Browsing Category

ଦେଶ ବିଦେଶ

ସାମ୍ନାକୁ ଆସିଲା ସାଧାରଣ ନିର୍ବାଚନ ବଜେଟର ତାରିଖ, ଅର୍ଥ ମନ୍ତ୍ରୀ ଜୁଲାଇର ଏହି ଦିନ ଜାରି କରିବେ ବଜେଟ ରିପୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ୨୦୨୪ ଜୁଲାଇ ୨୨ ତାରିଖ ଦିନ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଜାରି କରାଯିବ । ଏହା ବ୍ୟତୀତ ଆର୍ଥିକ ସର୍ବେକ୍ଷଣ ଅର୍ଥାତ ଇକୋନୋମୀକ ସର୍ଭେ ୩ ଜୁଲାଇରେ ଜାରି ହେବାର…

(Video)ମଲ୍‌ରେ ଭୀଷଣ ଅଗ୍ନିକାଣ୍ଡ, ବହୁ ଲୋକ ଫଶି ରହିଥିବାର ଆଶଙ୍କା

କୋଲକାତା: କୋଲକାତାର ଆକ୍ରୋପୋଲିସ ମଲ୍‌ରେ ଶୁକ୍ରବାର ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ମଲ୍‌ରେ ବହୁ ଲୋକ ଫସି ରହିଥିବାର ଅନୁମାନ କରାଯାଉଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଦମକଳ ବିଭାଗ ପକ୍ଷରୁ ୧୦…

ନୂଆ ସରକାର, ନୂଆ ଶାସନ: ଜୁଲାଇରୁ ବଦଳିଯିବ ବ୍ରିଟିଶ ଶାସନ, ଲାଗୁ ହେବ ପୋଲିସର ଭାରତୀୟ ନିୟମ

ନୂଆଦିଲ୍ଲୀ: ଜୁଲାଇ ମାସରୁ ବଦଳିଯିବ ଭାରତର ଶାସନ ପ୍ରଣାଳୀ । ହଟିବ ବ୍ରିଟିଶ ଶାସନ ଏବଂ ଲାଗୁ ହେବ ଭାରତୀୟ ନିୟମ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟକୁ ହଟାଇବେ କେନ୍ଦ୍ର ସରକାର । ଆସନ୍ତା ଜୁଲାଇ ମାସରୁ ଲାଗୁ…

Air Strike କରିବ ଭାରତ! ଭାରତୀୟ ସେନାରେ ସାମିଲ ହେଲା ସ୍ୱଦେଶୀ ନାଗାସ୍ତ୍ର: ଶତ୍ରୁରାଷ୍ଟ୍ରକୁ ମିଳିବ କଡ଼ା ଜବାବ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ବାରମ୍ବାର ଆକ୍ରମଣ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ୩ ଦିନ ଭିତରେ ୪ ଥର ଆକ୍ରମଣ ହୋଇ ସାରିଥିବା ବେଳେ ଭାରତ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଜବାବ ଦେଇନାହିଁ ।…

NEET Exam Controversy: ଏନଟିଏକୁ ନୋଟିସ ଜାରି କରି ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ନୀଟ ମାମଲାକୁ ନେଇ ଶୁଣାଣି ହୋଇଛି । କୋର୍ଟ ସିବିଆଇ ଯାଞ୍ଚ ଦାବିର ପିଟିସନ ଉପରେ ନୀଟ ପରୀକ୍ଷା କରୁଥିବା ଏଜେନ୍ସି ଏନଟିଏ କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ।…

(Video)ଜି ୭ ସମ୍ମିଳନୀରେ ବାଇଡେନ୍ କଲେ ଏପରି କିଛି ଆଚରଣ, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କୌଣସି ନା କୌଣସି କାରଣରୁ ଚର୍ଚ୍ଚାକୁ ଆସିଯାଇଥାନ୍ତି । ଜି-୭ ଶିଖର ସମ୍ମିଳନୀ ସମୟରେ ପୁଣି ଏହିପରି କିଛି ହୋଇଛି । ସର୍ବପ୍ରଥମେ ଯେତେବେଳେ ସେ ଇଟାଲୀରେ ପହଞ୍ଚିଲେ…

(Video) ସଂସଦ ନା ବକ୍ସିଙ୍ଗ ରିଙ୍ଗ? ଜି-୭ ସମେଟ ପୂର୍ବରୁ ନେତାଙ୍କ ଭିତରେ ଦମଦାର ଫାଇଟ୍

ନୂଆଦିଲ୍ଲୀ: ଇଟାଲୀରେ ଅନୁଷ୍ଠିତ ହେଉଛି ଜି-୭ ସମ୍ମିଳନୀ । ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି । କିନ୍ତ ସମ୍ମିଳନୀ ପୂର୍ବରୁ ସଂସଦର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ସଂସଦ ଭିତରେ ଏଠାକାର…

ପୁଣିଥରେ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ହେଲେ PM ମୋଦୀ, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ମେଲୋନୀ

ନୂଆଦିଲ୍ଲୀ: ୪ ଜୁନ ପରେ ବିରୋଧୀ ଦଳର ଲୋକେ ଗୁଜବ ପ୍ରସାରିତ କରିଥିଲେ ଯେ, ପିଏମ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କମିଗଲାଣି । ହେଲେ ଜୁନର ଦ୍ୱିତୀୟ ସପ୍ତାହରେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପୁଣିଥରେ ବଢିଯାଇଛି ।…

ମେଲୋନୀଙ୍କ ସହ ଏହି ପ୍ରସଙ୍ଗରେ ମୋଦୀଙ୍କର ହେବ ଆଲୋଚନା, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ବି ହେବ ସାକ୍ଷାତ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ଆପୁଲିଆ ସହର ପହଞ୍ଚି ଯାଇଛନ୍ତି । ଏହି ସମୟରେ ମୋଦୀଙ୍କର ବହୁ ନେତାଙ୍କ ସହ ଦ୍ୱିପାକ୍ଷୀୟ ବୈଠକ ହେବାର ଅଛି ।…

ପାଣିର ରଙ୍ଗ ବଦଳିଲେ ଆସେ ବିପତ୍ତି! ଏହି କୁଣ୍ଡ କୁହେ କାଶ୍ମୀରର ଭବିଷ୍ୟତ: ଜାଣନ୍ତୁ କ୍ଷୀର ଭବାନୀ ମନ୍ଦିରର ରହସ୍ୟ

ଓଡ଼ିଶା ଭାସ୍କର: କାଶ୍ମୀର ଘାଟିର ଗାନ୍ଦରବଲ ଜିଲ୍ଲାରେ ଅବସ୍ଥିତ କ୍ଷୀର ଭବାନୀ ମନ୍ଦିର, କାଶ୍ମୀରର ଆଗାମୀ ଭବିଷ୍ୟତ ବିଷୟରେ ଦେଇଥାଏ ସୂଚନା । କାଶ୍ମୀରକୁ ବିପଦ ଆସିବା ପୂର୍ବରୁ ଏହି ମନ୍ଦିର ଦେଇଥାଏ ସଂକେତ ।…