Browsing Category

ଦେଶ ବିଦେଶ

କ’ଣ ନିଟ୍ ପ୍ରଶ୍ନପତ୍ର ଘୋଷାଇଥିଲେ ସଲଭର ଗ୍ୟାଙ୍ଗ୍? ୯ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିବ EOU

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପାଟନା 'ଅର୍ଥନୈତିକ ଅପରାଧ ୟୁନିଟ୍' (ଇଓୟୁ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୯ ଜଣ ପରୀକ୍ଷାର୍ଥୀଙ୍କୁ ପଠାଇଛି । ପେପର ଲିକ୍ ମାମଲାର ତଦନ୍ତ କରୁଥିବା ଇଓୟୁ ସମସ୍ତ…

ଲୋକସଭା ବାଚସ୍ପତି ନିର୍ବାଚନ: ଦୌଡ଼ରେ ସାମିଲ ଏହି ନାଁ, ବିଜେପିକୁ ମିଳିବ ଜେଡିୟୁର ସମର୍ଥନ

ନୂଆଦିଲ୍ଲୀ: ଜୁନ୍ ୨୪ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବ । ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୨୬ ତାରିଖ ସ୍ଥିର ହୋଇଥିବା ବେଳେ ନୂତନ ବାଚସ୍ପତିଙ୍କୁ ନେଇ ବିଭିନ୍ନ…

ଏସି ଫ୍ୟାନ୍ ଚଳାନ୍ତୁ କିମ୍ବା ୧୦ଟା ଫ୍ଯାନ୍ ଚଲାନ୍ତୁ; ଦେବାକୁ ପଡ଼ିବନି ବିଲ୍, ୨୫ ବର୍ଷ ପାଇଁ ଟେନସନ ଫ୍ରି

ନୂଆଦିଲ୍ଲୀ: ଚଳିତ ବର୍ଷ ଏତେମାତ୍ରାରେ ଗ୍ରୀଷ୍ମ ପ୍ରବାହ ବଢ଼ି ଯାଇଛି ଯେ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଛୁଛି। ଗୋଟିଏ ପଟେ ଗରମ ଓ ଅନ୍ୟପଟେ ପୁଣି ବିଜୁଳି କାଟ ଲୋକଙ୍କୁ କଲବଲ କରୁଛି। ଏଭଳି…

କୁଏତରେ ଜଳିଯାଇଥିବା ଭାରତୀୟଙ୍କୁ କିପରି ଚିହ୍ନଟ କରାଯିବ? ଜାଣନ୍ତୁ କ’ଣ ରହିଛି ସେହି ପରୀକ୍ଷା

ନୂଆଦିଲ୍ଲୀ: କୁଏତର ମାଙ୍ଗାଫର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଲୋକ ପ୍ରଣ ହରାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ସେହି ଅଗ୍ନିକାଣ୍ଡରେ ଅନେକ ଭାରତୀୟ ପ୍ରଣ ହରାଇଛନ୍ତି । ଏହାରିଭିତରେ ଦେଖିଲେ ଦୁଇ ଜଣ ଓଡ଼ିଆ…

ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କୃଷ୍ଣା କୁମାରୀ ବିଧାୟିକା ଭାବେ ଦେଲେ ଇସ୍ତଫା, ଚିଠି ମାଧ୍ୟମରେ କହିଲେ ଏହି କାରଣ

ଗ୍ୟାଙ୍ଗଟକ୍‌: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସମ୍ମୁଖରେ ବଡ଼ ସମସ୍ୟା ଉପୁଜିଛି । ବିଧାୟିକା ଭାବେ ଶପଥ ଗ୍ରହଣ କରିବା ପରେ ତାଙ୍କ ପତ୍ନୀ କୃଷ୍ଣା କୁମାରୀ ଗୁରୁବାର ଏହି ପଦରୁ ଇସ୍ତଫା ଦେଇଥିଲେ ।…

ୟୁରୋ ୨୦୨୪: ଜର୍ମାନୀର ଦମଦାର ପ୍ରଦର୍ଶନ, ସ୍କଟଲାଣ୍ଡକୁ ୫-୧ ଗୋଲରେ କରିଲା ପରାସ୍ତ

ନୂଆଦିଲ୍ଲୀ: ଶୁକ୍ରବାର ମ୍ୟୁନିକ୍ ରେ ସ୍କଟଲାଣ୍ଡକୁ ୫-୧ ଗୋଲରେ ପରାସ୍ତ କରିଲା ଜର୍ମାନୀ। ଏହି ମ୍ୟାଚ୍ ରେ ଜମାଲ ମୁସିଆଲା, ନିକୋଲାସ ଫୁଲକ୍ରୁଗ୍ ଓ ଟୋନି କ୍ରୁସ୍ ପ୍ରମୁଖ ଖେଳାଳି ଥିଲେ। ମ୍ୟାଚ୍ ର ୧୦ତମ ମିନିଟ୍ ରେ…

ପ୍ରାୟ ଅଧା ଭାରତ ହୋଇସାରିଛି ଆର୍ଥିକ ଠକେଇର ଶିକାର: ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ଯେଉଁ ଗତି ସହିତ ଡିଜିଟାଲ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦିଆଯାଉଛି, ସମାନ ବେଗରେ ଲୋକମାନେ ଆର୍ଥିକ ଠକେଇର ମଧ୍ୟ ଶିକାର ହେଉଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତର ପ୍ରାୟ ଅର୍ଦ୍ଧେକ କିଛି ସମୟରେ…

ଆମେରିକା ବିପକ୍ଷ ପରାଜୟ ପରେ ସାରା ରାତି ଶୋଇନଥିଲେ ପାକିସ୍ତାନୀ ଖେଳାଳି

ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ପାକିସ୍ତାନ ପାଇଁ କୌଣସି ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ପାକିସ୍ତାନ ଦଳ ଲିଗ୍ ପର୍ଯ୍ୟାୟରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରେ। ବାସ୍ତବରେ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର…

ରୁଷ୍-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ସର୍ତ୍ତ ରଖିଲେ ପୁଟିନ୍

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ ଯଦି ୟୁକ୍ରେନ କିଛି କଥାରେ ରାଜି ହୁଏ ତେବେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଶେଷ ହୋଇପାରେ। ଶୁକ୍ରବାର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଶିକ୍ଷକ ନିଯୁକ୍ତିରେ ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ମହିଳାଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ତୃତୀୟ ଶ୍ରେଣୀ ଶିକ୍ଷକ…