Browsing Category

ଦେଶ ବିଦେଶ

ବିଶିଷ୍ଠ କୂଟନୀତିଜ୍ଞ ତଥା ପୂର୍ବତନ ବୈଦେଶିକ ସଚିବ ମୁଚକୁନ୍ଦ ଦୁବେଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ସଚିବ ମୁଚକୁନ୍ଦ ଦୁବେଙ୍କ ପରଲୋକ। ବୁଧବାର ଦିଲ୍ଲୀର ଏକ ହସ୍ପିଟାଲରେ ଘଟିଛି ପରଲୋକ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିଲା। ତାଙ୍କ ପରିବାରରେ ଲୋକଙ୍କ…

Most Expensive Things in World: ବିଶ୍ୱର ୫ ମହଙ୍ଗା ଜିନିଷ,୧୨ ଲକ୍ଷ କୋଟିର ସ୍ପେସ ଷ୍ଟେସନ, ଜାଣନ୍ତୁ ଭାରତର କେଉଁ ସାମଗ୍ରୀ ସବୁଠୁ…

ଓଡିଶା ଭାସ୍କର : ଦୁନିଆରେ ବହୁତ ଜିନିଷ ଏମିତି ଅଛି, ଯାହାକୁ କିଣିବା ସମସ୍ତଙ୍କ ପାଇଁ ସହଜ ହୋଇ ନ ଥାଏ । କେବେ ଆପଣ ଭାବିଛନ୍ତି କି! ବିଶ୍ୱର ସବୁଠୁ ମହଙ୍ଗା ଜିନିଷ କ'ଣ ହୋଇ ଥାଇପାରେ । ସବୁଠୁ ରୋଚକର କଥା ଏହା ଯେ…

ଶ୍ରୀଲଙ୍କାକୁ ବଡ଼ ଝଟକା; ଅଭି଼ଜ୍ଞ କ୍ରିକେଟରଙ୍କ କୋଚ୍ ପଦରୁ ଇସ୍ତଫା, ଜୟବର୍ଦ୍ଧନେଙ୍କ ପରେ କିଏ ନେବ ଭାର

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍ ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପରେ ଅଭିଜ୍ଞ କ୍ରିକେଟର ମହେଲା ଜୟବର୍ଦ୍ଧନେ ଶ୍ରୀଲଙ୍କା କ୍ରିକେଟ୍ ଦଳର ପରାମର୍ଶଦାତା କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି । ଜୟବର୍ଦ୍ଧନେ ୨୦୨୨ରେ…

T 20 WORLD CUP: ବିଶ୍ୱରେ  ଆଫଗାନିସ୍ତାନ କ୍ରିକେଟର ଉଦୟ, ସଫଳତା ପଛରେ ରହିଛି ଭାରତୀୟଙ୍କ ହାତ ଓ ଆଇପିଏଲ

ଓଡିଶା ଭାସ୍କର : ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି ରସିଦ ଖାନଙ୍କ ଆଫଗାନିସ୍ତାନ ଦଳ । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି ଦଳକୁ ଆଣ୍ଠୁ ନଇଁବାକୁ ବାଧ୍ୟ କରିଛି ଏ ଦଳ…

ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ଭାବେ ପୁଣି ନିଯୁକ୍ତି ପାଇଲେ ସାମ ପିତ୍ରୋଡା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ନିଜର ଟିପ୍ପଣୀକୁ ନେଇ ବିବାଦ ଘେରରେ ରହିଥିବା ସାମ ପିତ୍ରୋଡା ଇଣ୍ଡିଆନ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଚୋରି କରି ସୁନ୍ଦରୀ ଝିଅଙ୍କ ପଛରେ ଟଙ୍କା ଉଡ଼ାଉଥିଲେ ବୃଦ୍ଧ; ଧରାପଡ଼ିଗଲା କାରନାମା

ଇନ୍ଦୋର: ବଲିଉଡର ଲୋକପ୍ରିୟ ଗୀତ 'ଦିଲ୍ ତୋ ବଚା ହୈ ଜୀ' ଆପଣ ନିଶ୍ଚୟ ଶୁଣିଥିବେ। ମଧ୍ୟପ୍ରଦେଶର ଇନ୍ଦୋରରୁ ଧରାପଡ଼ିଥିବା ଜଣେ ବୟସ୍କ ଚୋରଙ୍କ ସହ ଏହି ଗୀତଟି ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି। ଏହି ବୃଦ୍ଧ ବ୍ୟକ୍ତି ଜଣକ…

କୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟ୍‌କା; ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୩ ଦିନିଆ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି…

(Video) ଗ୍ୟାସ ସିଲିଣ୍ଡରରେ ଲିକ୍ ହେଲେ କ’ଣ କରିବେ: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଆଜିର ସମୟରେ ଦେଶର କୋଟି କୋଟି ଲୋକ ଗ୍ୟାସ ସିଲିଣ୍ଡରରେ ରୋଷେଇ କରୁଛନ୍ତି । ଗ୍ୟାସ ସିଲିଣ୍ଡର ଘରେ ଘରେ ପହଞ୍ଚିବା ଫଳରେ ମହିଳାଙ୍କର ଜୀବନ ଅତ୍ୟନ୍ତ ସହଜ ହୋଇଯାଇଛି କହିଲେ ଚଳେ । କାରଣ ବହୁବର୍ଷ ପୂର୍ବରୁ…

OM BIRLA VS K. SURESH: ବାଚସ୍ପତି ନିର୍ବାଚନ, ‘ଆଇରିସ ସ୍ୱିଚ’ ଗେମ୍ ଖେଳୁଥିଲା ବିରୋଧୀ! ଜାଣନ୍ତୁ କେତେ କାମରେ ଆସିବ ଏ ଚାଲ

ଓଡିଶା ଭାସ୍କର: ଦୁନିଆର ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ସଂସଦ ମଧ୍ୟରେ ଚାଲିଥିଲା ଆଇରିସ ସ୍ୱିଚ ଗେମ୍ , ମାନେ ରାଜନୈତିକ ଭାଷାରେ ୟୁରୋପୀୟ ଦେଶ ଆୟରଲାଣ୍ଡରେ ଏହି ଶବ୍ଦର ବହୁଳ ବ୍ୟବହାର ହୋଇଥାଏ । ଲୋକସଭାର…

ଚିନ୍ତା ବଢ଼ାଇଲା ଗ୍ଲୋବାଲ ହେଲଥ୍ ରିପୋର୍ଟ; ଅଧାରୁ ଅଧିକ ଭାରତୀୟ ଫିଜିକାଲ ଅନ୍‌ଫିଟ୍‌

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ଗ୍ଲୋବାଲ ହେଲଥ୍ ରିପୋର୍ଟ। ନିକଟରେ ଲାନସେଟ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧାରୁ ଅଧିକ ଭାରତୀୟ ଫିଜିକାଲ ଅନ୍‌ଫିଟ୍‌ ଅଛନ୍ତି। ଭାରତୀୟଙ୍କ ଫିଜିକାଲ…