Browsing Category

ଦେଶ

‘ତିରୁପତି ମନ୍ଦିରର ଲଡୁରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବି’, ସିଏମ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ଆଶ୍ଚର୍ଯ୍ୟଜନକ ଦାବି ଏକ ନୂଆ ବିବାଦକୁ ଜନ୍ମ ଦେଇଛି। ସେ ବୁଧବାର ଦିନ ପୂର୍ବତନ କଂଗ୍ରେସ ସରକାରଙ୍କ କାର୍ଯ୍ୟକାଳ ସମୟରେ ପ୍ରସିଦ୍ଧ ତିରୁପତି…

ଶସ୍ତାରେ ମିଳିବ iPhone ! ଏହି ଦିନ ହେବ ଲଞ୍ଚ୍‌… ରହିଛି ଏହି ସବୁ ଫିଚର

ନୂଆଦିଲ୍ଲୀ: ନିକଟରେ ଆପଲ କମ୍ପାନୀ iPhone ସିରିଜ୍ 16କୁ ନେଇ ଚର୍ଚ୍ଚାରେ ଥିଲା । ବର୍ତ୍ତର୍ମାନ iPhone କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ଆପଲ iPhone SE 4 ଲଞ୍ଚ୍ କରିବାକୁ ଯୋଜନା କରୁଛି ।…

‘ପ୍ରାଇଭେଟ ରିସୋର୍ଟକୁ ନେଇ ମୋ ସହ ଦୁଷ୍କର୍ମ କଲେ..’, ବିଜେପି ବିଧାୟକ ମୁନିରତ୍ନାଙ୍କ ବିରୋଧରେ ଦୁଷ୍କର୍ମର ନୂଆ ମାମଲା ରୁଜୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ଆରଆର ନଗରରେ ବିଜେପି ବିଧାୟକ ମୁନିରତ୍ନାଙ୍କ ସମସ୍ୟା ଥମିବାର ନାମ ନେଉନି। ବର୍ତ୍ତମାନ ଜଣେ ମହିଳା ତାଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଅଣିଛନ୍ତି। ଏହି ମାମଲାରେ ସେ ରାମନଗର ଜିଲ୍ଲାର…

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପରେ ଏବେ ଠାଣେରେ ଉଡିଲା ପାଲେଷ୍ଟାଇନ ପତାକା

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଠାଣେର ମୁମ୍ବ୍ରା ଅଞ୍ଚଳ ମଧ୍ୟରେ ଇଦ-ଏ-ମିଲାଦ-ଉନ-ନବୀ ଅବସରରେ ଏକ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ରିପୋର୍ଟ ମୁତାବକ, ଶୋଭାଯାତ୍ରାରେ ସାମିଲ ଲୋକମାନେ ଏହି ସମୟରେ…

‘ବାୟୋ-ରାଇଡ୍’ ଯୋଜନାକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି)ର ଦୁଇଟି ପ୍ରମୁଖ ଯୋଜନାକୁ ବାୟୋମ୍ୟାନୁଫାକ୍ଚରିଂ ଏବଂ…

Test Cricket: ଧଳା ବଲ୍ ରେ କାହିଁକି ଖେଳା ଯାଏନି ଟେଷ୍ଟ ମ୍ୟାଚ, ରେଡ୍ ବଲର ହିଁ ବ୍ୟବହାର……

ଓଡ଼ିଶା ଭାସ୍କର: କ୍ରିକେଟ୍ ଇତିହାସରେ ସର୍ବପ୍ରଥମେ ୧୮୭୭ ମସିହାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳା ଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ଅନେକ ଦଶକ ପରେ ଦିନିକିଆ କ୍ରିକେଟର ଆଗମନ ହୋଇଥିଲା ।…

ଅଟୋ ଉପରେ ମାଡିଗଲା ହାଇୱା, ୭ ମୃତ, ୧୦ ଗୁରୁତର ଆହତ

ଜବଲପୁର: ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି। ଏଥିରେ ୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ମଧ୍ୟପ୍ରଦେଶର ଜବଲପୁରଠାରେ ଘଟିଛି। ଆହତଙ୍କୁ ଜିଲ୍ଲା…

ମଙ୍ଗଳ ଓ ଚନ୍ଦ୍ର ପରେ ଏବେ ଶୁକ୍ର ଗ୍ରହ ଉପରେ ଭାରତର ନଜର; ୨୦୨୮ ସୁଦ୍ଧା ଶେଷ ହେବ ମିଶନ

ନୂଆଦିଲ୍ଲୀ: କେନ୍ଦ୍ରରେ ଏନଡିଏ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ କ୍ୟାବିନେଟର ପ୍ରଥମ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ 'ଶୁକ୍ର ଅର୍ବିଟ ମିଶନ'କୁ ଅନୁମୋଦନ କରିଛନ୍ତି…

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ; ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ

ନୂଆଦିଲ୍ଲୀ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ୩୫ ବର୍ଷ…

ଚନ୍ଦ୍ରଯାନ-୪ ଓ ଶୁକ୍ର ଅର୍ବିଟର ମିଶନକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମନ୍ତ୍ରୀମାନେ ଚନ୍ଦ୍ରଯାନ-୪ ଅଭିଯାନକୁ ଅନୁମୋଦନ କରିଛନ୍ତି। ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରକୁ ନେଇ ସୁରକ୍ଷିତ ଭାବେ ପୃଥିବୀକୁ…