Browsing Category
ଦେଶ ବିଦେଶ
ଆମଦାନୀ ନେତାଙ୍କୁ ନେଇ ଆଗାମୀ ନିର୍ବାଚନ ଲଢିବ ଆପ
ନୂଆଦିଲ୍ଲୀ- ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି । ଚଳିତ ନିର୍ବାଚନରେ ମଧ୍ୟ ଆପ ଏକା ଲଢିବ । ଦିଲ୍ଲୀର ସମସ୍ତ ୭୦ ସିଟରେ ନିଜର…
ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ନ କରିବା ନିଷ୍ପତ୍ତି କଂଗ୍ରେସ ପତ୍ତନର କାରଣ କହିଲେ ମଣିଶଙ୍କର ଅୟର
ନୂଆଦିଲ୍ଲୀ- ନିଜ ରାଜନୈତିକ ଜୀବନକୁ ନେଇ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଅୟର ଲେଖିଥିବା ପୁସ୍ତକ ଗାନ୍ଧୀ ପରିବାରର ଗୁମର ଖୋଲି ଦେଇଛି । ଏକଦା କଂଗ୍ରେସ ତଥା ଗାନ୍ଧୀ ପରିବାରରେ ଗୁରୁତ୍ୱ ବହନ କରୁଥିଲେ ଅୟର ।…
ବଦଳିବ UPI Mode! Keypad ଫୋନରେ କରିହେବ ଅନଲାଇନ ଟ୍ରାଞ୍ଜାକ୍ସନ, ଜାଣନ୍ତୁ କେମିତି
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସବୁତକ କାମ ଡିଜିଟାଲ ମୋଡରେ କରୁଛନ୍ତି ଲୋକେ । ପନିପରିବାରୁ ଆରମ୍ଭ କରି ବଡ଼ ବଡ଼ ଜିନିଷ କିଣିବା ପର୍ଯ୍ୟନ୍ତ ସବୁଠି ଡିଜିଟାଲ ପେମେଣ୍ଟକୁ ମିଳୁଛି ଅଗ୍ରାଧିକାର । ତେଣୁ ଖୁବଶୀଘ୍ର…
ଅଦ୍ଭୁତ ସ୍ତ୍ରୀ! ବିଲେଇର ଅଧିକ ଯତ୍ନ ନେଉଥିବାରୁ ସ୍ୱାମୀଙ୍କ ନାମରେ ଆଣିଲା ଅଭିଯୋଗ
ନୂଆଦିଲ୍ଲୀ: ଆମ ଦେଶର ଆଇନ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ହୋଇଛି । ହେଲେ କିଛି ଲୋକେ ଆଇନର ଅପବ୍ୟବହାର କେବଳ ଅନ୍ୟମାନଙ୍କୁ ହଇରାଣ କରିବା ପାଇଁ କରିଥାଆନ୍ତି । ଏପରି ଏକ ମାମଲା…
PM କିଷାନ ସମ୍ମାନ ନିଧି ଯୋଜନା ପୋର୍ଟାଲରେ ବଡ଼ ବ୍ୟତିକ୍ରମ : ଜୀବିତ କୃଷକଙ୍କୁ କହିଲା ମୃତ, ଏବେ ତହସିଲ ଅଫିସ ଚକ୍କର କାଟୁଛନ୍ତି ଚାଷୀ
ବଡ଼ବାନୀ: ମଧ୍ୟପ୍ରଦେଶ ବଡ଼ବାନୀ ଜିଲ୍ଲା ପାନସେମଲ ଜନପଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । କୃଷକଙ୍କୁ କିଛି ମାସ ହେବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଟଙ୍କା ମିଳିବା ବନ୍ଦ ହୋଇଯାଇଛି । ଏହାର କାରଣ…
ବିଧାନସଭା ନିର୍ବାଚନ ପାଇଁ ଆପ୍ ଜାରିକଲା 38 ଜଣିଆ ପ୍ରାର୍ଥୀ ତାଲିକା, କେଜ୍ରିଓ୍ବାଲ-ଆତିଶୀଙ୍କ ସିଟ୍ ପକ୍କା
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍। ଦିଲ୍ଲୀର ରୁଲିଂ ଆମଆଦମୀ ପାର୍ଟି ଆଜି ଅନ୍ତିମ ତାଲିକା ପ୍ରକାଶ କରିଛି । ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ନୂଆଦିଲ୍ଲୀରୁ, ମୁଖ୍ୟମନ୍ତ୍ରୀ…
ଦୁଇ ଦିନରେ ହଜାର ହଜାର ଚାକିରି ସୁଯୋଗ, ସିଧା ଯାଇ ପାଇବେ ନିଯୁକ୍ତି
ଚିତ୍ରକୂଟ- ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଗାମୀ ୧୬ ଓ ୧୭ ଡିସେମ୍ବର ୨୦୨୪ ଦୁଇ ଦିନ ପାଇଁ ଲାଗୁଛି ନିଯୁକ୍ତିର ମହାକୁମ୍ଭ । ଦୁଇ ଦିନିଆ ନିଯୁକ୍ତି ମେଳାକୁ ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଅଧିକାରୀ । ତେଣୁ…
Researchର ବଡ଼ ଖୁଲାସା : CHILDFREE ହେବାକୁ ଚାହୁଁଛନ୍ତି କପଲ, ଦେଶରେ ତଳମୁହାଁ ଜନ୍ମହାର …
ଓଡ଼ିଶା ଭାସ୍କର: ବଶ୍ୱରେ ଭାରତର ଜନସଂଖ୍ୟା ସର୍ବାଧିକ । ଜନସଂଖ୍ୟାରେ ଚାଇନାକୁ ପଛରେ ପକାଇ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । କିନ୍ତୁ ବର୍ତ୍ତମାନ ସମୟରେ ଦେଶରେ ଶିଶୁ ଜନ୍ମ ହାର କମିବାରେ ଲାଗିଛି । ଦମ୍ପତି ପିଲା…
ଆଜି ଫଡନାବିସ କ୍ୟାବିନେଟର ସଂପ୍ରସାରଣ, ନାଗପୁରରେ ଶପଥ ନେବେ 35 ମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଫଡନାବିସ କ୍ୟାବିନେଟର ସଂପ୍ରସାରଣ ହେବ । ନାଗପୁରରେ ଶପଥ ନେବେ 35ଜଣ ମନ୍ତ୍ରୀ । ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସର୍ବାଧିକ 43ଜଣ ସଦସ୍ୟ ରହିପାରିବେ । କହିରଖୁଛୁ କି, ଗତ 5 ତାରିଖରେ…
କାନ୍ଦୁରୀ ଡଷ୍ଟବିନ୍… ‘ମୁଁ ଅଳିଆ ଖାଇବାକୁ ଚାହେଁ ’ ସମସ୍ତଙ୍କ ପାଖକୁ ଯାଇ ଅଳିଆ ମାଗୁଛି… Video ଦେଖିଲେ ସବୁ ବୁଝିଯିବେ
ଓଡ଼ିଶା ଭାସ୍କର: ହଂକଂର ଏକ ଡଷ୍ଟବିନ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା । ଏ ଡଷ୍ଟବିନ୍ ଅନ୍ୟ ଡଷ୍ଟବିନ୍ ଠାରୁ ବହୁତ ଅଲଗା । କାରଣ ଏ ଡଷ୍ଟବିନ୍ ଚାଲୁଛି, କାନ୍ଦୁଛି ଆଉ କଥା ମଧ୍ୟ କହୁଛି । ଏ ଡଷ୍ଟବିନ୍ କାନ୍ଦି କାନ୍ଦି…