ୍କାରୁ ଅଧିକ…

ସ୍କୁଲ ଖୋଲିବା ପୂର୍ବରୁ ସଂକ୍ରମିତ ହେଲେ ୨୦ ଛାତ୍ରଛାତ୍ରୀ, ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଥିଲେ ବି କିଛି ରାଜ୍ୟରେ ସଂକ୍ରମଣ କମିନାହିଁ । ଏହାରି ମଧ୍ୟରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କିଛି ସମୟ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ…

ଉବୁଟୁବୁ ମାୟା ନଗରୀ; ରାସ୍ତା ଘାଟ ଜଳାର୍ଣ୍ଣବ, ଟ୍ରେନ୍ ସେବା ବାତିଲ

ନୂଆଦିଲ୍ଲୀ: ମୁମ୍ବାଇରେ ଶୁକ୍ରବାରରୁ ଲଗାତର ପ୍ରବଳ ବର୍ଷା ଜାରି ରହିଛି । ଫଳରେ ମୁମ୍ବାଇର ରାସ୍ତା ଘାଟ ଜଳାର୍ଣ୍ଣବ ହୋଇଯାଇଛି । ଯଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସହରର ବିଭିନ୍ନ ସ୍ଥାନରେ…

ପିଏମ୍-ସିଏମ୍ ବୈଠକ ଜାରି, ଯୋଗ ଦେଇଛନ୍ତି ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଆଶଙ୍କା ଏବଂ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ରହିଛନ୍ତି । ଉକ୍ତ ରାଜ୍ୟ ଗୁଡ଼ିକ…

ଆଜି ଓ ଆସନ୍ତାକାଲି ବନ୍ଦ ରହିବ SBIର ଏହି ସେବା, ବ୍ୟାଙ୍କ ଟୁଇଟ୍ କରି ଦେଲା ସୂଚନା

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ୪୪ କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି କୁହାଯାଉଛି ଯେ, ବ୍ୟାଙ୍କ୍…

୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ଗଭୀର କୂଅରେ ଖସି ପଡ଼ିଲେ ୩୦ ଜଣ, ଜାଣନ୍ତୁ ମୃତାହତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଜଣେ ୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ୩୦ ଜଣ ଲୋକ ଏକ ଗଭୀର କୂଅରେ ଖସି ପଡ଼ିବା ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । କୂଅରେ ଖସି…

ଚିରନିଦ୍ରାରେ ଶୋଇଗଲେ ‘ବାଳିକା ବଧୂ’ର ଦାଦୀ ସା, ଅଭିନେତ୍ରୀ ସୁରେଖା ସିକ୍ରୀ

ନୂଆଦିଲ୍ଲୀ: ଲୋକପ୍ରିୟ ସିରିଏଲ ‘ବାଳିକା ବଧୂ’ର ଅଭିନେତ୍ରୀ ସୁରେଖା ସିକ୍ରୀଙ୍କ ନିଧନ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଆଜି ସକାଳ ସେ ହୃଦଘାତରେ ପ୍ରାଣତ୍ୟାଗ କରିଥିବା ଜଣାପଡ଼ିଛି ।…

କମଳନାଥ କଂଗ୍ରେସର ପରବର୍ତ୍ତୀ ସଭାପତି! ସମାପ୍ତ ହେବ କି ଗାନ୍ଧୀ ପରିବାରର ଲିଗାସୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଜାତୀୟ କଂଗ୍ରେସ ଘୋର ସଙ୍କଟ ଦେଇ ଗତି କରୁଛି । ବିଭିନ୍ନ ରାଜ୍ୟରେ ଦିନକୁ ଦିନ କଂଗ୍ରେସ ଦଳ ନିଜର ସତ୍ତା ହରାଇବାକୁ ବସିଲାଣି । ଅନ୍ୟପଟେ ଦଳର ଯୁବରାଜ ରାହୁଲ ଗାନ୍ଧୀ…

ଆଇଟି ଆକ୍ଟ ୬୬(ଏ)ରେ ମାମଲା ରୁଜୁ ବନ୍ଦ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ସୂଚନା ପ୍ରଯୁକ୍ତି (ଆଇଟି) ଆଇନ ଧାରା ୬୬(କ)ରେ ମାମଲା ରୁଜୁ ବନ୍ଦ କରିବାକୁ କେନ୍ଦ୍ର ସରକାର ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଚିଠି ଲେଖିଛନ୍ତି । ଏହି ଆଇନ…