Browsing Category
ଦେଶ
ବନ୍ଦ ସ୍କୁଲକୁ ଖୋଲିଲେ ଶିକ୍ଷାଦୂତ, ପିଟିପିଟି ମାରିଦେଲେ ମାଓବାଦୀ
ନୂଆଦିଲ୍ଲୀ: ଛତିଶଗଡରୁ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ପିଟିପିଟି ସ୍କୁଲ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ବନ୍ଦ ଥିବା ସ୍କୁଲକୁ ଖୋଲିବା ସହିତ ପିଲାଙ୍କୁ ସ୍କୁଲ ମୁହାଁ କରିଥିବାରୁ…
(Video) ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ହଠାତ୍ ଷ୍ଟେଜରେ ଚଢିଗଲେ ଯୁବକ; ଫିଙ୍ଗିଦେଲେ ଶାଲ୍, ତା’ ପରେ….
ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସୁରକ୍ଷାରେ ତ୍ରୁଟି ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ଷ୍ଟେଜ ଉପରକୁ ଚଢି ଯାଇଥିଲେ ଅଜଣା ଯୁବକ । କେହି…
୨୦୩୫ ସୁଦ୍ଧା ଶକ୍ତିଶାଳୀ ତେଜସ ମାର୍କ-୨ ହେବ ସେନାରେ ସାମିଲ
ଯୋଧପୁର: ସ୍ୱଦେଶୀ ଓ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ ମାର୍କ-୨ ବିମାନ ୨୦୨୫ରେ ପ୍ରଥମ ଉଡାଣ ଭରିବାର ସମ୍ଭାବନା ରହିଛି । ଏରୋନେଟିକ ଡେଭଲପମେଣ୍ଟ ଏଜେନ୍ସି ରାଜସ୍ଥାନର ଯୋଧପୁରରେ ଏକ…
ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ମୁଖ୍ୟମନ୍ତ୍ରୀ ରେସରେ କିଏ ? ହୋଇପାରେ ମଧ୍ୟବର୍ତ୍ତୀ ନିର୍ବାଚନ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ଦେଶରେ ହଙ୍ଗାମା ଦେଖାଦେଇଛି । ଦିଲ୍ଲୀର ପାରା ବଢିବାରେ ଲାଗିଛି । ଆମ ଆଦମୀ ପାର୍ଟୀ(ଆପ୍)ର ରାଷ୍ଟ୍ରୀୟ…
୬୦ ହଜାର ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ଫାଇଦା: ତିଆରି ହେବ Golden Card
ନୂଆଦିଲ୍ଲୀ: ଆୟୁଷ୍ମାନ ଯୋଜନାକୁ ନେଇ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ଅନୁସାରେ ୭୦ ବର୍ଷ ବା ତଦୁର୍ଦ୍ଧ ବୟସର ବ୍ୟକ୍ତିମାନଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ କରିବା ପାଇଁ ଘୋଷଣା…
ହିନ୍ଦୁ ବିବାହ ପବିତ୍ର ହୋଇଥାଏ, ଏହାକୁ କୌଣସି ଚୁକ୍ତି ପରି ଶେଷ କରାଯାଇ ପାରିବ ନାହିଁ: ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ରାୟ
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ହିନ୍ଦୁ ବିବାହକୁ ଚୁକ୍ତି ଭାବରେ ଭଙ୍ଗ ବା ଶେଷ କରାଯାଇପାରିବ ନାହିଁ । ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଶାସ୍ତ୍ର ଏବଂ…
ଡ଼ରାଇଲାଣି Mpox: ଆଲର୍ଟରେ ବେଙ୍ଗାଲୁରୁ ବିମାନବନ୍ଦର, କିଛି ଯାତ୍ରୀଙ୍କ ପାଇଁ ପରୀକ୍ଷା ବାଧ୍ୟତାମୂଳକ କରିଛି KIA
ବେଙ୍ଗାଲୁରୁ: ଭାରତରେ ଏମପକ୍ସର ପ୍ରଥମ ମାମଲା ନିଶ୍ଚିତ ହେବା ପରେ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (କେଆଇଏ) ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ପରୀକ୍ଷା ଆରମ୍ଭ କରିଛି । ଏହି ସପ୍ତାହ…
୯୦ ଦିନ ପାଇଁ ଉଡ଼ିପାରିବ ସୋଲାର ପ୍ଲେନ୍, ସୀମାରେ ଶତ୍ରୁଙ୍କ ଉପରେ ରଖିବ କଡ଼ା ନଜର
ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକ ଏଭଳି ଏକ ସୋଲାର ବିମାନ ପ୍ରସ୍ତୁତ କରୁଛନ୍ତି ଯାହା ଯୁଦ୍ଧ କ୍ଷେତ୍ର ପାଇଁ କ୍ରାନ୍ତିକାରୀ ପ୍ରମାଣିତ ହେବ । ବିମାନର ବିଶେଷତ୍ୱ ହେଉଛି ଏହା ୯୦ ଦିନ ପାଇଁ ଉଡ଼ାଣ ଭରିବାରେ ସକ୍ଷମ ହେବ ।…
(Video) କେଜ୍ରିୱାଲଙ୍କ ଇସ୍ତଫା ଦାବିକୁ ନେଇ ସାମ୍ନାକୁ ଆସିଲା ବିଜେପିର ପ୍ରତିକ୍ରିୟା, କହିଲେ ଏଇଟା ‘ପବ୍ଲିସିଟି ଷ୍ଟଣ୍ଟ’
ନୂଆଦିଲ୍ଲୀ: ଦୀର୍ଘ ୬ ମାସ ଜେଲରେ ବିତାଇବା ପରେ ବାହାରକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ତାଙ୍କ ପାର୍ଟୀର ଅନ୍ୟ କୌଣସି ବ୍ୟକ୍ତି…
କେଜରିୱାଲଙ୍କୁ ପଦ ଛାଡିବାକୁ ବାଧ୍ୟ କରିଛି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ!
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର କରିଥିବା ଘୋଷଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀ ଲିକର ସ୍କାମ ମାଲମାରେ ୧୭୭ ଦିନ ଜେଲରେ ବନ୍ଦୀ ରହିଥିବା ସମୟରେ କେଜରିୱାଲ ଏହି ପଦ…