Browsing Category
ଦେଶ
ହରିୟାଣାରେ ୧୫୬୧ ପ୍ରାର୍ଥୀ ଭରିଲେ ନାମାଙ୍କନ, ଏହି ନିର୍ବାଚନ ମଣ୍ଡଳିରୁ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି
ଚଣ୍ଡିଗଡ଼: ଆସନ୍ତା ଅକ୍ଟୋବର ୫ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ମୋଟ୍ ୧୫୬୧ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିରେ…
Video; ଜୁସ୍ରେ ପରିସ୍ରା ଫେଣ୍ଟି ବିକ୍ରି କରୁଥିଲେ ଦୋକାନୀ, ଦେଖିବା ପରେ ପ୍ରବଳ ଛେଚିଲେ ସ୍ଥାନୀୟ ଲୋକେ
ଗାଜିଆବାଦ: ଗାଜିଆବାଦର ଲୋନି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଇନ୍ଦିରାପୁରୀ ଅଞ୍ଚଳର ଏକ ଜୁସ୍ ଦୋକାନରେ ଲୋକଙ୍କୁ ପରିସ୍ରା ମିଶା ଜୁସ୍ ଦେବାର ଏକ ଘଟଣା ସାମ୍ନାକୁ ଆସିଛି । ରସରେ ଏକ ଅଜବ ସ୍ୱାଦ ଦେଖି…
ରେକର୍ଡ ସୃଷ୍ଟି କଲେ ଗୌତମ ଅଦାନୀ, World’s Best Companies of 2024 ତାଲିକାରେ ସ୍ଥାନ ପାଇଲା ଅଦାନୀ ଗ୍ରୁପର ୮ କମ୍ପାନୀ
ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କ ନେତୃତ୍ୱରେ ଚାଲିଥିବା ଅଦାନୀ ଗ୍ରୁପର ୮ଟି କମ୍ପାନୀ ଟାଇମର World's Best Companies of 2024 ତାଲିକାରେ ସ୍ଥାନ ପାଇଛି । ଟାଇମର ଏହି ପ୍ରତିଷ୍ଠିତ ତାଲିକାରେ ସାରା ଦୁନିଆର ୧୦୦୦…
ୟୁପିରେ ଆଇଏଏସ୍ ସ୍ତରରରେ ବଡ଼ ଧରଣର ଅଦଳ ବଦଳ, ସିପି ସିଂହ ଲକ୍ଷ୍ନୌର ନୂତନ DM
ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ମୋଟ୍ ୧୩ ଜଣ ଆଇଏଏସ୍ ଅଧିକାରୀଙ୍କ ଟ୍ରାନ୍ସଫର ହୋଇଥିବା ବେଳେ ଲକ୍ଷ୍ନୌ ସମେତ ୫ଟି ଜିଲ୍ଲାର DMଙ୍କୁ ବଦଳି କରାଯାଇଛି ।
ସିପି…
ଚଳନ୍ତା ଟ୍ରେନ୍ରେ ନାବାଳିକାକୁ ଅସଦାଚରଣ; ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କଲେ ଯାତ୍ରୀ
ପାଟନା: ବରାଉନିରୁ ବିହାରର ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସର ଏସି ବଗିରେ ଜଣେ ରେଳ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି ଯାତ୍ରୀ । ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହେବା ଏହି ହତ୍ୟାକାଣ୍ଡର କାରଣ…
ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ଦୁଇ ଯବାନ ସହିଦ, ଦୁଇ ଆହତ
ଶ୍ରୀନଗର: ଜାମ୍ମୁ-କାଶ୍ମୀରର କିସ୍ତୱାଡର ଛତରୂ ଅଞ୍ଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରର ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଏହି ଏନକାଉଣ୍ଟରରେ ସେନାର ୨ ଯବାନ ସହିଦ ଏବଂ ୨ ଯବାନ ଆହତ…
Video; ଶିବଲିଙ୍ଗ ଉପରୁ ନାଗ ଚୋରି, ନେବା ପୂର୍ବରୁ ଓ ପରେ ପ୍ରଣାମ-କାନ ଧରି କ୍ଷମା ପ୍ରାର୍ଥନା
ପଟନା: ବିହାରର ଛପରାର ଏକ ମନ୍ଦିରରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଚୋର ପ୍ରଥମେ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପ୍ରଣାମ କରିବା ପରେ ଅଷ୍ଟଧାତୁର ଅତି ପ୍ରାଚୀନ ନାଗରାଜଙ୍କୁ ଏକ କପଡ଼ାରେ ଗୁଡ଼ାଇ…
(Video) ଲାଇଭ ଶୋ’ରେ ହାତାହାତି… News Debate ବେଳେ ଅଶୁତୋଷ-ଆନନ୍ଦ କଲେ ମାରପିଟ୍
ନୂଆଦିଲ୍ଲୀ: ଲାଇଭ ଟିଭି ଶୋ’ ବେଳେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଖବର ପ୍ରସାରଣ ବେଳେ ସାମ୍ବାଦିକ ଆଶୁତୋଷ ଏବଂ ବୈଜ୍ଞାନିକ ଆନନ୍ଦ ରଙ୍ଗନାଥନଙ୍କ ମଧ୍ୟରେ ମାରପିଟ ପରିସ୍ଥିତି ଦେଖାଯାଇଛି । ‘Times Now…
ଟେଲିକମ୍ କମ୍ପାନୀଗୁଡିକ ପୁଣି ମହଙ୍ଗା କରିପାରନ୍ତି ସେମାନଙ୍କ ରିଚାର୍ଜ ପ୍ଲାନ୍, ଏହି କାରଣରୁ ଉପଭୋକ୍ତାଙ୍କ ଉପରେ ବଢ଼ିଯିବ ବୋଝ!
ନୂଆଦିଲ୍ଲୀ: ଘରୋଇ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ସମସ୍ତ ରିଚାର୍ଜ ଯୋଜନା ଦୁଇ ମାସ ପୂର୍ବରୁ ମହଙ୍ଗା କରିଛନ୍ତି । କମ୍ପାନୀଗୁଡିକର ମହଙ୍ଗା ଯୋଜନା ଯୋଗୁଁ ମୋବାଇଲ୍ ବ୍ୟବହାରକାରୀଙ୍କ ପକେଟରେ ପୂର୍ବ ତୁଳନାରେ ୨୫…
ଏହି ଦିନ ରିଲିଜ୍ ହେବ ଶାହାରୁଖ ଖାନଙ୍କ ‘କିଙ୍ଗ୍’, ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ସୁହାନା
ମୁମ୍ୱାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପାଇଁ ୨୦୨୩ ବର୍ଷ ଏକ ସ୍ୱପ୍ନ ଭଳି ଥିଲା । ଏହି ସମୟରେ ତାଙ୍କର ତିନୋଟି ସିନେମା ଗୋଟିଏ ପରେ ଗୋଟିଏ ହିଟ୍ ହୋଇଥିଲା । ପ୍ରଥମ ଦୁଇଟି ସିନେମା 'ପଠାଣ' ଓ 'ଜବାନ' ବ୍ଲକବଷ୍ଟର…