Browsing Category
ଦେଶ
ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ୨୫ ସେପ୍ଟେମ୍ବରରେ ଆଗାମୀ ଶୁଣାଣି
ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିନାହିଁ। ସିବିଆଇ ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାତିକ ହେପାଜତ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ…
ଛଅ ମହଲା ଉପରୁ ଡେଇଁ ପ୍ରାଣ ହାରିଲେ ମଲାଇକା ଆରୋରାଙ୍କ ବାପା, ଘଟଣାସ୍ଥଳରେ ପୋଲିସର ଛାନଭିନ
ନୂଆଦିଲ୍ଲୀ: ମଲାଇକା ଆରୋରାଙ୍କ ଘରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ବାପା ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି। ସେ ପ୍ରାଣ ହାରିଛନ୍ତି। ଆଜି ସକାଳ ୯ଟା ପାଖାପାଖି ଏହି ଘଟଣା ବିଷୟରେ…
ଉଦଘାଟନ ପୂର୍ବରୁ ଅଘଟଣ, ଟ୍ରାଏଲ ରନ୍ ବେଳେ ବନ୍ଦେ ଭାରତ ଉପରକୁ ପଥରମାଡ
ନୂଆଦିଲ୍ଲୀ : ଉଦଘାଟନ ପୂର୍ବରୁ ଭାଙ୍ଗିଦେଲେ ବନ୍ଦେ ଭାରତ ଟ୍ରେନ । ଟାଟାରୁ ପାଟନା ଯାଉଥିବା ବେଳେ ଗୟା ନିକଟରେ ପଥରମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ପଥରମାଡରେ ଟ୍ରେନର କାଚ ଭାଙ୍ଗି ଯାଇଥିବା ଦେଖାଯାଇଛି…
ପିଏମ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଗ୍ରୀନ ହାଇଡ୍ରୋଜେନ ସମ୍ମିଳନୀକୁ କଲେ ସମ୍ବୋଧିତ, କହିଲେ- ପରିବର୍ତ୍ତନରେ ଗତି କରୁଛି ଦୁନିଆ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଗ୍ରୀନ ହାଇଡ୍ରୋଜେନ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି। ପିଏମ ମୋଦୀ ଏହି ସମୟରେ କହିଛନ୍ତି ଯେ, ଦୁନିଆ ଏକ ଗୁରୁତ୍ୱପୂର୍ଣ୍ଣ…
ଆମେରିକୀୟ ସିନେଟରଙ୍କ ସହ ରାହୁଲଙ୍କ ଭେଟଘାଟ ପରେ ଅଡୁଆରେ କଂଗ୍ରେସ!
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଯେତେବେଳେ ବି ବିଦେଶ ଯାତ୍ରା କରନ୍ତି, ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଚଳିତ ଆମେରିକା ଗସ୍ତ କାଳରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାର ଓ ତାର…
LOC ଉପରେ ପାକିସ୍ତାନର ପୁଣି ଆକ୍ରମଣ, ଗୁଳିଚାଳନାରେ BSFର ଯବାନ ଆହତ
ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନ ପୁଣିଥରେ ବର୍ଡର ଏବଂ ଲାଇନ ଅଫ କଣ୍ଟ୍ରୋଲ ଉପରେ ନିଜ ସୀମାକୁ ପ୍ରସାରିତ କରିବା ଦେଖିବାକୁ ମିଳିଛି। ପାକିସ୍ତାନ ଲଗାତାର ଅତଙ୍କବାଦୀମାନଙ୍କୁ ଭାରତୀୟ ସୀମାରେ ବଳପୂର୍ବକ ପ୍ରବେଶ…
ବାଜିଲା ସାଇରନ୍…ରାତି ୧ଟାରେ ଖୋଲିଲା ବ୍ୟାଙ୍କ, ଚୋରୀ ସନ୍ଦେହରେ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଲକ୍ଷ୍ନୌ: ରାତି ଅଧରେ ବାଜିଲା ବ୍ୟାଙ୍କ ଏମର୍ଜେନ୍ସି ସାଇରନ୍ । ଛାନିଆ ହେଲା ପୋଲିସ । ବ୍ୟାଙ୍କରେ କାଳେ ଚୋରି, ଡକାୟତି ହୋଇଥିବା ସନ୍ଦେହ କରି ଫୋର୍ସ ବି ସାଥିରେ ନେଇଥିଲା ପୋଲିସ । ଚାନଭିନ୍ ହେଲା । ବ୍ୟାଙ୍କ…
ଜିଓ ଲଞ୍ଚ୍ କଲା ନୂଆ 4G ଫୋନ୍, ଭିଡିଓ କଲିଂ, UPI ପେମେଣ୍ଟ ଇତ୍ୟାଦି ସୁବିଧା ଉପଲବ୍ଧ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍(RIL) ଏକ ନୂଆ ବଜେଟ୍ ଫ୍ରେଣ୍ଡଲି 4G ଫିଚର ଥିବା ଫୋନ୍ ଲଞ୍ଚ୍ କରିଛି । ଏହା ହେଉଛି JioPhone Prima 2 । ଯାହା 512MB RAM ଏବଂ 4GB ଇଣ୍ଟରନାଲ ଷ୍ଟୋରେଜ ସହ…
GST Councilର ବଡ଼ ନିଷ୍ପତ୍ତି; ଦେଶରେ ଏହିସବୁ ଜିନିଷ ହୋଇଗଲା ଶସ୍ତା, ଜାଣନ୍ତୁ ପୁରା ଡିଟେଲ୍ସ
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଖୁବଶୀଘ୍ର କ୍ୟାନ୍ସର ଔଷଧ ଏବଂ ଦୈନନ୍ଦିନ ବ୍ୟବହୃତ ହେଉଥିବା ନମକିନ ଅର୍ଥାତ ସ୍ନାକ୍ସର ମୂଲ୍ୟ କମ ହୋଇଯିବ । ଜିଏସଟି ପରିଷଦର ୫୪ତମ ବୈଠକ ସୋମବାର ଦିନ ନୂଆ ଦିଲ୍ଲୀରେ ଅନୁଷ୍ଠିତ…
ପାରିବାରିକ କଳହର କରୁଣ ପରିଣତି, ଛୁଆ ସହ ସ୍ତ୍ରୀକୁ ହତ୍ୟା
ପାଟନା: ପାରିବାରିକ କଳହର କରୁଣ ପରିଣତି । ବିହାରରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଘଟଣା । ହିତାହିତ ଜ୍ଞାନ ହରାଇ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲା ରାକ୍ଷାସ ସ୍ବାମୀ । ଅଜିମାବାଦ ଥାନା…